Browsing category

ଅପରାଧ

ବନ୍ଧାହେଲେ ଦୁଇଜମିଦଲାଲ

ମେଣ୍ଢାଶାଳ,୧୦ା୨(ଏସଏସନିଉଜ) ଚନ୍ଦକାଥାନା ଅଧିନସ୍ଥ ହରିପୁର ମୈାଜାରେ ଜଣେ ପୋଲିସ ଅଧିକାରୀ ଜମିକିଣି ଜମିରେ ପାଚେରୀକରୁଥିଲେ ।ସେହିଜମିକୁ କମ ଦାମରେ ସେମାନଙ୍କୁ ବିକିବାପାଇଁ ଦୁଇଜଣ ଜମିଦଲାଲ ବାଧ୍ୟ କରିଥିଲେ ।ଦଲାଲଙ୍କ ପ୍ରଲୋଭନରେ ପୋଲିସଅଧିକାରୀ ଜଣଙ୍କ ନଆସିବାରୁ ରାତାରାତି ପଥରପାଚେରୀକୁ ଭାଙ୍ଗି ମାଙ୍କଡାପଥରସବୁ ଚୋରୀକରିନେଇଯାଇଥିବା ଅଭିଯୋଗରେ ଦୁଇଜଣ ଜମିଦଲାଲକୁ ପୋଲିସ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ମେଣ୍ଢାଶାଳଗ୍ରାମ ଦକ୍ଷୀଣସାହିର ସୁରେଶକୁମାରଦାସ ଓ ସିଂହସାହିର ସୈାମ୍ୟରଞନବଳିୟାରସିଂ। ପ୍ରକାସ ଯେ, ମେଣ୍ଢାଶାଳଗାଁପାଖରେ ହରିପୁର ମୈାଜାରେ ସିଆଇଏସ୍‌ଏଫ୍‌ର ଏସଆଇ ଅରୁଣକୁମାରମୁଦୁଲି ଏକ […]

ଧରାପଡ଼ିବ ଗୋପାଳର ମିଛ!

ଭୁବନେଶ୍ୱର,୧୦।୨(ଏସ ଏସ ନିଉଜ)ଗୁଜୁରାଟ ଗାନ୍ଧିନଗରରେ ଚାଲିଛି ଗୋପାଳଦାସଙ୍କନାର୍କୋଟେଷ୍ଟ। ନାର୍କୋଟେଷ୍ଟରେ ଧରାପଡ଼ିବ ଗୋପାଳର ମିଛ। ସାମ୍ନାକୁ ଆସିବ ସତ। ଗୁଜରାଟ୍ ଗାନ୍ଧିନଗର ଯାଇଛନ୍ତି ଏଡିଜି ଅରୁଣ ବୋଥ୍ରାଙ୍କ ସମେତ ୮ଜଣିଆ ଟିମ୍।

ଯୁବକ ମୃତ୍ୟୁ ଘଟଣାରେ ୨ ଗିରଫ

ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ସହିଦନଗର ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ଜଣେ ଯୁବକ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ।

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇଜ ଆରୋହୀଙ୍କ ଜୀବନ

ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ବୌଦ୍ଧ କଣ୍ଟାମାଳଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଛି। ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଆରୋହୀ ମୃତୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି କଣ୍ଟାମାଳ ଅଞ୍ଚଳର ଲୁଲୁବାଘ ବୋଲି ଜଣାପଡିଛି।

ସ୍କୁଲ ଗୃହରେ ଚାଲିଛି ଫାଣ୍ଡି

ବାରଙ୍ଗ,୯ା୧(ଏସଏସନିଉଜ)ମେଣ୍ଢାଶାଳଅଂଚଳରେ ବିଶୃଙ୍ଖଳା ସ୍ଥିତି ତଥା ଡେରାସ ସରକାରୀ କୃଷିଫାର୍ମରେ କାର୍ଯ୍ୟରତ ୬ଶହ କୃଷିଶ୍ରମିକ ଓ କର୍ତୁପକ୍ଷଙ୍କ ମଧ୍ୟରେ ବାରମ୍ଭାର ବିଶୃଙ୍ଖଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୮୮ମସିହାରେ ମେଣ୍ଢାଶାଳ ଠାରେ ଏକ ନୁତନଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା । ଉପଯୁକ୍ତ ଗୃହ ନମିଳିବାରୁ ସେସମୟରେ ଡେରାସ ସରକାରୀକୃଷିଫାର୍ମର ଏକପରିତ୍ୟକ୍ତ ଘରେ ଫାଣ୍ଡି କାର୍ଯ୍ୟକ୍ଷମ କରାଯାଇ ଅଂଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ପାରିଥିଲା ।ଗତ ଫନିବାତ୍ୟାରେ ଗୃହଟି ସମ୍ପୁର୍ଣଭାଙ୍ଗିଯାଇ ମାଟିରେ ମିଶିଯିବାପରେ ଡେରସ ଫାର୍ମକେନ୍ଦ୍ରର ଇଡକୋଦ୍ୱାରା ନିର୍ମିତ ଏକ ନୁତନ ସ୍ୱାସ୍ଥ୍ୟକେନ୍ଦ୍ର […]

ମୁଖ୍ୟମନ୍ତ୍ରୀହେବା ଆଶା ନବଙ୍କପାଇଁ କାଳ ହେଲା

ଭୁବନେଶ୍ୱର,୮ା୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀହେବା ଆଶା ନବଙ୍କପାଇଁ କାଳ ହୋଇଛି ।ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବ , ସେହି ବିବାଦହିଁ ହତ୍ୟାରକାରଣ ସାଜିଛି । ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ନବ ଶନିଙ୍କ ପାଖକୁ ଯାଇଥିଲୋ ଯିଏ ବିଜେଡିର ପରବର୍ତ୍ତୀମୁଖ୍ୟମନ୍ତ୍ରୀ ସ୍ୱପ୍ନଦେଖୁଛି , ସେ ହିଁ ହତ୍ୟାକାରୀ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ।

୬ ବନକର୍ମଚାରୀ ଗିରଫ

ଆଠଗଡ଼, ୮ା୨(ଏସଏସନିଉଜ) ବନବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲାରେ ୬ ଜଣ ବନକର୍ମଚାରୀଙ୍କୁ ଗିରଫ କରିଛି ବଡ଼ମ୍ବା ଥାନାପୋଲିସ୍। ସେମାନେ ହେଲେ ରେଞ୍ଜର ସୁବ୍ରତବେହେରା , ଫରେଷ୍ଟର ମନୋଜଦାସ , ଦୀପକସେଠୀ , ଫରେଷ୍ଟଗାର୍ଡ ସୁନାୟକମାଝୀ , କୁନାବେହେରା ଓ ପ୍ରଭାତପ୍ରଧାନ ଗିରଫ ହୋଇଛନ୍ତି।ଏହାସହ ୨ଟି ବୋଲେରୋ ଓ ମାଡ଼ମାରିବାରେ ବ୍ୟବହୃତ ୪ଟି ଠେଙ୍ଗାକୁ ମଧ୍ୟ ଜବତ କରାଯାଇଥିବାର ଜଣାପଡିଛି ।    

ଗୋପାଳର ହେବ ନାର୍କୋଟେଷ୍ଟ

ଭୁବନେଶ୍ୱର,୮ା୨(ଏସଏସନିଉଜ)ନବଦାସ ହତ୍ୟାମାମଲାରେ ପୁଣି ୫ଦିନିଆ ରିମାଣ୍ଡରେ ଯିବା ସହ ଗୋପାଳର ହେବାକୁଯାଉଛି ନାର୍କୋ ଟେଷ୍ଟ ।ତୃତୀୟଦଫାରେ ଗୋପାଳକୁ ୫ଦିନିଆରିମାଣ୍ଡରେ ନେବାକୁ କୋର୍ଟ ଦେଇଛନ୍ତି ଅନୁମତି ।ଗୋପାଳକୁ ରିମାଣ୍ଡରେନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଦେଇଛନ୍ତି ଅନୁମତି ।ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି । ଉଭୟ ଟେଷ୍ଟପାଇଁ ଗୋପାଳ ସହମତଥିବା କୋର୍ଟରେ କହିବା ପରେ ଏନେଇ ଅନୁମତି ମିଳିଥିଲା ।ଅଭିଯୁକ୍ତ ଗୋପାଳଦାସଙ୍କୁ ଗୁଜରାଟ ନେଉଛି କ୍ରାଇମବ୍ରାଞ୍ଚ। ଗାନ୍ଧିନଗରରେହେବ […]

ଗୋଚାଳଣ ଅଭିଯୋଗରେ ୩କୋର୍ଟଚାଳଣ

ବାରଙ୍ଗ,୮ା୧(ଏସଏସନିଉଜ) ରାସ୍ତା ଉପରେ ଶୋଇରହୁଥିବା ଗୋରୁଗାଇଙ୍କୁ ଉଠାଇନେଇ ବେଆଇନଭାବେ ଗୋରୁଚାଳଣ କରିଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ତିନିଜଣଙ୍କୁ ଗିରଫକରି ବୁଧବାରାଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ମଙ୍ଗଳାବାଗ ଥାନା ଅଂଚଳର ଏସକେଅଫସର(୨୭), ଲାଲବାଗଥାନା ଅଂଚଳର ଏସକେମକସୁଡ (୨୪) ଓ ଦରଘାବଜାର ଥାନା ଅଂଚଳର କେ. ଗୋପାଳକ୍ରିଷ୍ନ(୨୫) ।ଏହି ତିନିଜଣ ଯୁବକ ମଙ୍ଗଳବାରବଢିଭୋର ସମୟରେ ବାଙ୍କୀପଟରୁ ରାସ୍ତାରେ ଶୋଇଥିବା ୩ଟ ଗୋଟିଏ ଷଣ୍ଡ ଓ ୨ଟି ଗାଈକୁ ଉଠାଇ ଓଡି ୦୫ ଏଡବ୍ଲ ୦୭୯୦ନଂ ଟାଟାଏସିଗାଡିରେ ଲଦି ବାରଙ୍ଗ […]

ନାବାଳିକାକୁ ଅପହରଣ କରି ଧରାପଡିଲେ ଯୁବକ

ବାରଙ୍ଗ,୬।୨(ଏସଏସ ନିଉଜ)ନନ୍ଦନକାନନଥାନା ଅଧିନସ୍ତ ରଘୁନାଥପୁର ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା।ଏହି ଘଟଣାରେ ଦେଢ଼ ମାସ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ ନାବାଳିକା ଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି।ଗିରଫ ଯୁବକ ଜଣକ ହେଉଛନ୍ତି ରଘୁନାଥପୁର ଗ୍ରାମର ବିଚିତ୍ର ଜେନାଙ୍କ ପୁଅ ଚିକୁନ ଜେନା(୨୪)। ପୋଲିସ ସୂଚନା ମୁତାବକ ଗତ ବର୍ଷ ଡ଼ିସେମ୍ବର ୧୪ ତାରିଖରେ ରଘୁନାଥପୁର ଗ୍ରାମର ଜଣେ […]