ବେଆଇନ ପଥର ବୋଝେଇ ଗାଡି ଜବତ,ଚାଳକ ଗିରଫ
ଭୁବନେଶ୍ୱର,୧୨ା୭(ଏସଏସନିଉଜ) ଚନ୍ଦକା ଥାନାପୋଲିସ ବେଆଇନ ଭାବେ ନେଇ ଆସୁଥିବା ଏକ ପଥର ବୋଝେଇ ଗାଡିକୁ ଜବତ କରିବାସହ ଚାଲକକୁ ଗିରଫ କରିଛି ।ଗିରଫ ଚାଳକ ହେଉଛନ୍ତି ଓଡଗାଁ ନନ୍ଦିଘୋରା ଗ୍ରାମର ଅଇଁଠା ସେଠୀା ପ୍ରକାସ ଯେ,ରବିବାର ଦିନରେ ଏସ୍.ଆଇ. ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଓ ତାଙ୍କର ଟୀମ ପାଟ୍ରୋଲିଂ ଓ ଏନଫୋର୍ସମେଣ୍ଟ ଡ୍ୟୁଟି କରୁଥିବା ସମୟରେ ପ୍ରାୟ ୧.୩୦ରେ ଏକ ଟ୍ରକ୍ ମଳିପଡା ଅଞ୍ଚଳରୁ ବେଆଇନ ଭାବରେ ପଥର ନେଇ ଆସୁଥିବାର ସୂଚନା ପାଇଥିଲେ ।ଏହି ସୂଚନା ଆଧାରରେ […]