ଶବଦାହ କରି ବୁଡ଼ ପକାଇବାବେଳେ ବୁଡ଼ିଗଲେ

ନରସିଂହପୁର,୫।୬(ଏସଏସନିଉଜ)ଶବଦାହ କରି ବୁଡ଼ ପକାଇବାବେଳେ ବୁଡ଼ିଯାଇଛନ୍ତି ଯୁବକ।ଘୋରାଡ଼ିଆ ନିକଟ ମହାନଦୀରେ ବୁଡ଼ି ଧନୀପୁର ଗାଁର ଯୁବକ ନିଖୋଜ ହୋଇଛନ୍ତି।ଜେଜେ ମାଙ୍କ ଶବଦାହ କରି ନଦୀରେ ବୁଡ଼ ପକାଇବା ବେଳେ ଏହି ଅଘଟଣ ଘଟିଛି।
୨ସାଙ୍ଗଙ୍କ ସହ ମହାନଦୀରେ ଗାଧୋଉଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

Comments (0)
Add Comment