Browsing category

ଅପରାଧ

ଭୋଟ୍‌ ଚୋରି ହୋଇଛି,ଇସ୍ତଫା ଦେବିନି

ଭୁବନେଶ୍ୱର,୫।୫(ଏସଏସନିଉଜ)ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ।ବିଜେପି ୧୦୦ରୁ ଊର୍ଦ୍ଧ୍ବ ସିଟ୍‌ରେ ଭୋଟ୍‌ ଚୋରି କରି ଜିତିଛି।ଭାରତସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମମତା।ସେ ତାଙ୍କ ଅଭିଯୋଗରେ କହିଛନ୍ତି ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି।ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ ଓ ଇସ୍ତଫା ଦେବିନି। ମୁଖ୍ୟମନ୍ତ୍ରୀ ନଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ମମତା।

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ

ଭୁବନେଶ୍ବର,୫।୫(ଏସଏସନିଉଜ) ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ।ରୋଗୀ ନୁହେଁ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ।ସିକ୍ରେଟ୍ ଚାମ୍ବରରେ ଚାଲାଣ ବେଳେ ଧରିଲା ନୟାପଲ୍ଲୀ ଥାନା ପୋଲିସ।ଆମ୍ବୁଲାନ୍ସ ଜବତ, ସହ ୨ ବେପାରୀଙ୍କୁ ଗିରଫ କଲା ପୋଲିସି।

ଭିଜିଲାନ୍ସ ଜାଲରେ ଅମିନ

କଣ୍ଟାବାଞ୍ଜି,୫।୫(ଏସଏସନିଉଜ)ଲାଞ୍ଚ ନେଇ ଧରାପଡ଼ିଲେ ଅମିନ।ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ କୋର୍ଟ ଅମିନ ବିମଳେନ୍ଦୁ କବି।୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।

୧୦୦ କୋଟିର ଗଞ୍ଜେଇ ତେଲ ଜବତ

ମାଲକାନଗିରି,୩।୫(ଏସଏସନିଉଜ)ଏସ୍‌ଆର୍‌ ଛକରୁ ୨ଲିଟର ଗଞ୍ଜେଇତେଲ ଜବତ ହୋଇଛି।ଜବତ ଗଞ୍ଜେଇ ତେଲରମୂଲ୍ୟ ପ୍ରାୟ ୧୦୦କୋଟି ଟଙ୍କା ହେବ ବୋଲି ଜଣାପଡିଛି।ଚିତ୍ରକୋଣ୍ଡା ପୋଲିସଦ୍ୱାରା ୫୦କେଜି ଗଞ୍ଜେଇ ମଧ୍ୟ ଜବତ ହୋଇଛି।ମୋବାଇଲ୍ ଗଞ୍ଜେଇତେଲ ଉତ୍ପାଦନୟୁନିଟ୍ ଗାଡ଼ି ମଧ୍ୟ ଜବତ ହୋଇଛି।

ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା

ଭୁବନେଶ୍ୱର,୩।୫(ଏସଏସନିଉଜ)କେନ୍ଦୁଝରରେ ଭଉଣୀକଙ୍କାଳ ଧରି ଭାଇ ବ୍ୟାଙ୍କକୁ ଆଣିବା ଘଟଣାର ଅନ୍ୟଏକ ମୋଡ ଦେଖାଦେଇଛି।ଭଉଣୀପାଇଁ ଶୁଦ୍ଧି ହେବାକୁଥିବା ଜିତୁଙ୍କକାର୍ଯ୍ୟ ହୋଇପାରିନି।ଛେଳିକୁକୁଡ଼ା ଯୋଗାଡ଼ କରିପାରିଲେନି ବୋଲି ଶୁଦ୍ଧିକାର୍ଯ୍ୟ ସ୍ଥଗିତ ହୋଇଛି।ଜିତୁ କଙ୍କାଳ ବୋହିଥିଲେ ବୋଲି ଜାତିଧରିଲେ ସମ୍ପ୍ରଦାୟଭାଇ।ମଶାଣିରୁ ଶବଖୋଳି କଙ୍କାଳ ବୋହିଥିଲେ ବୋଲି ଜାତିଧରିଲେ।ଶୁଦ୍ଧିପରେ ଜାତିସମାଜ ସହ ମିଶିଥାନ୍ତେ ଜିତୁମୁଣ୍ଡା।ବୁଧବାର ଜାତି ସମାଜର ନିଷ୍ପତ୍ତିକ୍ରମେ ଶୁଦ୍ଧିପରେ ନିଜଜାତିରେ ମିଶିବେ ବୋଲି ଜଣାପଡିଛି।

ଜାଳିଦେଲେ ଗୋରୁ ଚାଲାଣ ଗାଡ଼ି

ଭଦ୍ରକ,୩।୫(ଏସଏସନିଉଜ)ଗୋରୁଚାଲାଣ ବେଳେ ଗୋରୁବୋଝେଇ ଗାଡ଼ିକୁ ଜାଳିଦେଲେ ଲୋକେ।ବାସୁଦେବପୁରରୁ ଭଦ୍ରକ ଆସୁଥିଲା ବେଆଇନ ଗୋ-ଚାଲାଣଗାଡ଼ି।ବରାଙ୍ଗ ଛକନିକଟରେ ଗୋରୁଙ୍କୁ ଉଦ୍ଧାର କରିବାପରେ ଗାଡ଼ି ଜାଳିଦେଲେ ଲୋକ।ଖବରପାଇ ସାବରଙ୍ଗଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଟଙ୍କା ନେଇ ଘରନଦେବା ଅଭିଯୋଗରେ ରିଅଲ ଇଷ୍ଟେଟ ଏମଡି ଗିରଫ

ମେଣ୍ଢାଶାଳ,୨୮।୪(ଏସଏସନିଉଜ)ଏକ ଡୁପ୍ଲେକ୍ସ ଘର ଦେବାକୁ ଦୁଇ ବର୍ଷ ତଳେ ଟଙ୍କାନେଇ ଘରନଦେବା,ଟଙ୍କା ନଫେରାଇବା ଓ ଟଙ୍କାମାଗିବାରୁ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସିଏ ହେଲେ କେଉଁଝର ସାରଳା ଗ୍ରାମର ସୁଶାନ୍ତ କୁମାର ବେହେରା। ପ୍ରକାଶଯେ,ଏକ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକଭାବେ ସୁଶାନ୍ତ କୁମାର ବେହେରା କାର୍ଯ୍ୟ କରନ୍ତି।ସେ ଦାରୁଠେଙ୍ଗରେ ଏକ ଡୁପ୍ଲେକ୍ସ ଘର ନିର୍ମାଣ କରି ଦେବା ପାଇଁ ଲୋକନାଥ ମିଶ୍ର ନାମକ […]

ପୁଣି ଚୋରା ମୋରମର କମାଲ

କଟକ, ୨୫।୪(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ରାସ୍ତାର ପାଟପୁର ଗାଁ ମୁଣ୍ଡରେ ଥିବା ଏକ ନଳକୂପକୁ ରାତାରାତି ପୋତି ଦିଆଯାଇଥିବାର ଦେଖିବାକୁ ମିଳିଛି।ଖରାଦିନେ ପାଣିଟିକେ ପାଇବା ପାଇ ଲୋକମାନେଡହଳବିକଳ ହେଉଥିବା ବେଳେ ନଳକୂପକୁ ପୋତିଦେବା ଘଟଣାକୁ ପାଟପୁର ଗ୍ରାମବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି।ଏନେଇ ଗ୍ରାମବାସୀମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ପ୍ରକାଶଯେ,ଖରାଦିନ ଆସିଲେ କୁହ୍ନେଇଁପଡାପଂଚାୟତର ପାଟପୁରଗ୍ରାମବାସୀମାନେ ପିଇବାପାଣି ପାଇ ନାହିଁନଥିବା ହଇରାଣ ହୁଅନ୍ତି।ଅଦ୍ୟାବଧି ଗ୍ରାମବାସୀଙ୍କ ଏହି ମୌଳିକସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନି।ଏବେବି ଗ୍ରାମବାସିମାନେ ପାଣି ଟିକେ ପାଇଁ ନାହିନଥିବା […]

ଚାଲିଛି ବେଆଇନ ମୋରମ ଚୋରା ଚାଲାଣ

କଟକ,୨୪।୪(ଏସଏସନିଉଜ)ଗୋଡିସାହିଫାଣ୍ଡି ଅନ୍ତର୍ଗତ ରତାଗଡ ରେଳ ପୋଲ ନିକଟରେ ବେଆଇନଭାବେ ମୋରମବୋଝେଇ କରି ଆସୁଥିବା ହାଇୱା ଧକ୍କାରେ ଶୁକ୍ରବାର ବଢ଼ିଭୋରସମୟରେ ଜଣେ ବାଇକ୍ ଚଳକଙ୍କ ଜୀବନ ଯାଇଛି।ମୃତଯୁବକ ହେଉଛନ୍ତି ଆଠଗଡଥାନା ଅଧୀନସ୍ଥ ନୂଆଶାସନ ଗାଁର ପାର୍ଥସାରଥି ଦାସ(୨୮)।ସେ ଏକ ମେଡିସିନକମ୍ପାନୀରେ କାମ କରୁଥିଲେ। ପ୍ରକାଶଯେ,ଶୁକ୍ରବାର ଭୋର୪ଟାସମୟରେ ବାରଙ୍ଗଥାନା ନିକଟସ୍ଥ ମଧୁବନଗାଁପାଖ ଏକମୁଣ୍ଡିଆରୁ ବେଆଇନଭାବେ ଚୋରାରେ ଚାଲାଣ ହେଉଛି ମୋରମ।ଟ୍ରିପ୍ ପିଛା ୩ହଜାରେଟଙ୍କାରେ ଖୋଲାଖୋଲି ଭାବେ ମୋରମ ବିକ୍ରି ଚାଲିଛି।କେତେପରିମାଣର ମୋରମ ଖୋଲା ଗଲାଣି ତାର ମଧ୍ୟ ପ୍ରଶାସନ ପାଖରେ […]

ହାଇୱା ଧକ୍କାରେ ଲୁନା ଚାଳକର ଭାଙ୍ଗିଲା ଗୋଡ଼

କଟକ, ୨୦।୪(ଏସଏସନିଉଜ) ସିଆଇଏସଏଫ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ହାଇୱା ଧକ୍କାରେ ଲୁନା ଚାଳକ ଗୁରୁତର ଆହତ ହୋଇଛନ୍ତି।ଆହତଙ୍କ ଗୋଡ଼ରେ ଗାଡି ଚଢ଼ିଯାଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶଯେ, ସୋମବାର ଅପରାହ୍ନ ସାଢେ ୧ ସମୟରେ ଓଡି ୦୫ ୟୁ ୧୯୫୯ ନମ୍ୱର ଲୁନା ଯୋଗେ ଜଣେ ବ୍ୟକ୍ତି ଗୋଡିସାହି ବଜାରରୁ ଗୋବିନ୍ଦପୁର ଅଭିମୁଖେ ଆସୁଥିଲା।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏମ୍ଏଚ୍ ୨୮ଏବି ୮୫୦୪ ନମ୍ୱର ହାଇୱାଟି ମୁହାଁ ମୁହିଁ ଧକ୍କା […]