Browsing category

ମହାନଗର

ପୁଣି ଓଡିଶାରେ ଚାଞ୍ଚଲ୍ୟ

ଭୁବନେଶ୍ୱର,୧୯।୭(ଏସଏସନିଉଜ)ନିମାପଡାରୁ ଆସିଲା ଜଘନ୍ୟ କାଣ୍ଡର ନଗ୍ନଚିତ୍ର ।ରାସ୍ତାରେ ଗଲାବେଳେ +2 ଦୁତୀୟବର୍ଷର ଛାତ୍ରୀକୁ ପେଟ୍ରୋଲଢାଳି ନିଆଁ ଲଗାଇ ମାରିବାକୁ ଉଦ୍ୟମ କରାଯାଇଛି।ନିଆଁ ଲଗାଇଥିବା୩ ଦୁବୃର୍ତ୍ତ ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।ଖବର ପାଇ ବଳଙ୍ଗାଥାନା ପୋଲିସ ପହଂଚି ତନାଘନା ଆରମ୍ଭ କରିଛି। ଅନ୍ୟପଟେ ବହୁତ ଜଲଦି ଧାରା ହେବେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦେଶ ଦେଇଛନ୍ତି ପୁରୀ ଏସପି ।ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତ୍ତି କରିବା ସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର […]

ନିଲମ୍ବନ ହେଲେ SI

ଭୁବନେଶ୍ବର,୧୮।୭(ଏସଏସନିଉଜ)ଭୁବନେଶ୍ବର ଖଣ୍ଡଗିରି ଥାନା SI ଦେବୀ ପ୍ରସାଦ ବେହୁରା ସସ୍‌ପେଣ୍ଡ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ପୋଲିସ କମିଶନର।NDPS ମାମଲାରେ ୬୦ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଆକ୍ସନ୍‌ ନିଆଯାଇଛି।ଗତ ଅପ୍ରେଲ ୧୧ ତାରିଖରେ ଶେଖ ଜାମସେଦ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଏନକାଉଣ୍ଟର କରିଥିଲା। ଏହି ଏନ୍‌କାଉଣ୍ଟରରେ ଆହତ ହେଲା ପରେ କମିସନରେଟ୍‌ ପୁଲିସ ଘଟଣାସ୍ଥଳରୁ ଅଭିଯୁକ୍ତର ଠାରୁ ବ୍ରାଉନସୁଗର ଜବତ କରିଥିଲା। ସ୍ପେଶାଲ କ୍ରାଇମ ୟୁନିଟ ଓ ଖଣ୍ଡଗିରିଥାନା ପୁଲିସର […]

ଚୋରି କରିବାକୁ ଆସି ମାଲିକଙ୍କୁ ହତ୍ୟା କଲେ

ଭୁବନେଶ୍ବର,୧୮ା୭(ଏସଏସନିଉଜ)ରାଜଧାନୀର ଭରତପୁରଥାନା ଅଧୀନ ତାରିଣୀବସ୍ତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଗତକାଲି ରାତିରେ ୪ଜଣ ଚୋର ଚୋରି କରିବାକୁ ଆସିଥିଲେ ।ଘରେ ଚୋର ପଶିଥିବାର ଜାଣିବାକୁ ପାଇ ଘର ମାଲିକ ଚିତ୍କାର କରିଥିଲେ। ଧରା ପଡ଼ିଯିବା ଭୟରେ ଚୋରମାନେ ଘରମାଲିକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଆସିକା ଓ ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର,୧୭ା୭(ଏସଏସନିଉଜ)ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି।ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌ ଶ୍ରେଷ୍ଠ ସ୍ୱଚ୍ଛସହର ରୂପେ ମାନ୍ୟତାଲାଭ କରିଛନ୍ତି। ମହାକୁମ୍ଭ ପାଇଁ ଏକ ବିଶେଷ ସ୍ୱୀକୃତି ସହିତ ୪୩ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ ସ୍ଥାନ ପାଇଛନ୍ତି।ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ଏହାଛଡ଼ା […]

ଯୁବତୀଙ୍କ ଗାଧୋଇବା ବେଳର ଭିଡ଼ିଓ

ମେଣ୍ଢାଶାଳ,୧୬।୭(ଏସଏସନିଉଜ)ଜଣେ ଯୁବତୀ ଗାଧୋଇବା ବେଳର ଭିଡିଓ କରି ଭାଇରାଲ କରିବା ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟଚାଲଣ କରିଛି। ସିଏ ହେଲେ ଚନ୍ଦକାଥାନା ଅଧୀନସ୍ଥ ପାଣିଓରାରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗରର କାର୍ତ୍ତିକ ପ୍ରଧାନ ଓରଫ ନିର୍ମଳ(୩୦)। ପ୍ରକାଶଯେ, କାର୍ତ୍ତିକ ଚନ୍ଦକାଥାନା ଅଞ୍ଚଳର ପାଣିଓରା ଗ୍ରାମରେ ଭଉଣୀ ଘରେ ରହି ଏକ କମ୍ପାନୀରେ କାମ କରନ୍ତି। ଭଉଣୀ ଘର କଡ଼ରେ ରହୁଥିବା ଜଣେ ଯୁବତୀଙ୍କ ପ୍ରତି କିଛିଦିନ ହେବ କାର୍ତ୍ତିକଙ୍କ ମନରେ […]

ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ

ଭୁବନେଶ୍ୱର,୧୫।୭(ଏସଏସନିଉଜ)ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଥିଲା।ପୈତୃକ ଗାଁବାଲେଶ୍ବର ଭୋଗରାଇରେହୋଇଛି ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର।ଭୁବନେଶ୍ବର ଏମ୍ସରେ ପୋଷ୍ଟମର୍ଟମ ପରେ ଭୋଗରାଇ ନିଆଯାଇଥିଲା।ପରିବାରଙ୍କ ସହମତିରେ ଭୋଗରାଇକୁ ନିଆଯାଇଥିଲା ମୃତଦେହ। ଗାଁମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ।ଗାଁ ଝିଅକୁ ଅଶ୍ରୁଳବିଦାୟ ଦେଲେ ହଜାରହଜାର ଲୋକ।ସୌମ୍ୟାଶ୍ରୀଙ୍କୁ ହରାଇ କାନ୍ଦୁଛି ପୂରା ପଳାସିଆ। […]

ଇଭେଣ୍ଟ ପାଇ ମହିଳାଙ୍କୁ ଡାକି ଅସଦଆଚରଣ

ଭୁବନେଶ୍ୱର,୧୨ା୭(ଏସଏସନିଉଜ) ବମ୍ବେରୁ ଏକ ଇଭେଂଟ ପାଇଁ ଆସିଥିବା ଜଣେ ମହିଳାଙ୍କୁ ଅସଦଆଚରଣ ପଦର୍ଶନ କରିବା ସହ ନିଜପାଖରେ ରାତ୍ରଜାପନ କରିବା ପାଇଁ ବାଧ୍ୟ କରିବା ଓ ସେ ରାଜିନହେବାରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ନନ୍ଦନକାନନଥାନାପୋଲିସ ।ସେମାନେ ହେଲେ ତମାଣ୍ଡୋଥାନାଅଧିନସ୍ଥ କଳିଙ୍ଗବିବିହାରର ରଘୁନାଥସାହୁ(୩୦),ଖାରରେଳନଗରଥାନାଅଧିନସ୍ଥ ମଲିକଲୋନୀର ଆନନ୍ଦସେଠୀ (୨୭),ପୁରୀବଳିଆ ପଣ୍ଡାଥାନଅଧିନସ୍ଥ ବଳିଆପଣ୍ଡାର ସ୍ୱିତା ସାଲୋନୀ (୨୧)ା ପ୍ରକାସଯେ, ହୀନା ସେଖ ନାମକ ମହିଳା ବମ୍ବେଠାରେ ଥିବା କର୍ପୋରେଟ ଆକ୍ସେଞ୍ଚରରେ ଏଚଆର ମ୍ୟାନେଜର ଭାବେ […]

ଅଧ ରାତିରେ ଫୁଟିଲା ବୋମା!

କଟକ,୧୧ା୭(ଏସଏସନିଉଜ) ଜମିବେପାରକୁନେଇ ଗୁରୁବାର ବିଳମ୍ଭିତ ରାତିରେ ଚଣ୍ଡୀପ୍ରସାଦ ଗ୍ରାମରେ ବୋମାମାଡ ହୋଇଛି ।ଏଥିରେ କାହାର କିଛି କ୍ଷତି ହୋଇନଥିବାବେଳେ ପ୍ରଚଣ୍ଡ ଶବ୍ଧରେ ଗ୍ରାମବାସୀଙ୍କ ନିଦ ହଜାଇଦେଛି ।ଏହି ଘଟଣାରେ ବାରଙ୍ଗଥନାପୋଲିସ ଜନେ ମହିଳାଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ପ୍ରକାଶଯେ , ଚଣ୍ଡୀପ୍ରସାଦଗ୍ରାମରେ ବ୍ୟବସାୟ ଆରମ୍ଭ କରିଥିବା ଜଣେ ବିଲ୍ଡର ଜମିଅଧିଗ୍ରହଣ କରିବାକୁ ସ୍ଥାନୀୟଗ୍ରାମର ଯୁବକମାନଙ୍କୁ ନିୟୋଜିତ କରିଛନ୍ତି ।କିଛିଦିନ ପୁର୍ବେ ଏହି ଗ୍ରାମର ଜଣେ ଚାଷୀଙ୍କଠାରୁ ତାଙ୍କର ଏକ ଜମିକିଣିବାକୁନେଇ କୋଟିଏ ଟଙ୍କାର […]

ମହାନଦୀର ଗଭୀରଜଳରେ ବିଦ୍ୟୁତ ମରାମତି

କଟକ,୧୧ା୭(ଏସଏସନିଉଜ) ମୁଣ୍ଡଳୀଠାରେ ମହାନଦୀ ଭିତରେ ଥିବା ଏହି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତଖୁଣ୍ଟରେ ଲାଗିଥିବା ଲାଇନ ଇନସୁଲେଟରରେ ତ୍ରୁଟି ଦେଖାଯାଇଥିବାରୁ ଗୁରୁବାରଠାରୁ ବିଦୁ୍ୟତ ଯୋଗାଣରେ ବାଧାପ୍ରାପ୍ତ ଦେଖାଦେଇଥିଲା ।ଶୁକ୍ରବାର ଦିନ ଏନଡିଆରଏଫର ସହାୟତାରେ ବିଦୁ୍ୟତବିଭାଗ କର୍ମଚାରୀମାନେ ମହାନଦୀର ଗଭୀର ଜଳାଶୟରେ ମରାମତି କାର୍ଯ୍ୟ କରିଛନ୍ତି । ପ୍ରକାସଯେ,ଗୁରୁବାରଦିନ ବାରିପଦାରୁ ଭୁବନେଶ୍ୱର ଆସିଥିବା ୪୦୦କେଭି ବିଦ୍ୟୁତଲାଇନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ମହାନଦୀ ଭିତରେ ଥିବା ଏହି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତଖୁଣ୍ଟରେ ଲାଗିଥିବା ଲାଇନ ଇନସୁଲେଟରରେ ତ୍ରୁଟି ଦେଖାଦେଇଥିବାର ସୁଚନା […]

କାଲିଠୁ ଗଡ଼ିବ ଘରୋଇବସ୍

ଭୁବନେଶ୍ୱର,୧୧।୭(ଏସଏସନିଉଜ) ଆସନ୍ତାକାଲିଠାରୁ ରାଜ୍ୟରେ ସବୁ ଘରୋଇବସ୍ ଗଡ଼ିବା ନେଇ ରାଜ୍ୟ ଘରୋଇବସ୍ ମାଲିକସଂଘ ପକ୍ଷରୁ ସୂଚନା ଦିଆଯାଇଛି।ଯାହାକି ଘରୋଇ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର।ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ।ଆସନ୍ତାକାଲି ଅର୍ଥାତ୍ ଶନିବାରଠାରୁ କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହୋଇପାରେ।ଡ୍ରାଇଭର ମହାସଂଘ ଧର୍ମଘଟକୁ ଆଉ ସମର୍ଥନ ଜଣାଇବେ ନାହିଁ କଟକ ଘରୋଇ ବସ୍ ମାଲିକସଂଘ ।ଧର୍ମଘଟ ଯୋଗୁ ବସମାଲିକ କ୍ଷତି ସହିବା ସହ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ […]