Browsing category

ମହାନଗର

ପୁଣି ଲେଉଟାଣି କରୋନା

ଭୁବନେଶ୍ବର,୧୪/୨(ସତ୍ୟସନ୍ଧାନ ଡେସ୍କ) ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣ ପୁଣି ଥରେ ଫେରିଛି। ଅକ୍‌ଲାଣ୍ଡ ସହରରେ କୋଭିଡ-୧୯ ମାମଲା ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ରବିବାର ସହରରେ ୩ ଦିନ ପାଇଁ ଲକ୍‌ଡାଉନ ଲାଗୁ କରିଛନ୍ତି। ୧ ଲକ୍ଷ ୭୦ ହଜାର ଲୋକ ରହୁଥିବା ଏହି ସହରବାସୀଙ୍କୁ ରବିବାର ମଧ୍ୟରାତ୍ରରୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଲକ୍‌ଡାଉନରୁ ବାଦ୍ ଦିଆଯାଇଛି।ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଅନ୍ୟ ସାଂସଦମାନଙ୍କ ସହିତ ଏକ ଜରୁରୀ ବୈଠକ କରିବା […]

ପୁଣି ଶ୍ରୀମନ୍ଦିର ଫଟୋ ହେଲା ଭାଇରଲ

ପୁରୀ,୧୩/୨(ଏସଏସନିୟୁଜ) ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି | ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ,ଇନଷ୍ଟାଗ୍ରାମରେ ସାଲିନି ଫସୀ ଓ ଇଣ୍ଡିଆନ ଟେମ୍ପଲର ଦୁଇଟି ଆକାଉଣ୍ଟରେ ଶ୍ରୀମନ୍ଦିରର ଏହି ଫଟୋ ଭାଇରଲ ହୋଇଛି , ଦକ୍ଷିଣ ଦ୍ୱାର ପଟୁ ଏହି ଫଟଚିତ୍ର ଉତ୍ତୋଳନ କରାଯାଇଥିବା ଜଣାପଡୁ ଥିବାବେଳେ ବାରମ୍ବାର ଶ୍ରୀମନ୍ଦିର ଭିତରର ଫଟୋ ଭାଇରଲକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଯୋଗୁ ଏପରି ହେଉଥିବାର ଜଣାପଡିଛି ଫେବୃଆରୀ ୨ତାରିଖ ଦିନ ଏହି […]

ବୁର୍ଲାରେ ଆରମ୍ଭ ହେଲା ‘ୱାନ ରୁପିଜ କ୍ଲିନିକ

ବୁର୍ଲା,୧୩/୨(ଏସଏସନିୟୁଜ) ବୁର୍ଲାରେ ଆରମ୍ଭ ହେଲା ‘ୱାନ ରୁପିଜ କ୍ଲିନିକ।ଏହି କ୍ଲିନିକକୁ ଚିକିତ୍ସା ପାଇ ଆସୁଥିବା ରୋଗୀଙ୍କୁ ମାତ୍ର ଏକ ଟଙ୍କା ଫି ଦେବାକୁ ପଡ଼ିବ। ଗରିବ ରୋଗୀ ମାନଙ୍କ ସେବା ପାଇ ଏହିଭଳି ଏକ ନିଆରା ପ୍ରାୟାସ ଆରମ୍ଭ କରିଛନ୍ତି ବୁର୍ଲା ଭିମସାରର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ । ଶୁକ୍ରବାରଠାରୁ ଡା.ରାମଚନ୍ଦାନୀ ବୁର୍ଲା ର ଇନ୍ଦିରାଛକ ନିକଟସ୍ଥ ନିଜ ବାସଭବନ ନିକଟରେ ଏହି କ୍ଲିନିକ ଖୋଲିଛନ୍ତି ଓ କ୍ଲିନିକର ନାମ ରହିଛି ୱାନ ରୁପିଜ […]

ମାତାଲ ହେଲେ ଦିଦି

କେନ୍ଦ୍ରାପଡା,୧୩/୨(ଏସଏସନିୟୁଜ) ମଦ ପିଇ ମାତାଲ  ହୋଇଛନ୍ତି   ଦିଦି । କେବଳ ମାତାଲ  ହୋଇନାହାନ୍ତି ରାସ୍ତାରେ  ଉତ୍ପାତ କରିବାକୁ ପଛାଇଦେଇନାହାନ୍ତି  ।ଏହିଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳରେ  ।  ମାନ ସମ୍ମାନ ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ଏହି ଅଙ୍ଗନବାଡ଼ି ଦିଦି । ମଦ ପିଇ ମାତାଲ ହୋଇ ରାସ୍ତାରେ  ଉତ୍ପାତ କରିବା ସହ  ବେହୋସ ହେବାକୁ ପଡିଛି  । ଶେଷରେ ବେହୋସ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।ଏହି ଲଜ୍ୟାକର ଘଟଣା କୁ […]

କାଳିଆ ଯୋଜନାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୧୨/୨(ସତ୍ୟସନ୍ଧାନଡେସ୍କ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା […]

ମୁଣ୍ଡବିହିନ ମହିଳାଙ୍କ ଶବ ମିଳିବା ଘଟଣାରୁ ଉଠିଲା ପରଦା , ମିଳିଲା କଟା ମୁଣ୍ଡ ଓ ପରିଚୟ ,୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର:୧୧/୨(ଏସଏସଏନ୍)କିଛି ଦିନ ବ୍ୟବଧାନ ପରେ ବହୁ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମୁଣ୍ଡବିହିନ ମହିଳାଙ୍କ ଶବ ଉପରୁ ପରଦା ହଟିଛି । ମହିଳାଙ୍କ ପରିଚୟ ମିଳିଥିବା ବେଳେ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ମୃତ ମହିଳାଙ୍କ ନାଁ ପୁଷ୍ପଲତା , ଘର ଗଞ୍ଜାମରେ ବୋଲି ପୁଲିସ ଆଗରେ ମହିଳାଙ୍କ ପରିଚୟ ଦେଇଛି ଅଭିଯୁକ୍ତ ।  ପ୍ରକାଶ ଯେ ଗତ ୪ତାରିଖ ଦିନ ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ […]

ମୁଣ୍ଡ ବିହିନ ମହିଳା ରାଜଧାନୀ ର , ମିଳିଲା ପରିଚୟ, ୨ୟ ସ୍ବାମି କରିଛି ହତ୍ୟା !

ଭୁବନେଶ୍ବର:୧୧/୨(ଏସଏସଏନ୍) ରାଜଧାନୀ ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଗତ ମାସରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ପରେ ତାଙ୍କ ପରିଚୟ ଜାଣିବାକୁ କମିଶନରେଟ ପୁଲିସ ଉଦ୍ୟମ ଜାରି ରଖିଥିଲା ବେଳେ କମିଶନରେଟ ପୁଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଛି। ମହିଳା ଜଣକ ରାଜଧାନୀ ର ବୋଲି ଜଣାପଡିଛି । ତେବେ ମହିଳାଙ୍କର ଦ୍ବିତୀୟ ସ୍ବାମୀ ହତ୍ୟା କରିଥିବା ପୋଲିସ ସୁତ୍ରରୁ ସୂଚନା । ଆଜି କଟାମୁଣ୍ଡ ଖୋଜିବ ପୋଲିସ। ଭରତପୁର ଅଞ୍ଚଳରେ କଟାମୁଣ୍ଡ ଫୋପାଡିଥିବା […]

ମିଳିଲା କଟାମୁଣ୍ଡର ସୁରାକ

ଭୁବନେଶ୍ବର,୧୧/୨(ଏସ ଏସ ନିୟୁଜ)ଚନ୍ଦକା ଅଞ୍ଚଳରେ ଘଟିଥିବା କଟାମୁଣ୍ଡ ହତ୍ୟା ଘଟଣାରେ ମହିଳାଙ୍କର ପରିଚୟ ପୋଲିସ କୁ ମିିଳିଥିବାର ଜଣାପଡିିିଛି।ତମାଣ୍ଡୋ ଅଞ୍ଚଳର ଏକ ଲିଙ୍କ ଆଧାରରେ ପୋଲିସ ଏହି ଘଟଣାର ପର୍ଦାଫାସ କରିବାକୁ ଯାଉଥିବାର ଜଣାପଡିଛି।ପୋଲିସ ଏହି ଘଟଣାର ମୁଖ୍ୟ ସୂତ୍ରଧର କୁ   ଅଟକ ରଖି  ପଚରାଉଚରା ପରେ ହତ୍ୟା କାଣ୍ଡ ବିଷୟରେ ସବୁ ଜଣିବାକୁ ପାଇଛି।ଆଜି ସାଇଣ୍ଟିଫିକ ଟିମ  ସହ କଟାମୁୁଣ୍ଡ ପଡିଥିବା ଭରତପୁର ଅଞ୍ଚଳରୁ ଖୋଜିବାକୁ ପୋଲିସ ଯିବ ବୋଲି ଜଣାପଡିଛି।

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

  ଭୁବନେଶ୍ୱର,୧୧/୨(ଏସ ଏସ ନିୟୁଜ)ଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ବଲାଙ୍ଗର ବନ ବିଭାଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ଜାରି ରହିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ରେଡ୍‌ କରିଛି ଭିଜିଲାନ୍ସ । ଆଜି ଭିଜିଲାନ୍ସ ପକ୍ଷରୁ ୫ଟି ଟିମ୍‌ ଏକା ସାଙ୍ଗେ ଚଢାଉ କରୁଛି । […]

ମୁହାଁମୁହିଁ ହେଲେ ମନ୍ତ୍ରୀ ଓ ସାସଂଦ

ଖବର ଆଜିର,ତାରିଖ ୧୧-୦୨-୨୦୨୧ ଗୁରୁବାର ୧-ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, କହିଲେ- ‘କୃଷି ବିଲକୁ ନେଇ ଗୁଜବ ପ୍ରଚାର’ । ୨-ମରିଯିବୁ ପଛେ ବିଜେପି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ : ମମତା ବାନାର୍ଜୀ । ୩-ଫେବ୍ରୁଆରି ୧୮ରେ କୃଷକଙ୍କ ଦେଶବ୍ୟାପୀ ୪ ଘଣ୍ଟିଆ ‘ରେଳ ରୋକୋ’ । ୪-ଦକ୍ଷିଣ ପ୍ରଶାନ୍ତ ଦ୍ୱୀପରେ ୭.୭ ତୀବ୍ରତାର ଭୂମିକମ୍ପ : ନ୍ୟୁଜିଲ୍ୟାଣ୍ଡ ସମେତ କେତେକ ଦେଶକୁ ସୁନାମି ଚେତାବନୀ । ୫-ଭ୍ୟାକସିନ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ଡୋମିନିକା ପ୍ରଧାନମନ୍ତ୍ରୀ […]