ଏଛୁଆ କାହାର!
ବାରଙ୍ଗ,୪ା୧(ଏସଏସନିଉଜ)ବିବାଦ ନନ୍ଦନକାନନର ପଛା ଛାଡୁନାହିଁ ।ପର୍ଯ୍ୟଟକମାନଙ୍କୁ ମାଡମାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କର ଅକାଳ ମୃତ୍ୟୁା ତାସାଙ୍ଗକୁ ଟେଣ୍ଡରରେ ଦୁର୍ନିିତିର ଅଭିଯୋଗ ଭଳି ବିବାଦରେ ନନ୍ଦନକାନନ ଛନ୍ଦି ହୋଇପଡିଛିା ଏହାରିଭିତରେ ନନ୍ଦନକାନନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ବଡବଡିଆବାବୁମାନେ ନିଜଘରକାମରେ ଲଗାଇବାଭଳି ବିବାଦ ଏବେ ଦେଖିବାକୁ ମିଳିଛି ।ଏହିଭଳି ଘଟଣାମାନ ଘଟୁଥିଲେବି ନନ୍ଦନକାନନ କର୍ତୁପକ୍ଷ ସବୁନଜାଣିବାଭଳି ନିରବରେ ବସିରହି ବିଶ୍ୱସ୍ତରୀୟ ଚିଡିଆଖାନାର ସ୍ୱପ୍ନଦେଖିବାଭଳି ମନେହେଉଛି । ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡଆଖାନା ହେବାକୁ ଯାଉଛି ।ଏଥିପାଇଁ ସମସ୍ତେ କାମରେ ଲାଗିପଡିଛନ୍ତି ।ନନ୍ଦନକାନନକୁ […]