ଭୁବନେଶ୍ୱର,୧୩।୧୦(ଏସଏସନିଉଜ)ରାଜଧାନୀରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ ହୋଇଛି।ଭୁବନେଶ୍ବର ରେଲୱେଷ୍ଟେସନ ୬ନଂପ୍ଲାଟ୍ଫର୍ମ ବାହାରେ ଆକ୍ରମଣ ହୋଇଛି।ଶିକ୍ଷକଙ୍କୁ କାଠଫାଳିଆରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।ଆକ୍ରମଣରେ ଗୁରୁତର ଶିକ୍ଷକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଶିକ୍ଷକ ଜଣଙ୍କ ରାୟଗଡ଼ା ରୁ ଭୁବନେଶ୍ୱର ସରକାରୀ କାର୍ଯ୍ୟରେ ଆସିଥିଲେ ବୋଲି ଜଣାପଡିଛି।