Browsing category

ଅପରାଧ

ଅସଦାଚରଣ କରି ଫେରାରଥିବା ଅଭିଯୁକ୍ତ ଧରାପଡିଲା

ବାରଙ୍ଗ,୩ା୭(ଏସଏସନିଉଜ) ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ଜୋରଜବର ଦସ୍ତ ପଶି ଛୁରି ଦେଖାଇ ଭୟଭୀତ କରିବା ସହିତ ଅସଦାଚରଣ କରିଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ସୋମବାରଦିନ ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସିଏହେଉଛନ୍ତି ରଘୁନାଥପୁର ଗାଁର କିଶନପାଣି ।ଗତ ୧୦ଅକ୍ଟୋବର୨୧ ରାତିରେ କିଶନ ପାଣି ରଘୁନାଥପୁର ଗାଁରେ ଭଡାରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଯାଇ କବାଟ ବାଡେଇଥିଲେ ।କବଟା ଖୋଲିବାକ୍ଷଣି ଜବରଦସ୍ତ ଘରେ ପଶି ଏକ ଛୁରି ଦେଖାଇ ଭୟଭୀତ କରିବା […]

ଗାଇପାଟିରେ ଫୁଟିଲା ବୋମା

ବାରଙ୍ଗ,୩ା୭(ଏସଏସନିଉଜ) ବାରଙ୍ଗଥାନା ଅଧିନସ୍ଥ ଗୋଡିସାହିଗ୍ରାମର ପ୍ରମୋଦ କୁମାର ବେହେରାଙ୍କ ଗାଇ ଚରିବାକୁଯାଇଥିବାବେଳେ ଏକ ଅଫୁଟା ବୋମା ଖାଇଦେବାରୁ ତାର ଅବସ୍ଥା ସଙ୍କଟାପର୍ଣ ହୋଇଯାଇଛି ।ଗାଇଟି ସୋମବାର ଅପରାହ୍ନରେ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିଲା ।ଜଙ୍ଗଲରେ ଚରୁଥିବାବେଳେ କେହି ଶିକାରୀ ବାରହା ଶିକାର କରିବାପାଇଁ ଖଞିଥିବା ଅଫୁଟା ବୋମାଟିକୁ ଗାଇଟିଖାଇଦେଇଥିଲା ।ବୋମାଟିକୁ ଖାଇବାକ୍ଷଣି ଗାଇପାଟିରେ ଫାଟିଯିବାରୁ ତାର ଅବସ୍ଥା ଗୁରୁତର ହୋଇଛି ।ଖବରପାଇ ବାରଙ୍ଗରୁ ପ୍ରାଣୀଧନ ଚିକିତ୍ସାକ ମାନେ ଘଟଣାସ୍ଥଳ ରେ ପହଁଚି ଗାଇଟିର ଚିକିସ୍। ଆରମ୍ଭ କରିଛନ୍ତି […]

ହୋଟେଲରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା,୩।୭(ଏସଏସନିଉଜ) ହୋଟେଲ ରୁମରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଜଟଣୀ ସୀତାରାମ ଛକନିକଟ ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି। କାଲି ଯୁବତୀ ଜଣେ ଯୁବକଙ୍କ ସହ ହୋଟେଲକୁ ଆସିଥିଲେ, ରାତିରେ ଯୁବକ ଜଣଙ୍କ ହୋଟେଲରୁ ଯାଇ ଆଉ ଆସିନଥିଲେ। ସକାଳେ ଯୁବତୀଙ୍କ ଝୁଲନ୍ତା ମୃତଦେହ ହୋଟେଲ ଷ୍ଟାଫ ଦେଖିଥିଲେ।

ବାରଙ୍ଗରେ ହଜିିଥିବା ବୃଦ୍ଧ ଦୁଇଦିନପରେ ଘରକୁ ଗଲା

ବାରଙ୍ଗ,୨ା୭(ଏସଏସନିଉଜ)ଶୁକ୍ରବାର ସନ୍ଧ୍ୟାରେ ଶୈାଚ ସମୟରେ ଜଣେ ବୃଦ୍ଧକୁ ବାରଙ୍ଗରେ ଛାଡିଦେଇ ପଳାଇଥିବା ଟୁରିଷ୍ଟବସ ରବିବାରରାତିରେ ଆସି ନେଇଛି ।ବୃଦ୍ଧଙ୍କଠାରୁ ଠିକଣା ପାଇଁ ବାରଙ୍ଗଥାନା ପୋଲିସ ତାଙ୍କ ଘରସହ ଯୋଗେଯାଗ କରିବାପରେ ପୁରୀରେ ଥିବା ଟୁରିଷ୍ଟ ବସ ପୁନର୍ବାର ଆସି ପୋଲିସ ହେପାଜତରେ ରହିଥିବା ବୃଦ୍ଧକୁ ସାଙ୍ଗରେ ନେଇଯାଇଛି । ପ୍ରକାସ ଯେ,ଛତିଶଗଡର ଜେଜେପୁରଥାନା ଅଧିନସ୍ଥ ପର୍ଶରଡି ଗାଁର ୫୦ଜଣ ଯାତ୍ରୀ ଏକ ଟୁରିଷ୍ଟବସରେ ତିର୍ଥକରିବାପାଇଁ ପୁରୀଅସିଥିଲେ ।ଶୁକ୍ରବାର ସନ୍ଧ୍ୟା ସମୟରେ ବାରଙ୍ଗଦେଇ ବସଟି ଆସୁଥିବାବେଳେ ଗୋବିନ୍ଦପୁର-ମୁଣ୍ଡଳି ମଧ୍ୟରେ […]

ଘରେ ନିଆଁଲଗାଇବାକୁ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

ବାରଙ୍ଗ,୨ା୭(ଏସଏସନିଉଜ) ନନ୍ଦନକାନନଥାନା ଅଧିନସ୍ଥ ଢାଉଆଗ୍ରାମର ବ୍ରାହ୍ମଣ ସାହିରେ ପୁର୍ବବିବାଦକୁ କେନ୍ଦ୍ରକରି ଘରେ କିରୋସିନପକାଇ ନିଆଁ ଲଗାଇବାକୁ ଉଦ୍ୟମ କରିବା ଓ ଜୀବନରେ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫକରି ରବିବାର କୋର୍ଟଚାଳଣ କରିଛି । ପ୍ରକାସ ଯେ,ଢାଉଆଗ୍ରାମର ବ୍ରାହ୍ମଣ ସାହିକୁ ସଂଯୋଗ ହୋଇଥିବା ପାଣିପାଇପରୁ ବେଆଇନଭାବେ ପାଣିମଟର ସଂଯୋଗକୁୁ କେନ୍ଦ୍ରକରି ଗତକିଛିଦିନହେବ ବିବାଦ ଆରମ୍ଭ ହୋଇଥିଲା ।ତେବେ ଏବିଷୟରେ ଉଚ୍ଚଅଧିକାରୀଙ୍କ ଦୃଷ୍ଟିଆକର୍ଷଣ ସତ୍ୟବ୍ରତ ପଣ୍ଡା ନାମକ ବ୍ୟକ୍ତି କରିଥିବାର ଅଭିଯୋଗ କରି ପ୍ରଦୀପ ତାଙ୍କଘରଆଗରେ […]

ଅଧା ରହିଗଲା ଠାକୁରପୁଜା

କଟକ,୩୦ା୬(ଏସଏସନିଉଜ) ଆଜି ସକାଳେ କଟକ ଯୋବ୍ରା ରୋଡ଼ ଅଞ୍ଚଳରେ ଫୁଲ ତୋଳୁଥିବା ବେଳେ , ଅସାବଧାନତା ଯୋଗୁଁ ପାଚେରୀରୁ ପାଇଖାନା ଟାଙ୍କିକୁ ଖସିପଡି ଜୟନ୍ତୀରାଉତ ନାମକ ଜଣେ ୫୨ ବର୍ଷିଆ ମହିଳା ମୃତ୍ୟୁବରଣ କରିଛନ୍ତି ।ମହିଳାଜଣଙ୍କ ନିଜ ପାଚେରୀ ଉପରେ ଠିଆହୋଇ ଫୁଲ ତୋଳୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ମଇଳା ଟାଙ୍କିରୁ ମହିଳାଙ୍କୁ ଉଦ୍ଧାର କରିଥିଲେ ।ପରେ ଆମ୍ବୁଲାନ୍ସ ଯୋଗେ କଟକ ଏସିବିକୁ ପଠାଯାଇଥିବାବେଳେ ଡାକ୍ତର […]

ଥାନାପାଖରୁ ମିଳିଲା ନବଜାତକନ୍ୟାସନ୍ତାନ

ବାରଙ୍ଗ,୨୯ା୬(ଏସଏସନିଉଜ)ଗୁରୁବାର ବଢିଭୋର ସମୟରେ ନନ୍ଦନକାନନଥାନାପାଖ ଦଳଭିତରୁ ଏକ ନବଜାତକନ୍ୟାସନ୍ତାନ ମିଳିଛି ।ନନ୍ଦନକାନନଥାନାପଛପଟ ଲେବରବ୍ୟାରାକରେ ରହୁଥିବା ପବିତ୍ରଦାସ ନାମକ ନନ୍ଦନକାନନର ଅସ୍ତାୟୀ କର୍ମଚାରୀ ଏହି ଛୁଆଟିକୁ ପାଇଛନ୍ତି ।ସବୁଦିନଭଳି ନନ୍ଦନକାନନ ଜୀବଜନ୍ତୁମାନଙ୍କ ପାଇଁ ପବିତ୍ର ଘାସକାଟିବାକୁ ଯାଇଥିବାବେଳେ ଥାନାପାଖରେ ଥିବା ବ୍ରିଜ ଉପର କିଛିସମୟପାଇଁ ଛିଡାହୋଇଥିଲେ ।ଏହି ସମୟରେ ବ୍ରିଜ ତଳେଥିବା ଘାସ ଓ ଦଳଉପରେ ଛୋଟପିଲାର କୁଆଁକୁଆଁ କାନ୍ଦ ଶୁଣବାକୁପାଇଥିଲେ ।କୈାତୁହଳର ସହ କାନ୍ଦକୁ ଅନୁସରଣ କରି ପବିତ୍ର ବ୍ରିଜ ତଳକୁ ଓହ୍ଲାଇ ଦଳଭିତରୁ ନବଜାତକନ୍ୟାସନ୍ତାନକୁ ଉଦ୍ଧାର […]

ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ 

ଭୁବନେଶ୍ବର,୨୯ା୬(ଏସଏସନିଉଜ) ରାତିଅଧରେ ରାଜଧାନୀ ଅଶାନ୍ତ ହୋଇପଡିଛି ।ବୁଧବାର ରାତିଅଧରେ ରାଜଧାନୀରେ ଗର୍ଜିଛି ବନ୍ଧୁକ।ଗୁଳିମାଡରେ କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଝାରପଡ଼ାର ଶିଖର ଜେନା ଓ ତାଙ୍କ ସାନ ପୁଅ ଆଲୋକ ଜେନା ଓରଫ ରିଙ୍କୁ ଆହତ ହୋଇଛନ୍ତି ।ଶିଖରଙ୍କ ବାମଗୋଡ଼ ଆଣ୍ଠୁ ତଳେ ଓ ରିଙ୍କୁଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି।ଆହତଙ୍କୁ ଚିକିସ୍‌ାପାଇଁ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି ।ଏହିଘଟଣାରେ ଲକ୍ଷ୍ମୀସାଗରଥାନା ପୁଲିସ ଦୁଇଜଣଙ୍କୁ ଅଟକ ରଖିବାସହ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ରାତି୧୧ଟା […]

ନାଏବସରପଞ୍ଚଙ୍କୁ ହତ୍ୟାକଲେ ମାଓବାଦୀ

ମାଲକାନଗିରି, ୨୯ା୬(ଏସଏସନିଉଜ)ମାଲକାନଗିରିସୀମାନ୍ତ ଛତିଶଗଡ଼ର ସୁକମାଜିଲ୍ଲାରେ ମାଓବାଦୀମାନେ ବୁର୍ଖାପାଲ ଗାଁର ନାଏବ ସରପଞ୍ଚ ମାଡଭି ଗଙ୍ଗା ଓ ଆଉ ଜଣଙ୍କୁ ଅପହରଣ ପରେ ହତ୍ୟା କରିଥିବାର ଜଣାପଡିଛି। ମାଡଭି ଗଙ୍ଗା ତାଙ୍କ ତାଡମେଟଲା ଘରେଥିବାବେଳେ  ମଙ୍ଗଳବାର ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ମାଓବାଦୀ ପହଞ୍ଚି ତାଙ୍କୁ ଉଠାଇ ନେଇ ଯାଇଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ପଡ଼ିଛି।      

ଦିଗପହଣ୍ଡିରେ ବୀଭତ୍ସ ହତ୍ୟାକାଣ୍ଡ

ବ୍ରହ୍ମପୁର, ୨୯ା୬(ଏସଏସନିଉଜ)ଦିଗପହଣ୍ଡିଥାନା ଅନ୍ତର୍ଗତ ମହୁଡ଼ାଗ୍ରାମରେ ଦୁଇଜଣଙ୍କୁ ହତ୍ୟାକରାଯାଇ ପୋଡ଼ି ଦିଆଯାଇଥିବା ଜଣାଯାଇଛି ।ଗତକାଲି ବିଳମ୍ବିତରାତିରେ ଦୁର୍ବୃତ୍ତମାନେ ଗାଁଭିତରେ ଲିଟୁପୁରୋହିତ ଓ ଶିବଗୌଡ଼ଙ୍କୁ ହତ୍ୟା କରି ପୋଡ଼ିଦେଇଛନ୍ତି।ଏହି ଘଟଣା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ତେବେ ପୂର୍ବ ଶତ୍ରୁତାରୁ ଏହା ଘଟିଥବାର କୁହାଯାଉଛି।