ଦିନଦ୍ଵିପ୍ରହରରେ ବୁଲିଲାଖଣ୍ଡା
ବାଲେଶ୍ଵର,୧୦ା୯(ଏସଏସନିଉଜ)ସୋରଥାନା ଆଇସଫେକ୍ଟ୍ରି ଛକରେ ଥିବା ଦେଶୀ ମଦ କାଉଣ୍ଟର ଆଗରେ ଦିନଦିହିପହରରେ ବୁଲୁଛିଖଣ୍ଡା । ମଦମାଫିଆମାନେ ଗୋଡ଼ାଇଗୋଡ଼ାଇ ଖଣ୍ଡାରେ ଦେଶୀ ମଦ ବେପାରୀଙ୍କୁ ହାଣିଛନ୍ତି ।ଫଳରେ ୨ଜଣ ଗୁରୁତରଆହତ ହୋଇ ଚିକିସ୍ାପାଇଁ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସେଠାରେ ଅବସ୍ଥା ସଙ୍କଟାପର୍ଣହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଖଣ୍ଡାସାହି ଗ୍ରାମର ଗଣେଶ ସିଂ ଦେଶୀ ମଦକାଉଣ୍ଟର ଆଗରେ ଛିଡା ହୋଇଥିବାବେଳେ ପୁରୁଣାବଜାରର ଦୁଇଜଣ ମଦମାଫିଆ ଆସି ଅତର୍କିତ ଭାବେ ମୁଣ୍ଡକୁ ହାଣି ଦେଇଥିଲେ ।ଫଳରେ ଗଣେଶଙ୍କ […]