Browsing category

ଅପରାଧ

ନନ୍ଦନକାନନରେ ପର୍ଯ୍ୟଟକ ନିଖୋଜ

ବାରଙ୍ଗ,୨୪/୧୨(ଏସଏସନିଉଜ)ନନ୍ଦନକାନନ ବୁଲିବାକୁ ଆସିଶୁକ୍ରବାରଦିନ ଜଣେ ପର୍ଯ୍ୟଟକ ନିଖୋଜ ହୋଇଥିବାର ନନ୍ଦନକାନନଥାନାରେ ଅଭିଯୋଗ ହୋଇଛି ।ପୋଲିସ ଅଭିଯୋଗପାଇବାପରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିବାବେଳେ ଅଦ୍ୟାବଧି ନିଖୋଜ ବ୍ୟକ୍ତିର ପତାମିଳିପାରିନାହିଁ । ପ୍ରକାସ ଯେ, କେନ୍ଦାପଡା ଜିଲ୍ଲା, ଆଳିଥାନା ଅନ୍ତର୍ଗତ ଆଳି ମାଳପାଟଣା ଗ୍ରାମର ୪୭ବର୍ଷର ହାଡିବନ୍ଧୁ ଲେଙ୍କା ଭାଇ ସର୍ବେଶ୍ବର ଲେଙ୍କାଙ୍କ ସହ ସପରିବାରେ ନନ୍ଦନକାନନ ବୁଲିବାକୁ ଶୁକ୍ରବାରଦିନ ଆସିଥିଲେ ।ପରିବାରଲୋକେ ଅପରାହ୍ନ ୨ଟା ୫ମିନିଟ୍ ସମୟରେ ନନ୍ଦନକାନନ ଟିକଟ କରି ବୁଲିବାକୁ ଯାଇ ୫ଟା୭ମିନିଟ […]

ସମୁଦ୍ରରେ ଓଲଟିଲା ଡଙ୍ଗା

ପାରାଦୀପ ,୨୪ା୧୨(ଏସଏସନିଉଜ) ସମୁଦ୍ରରେ ଡଙ୍ଗା ଓଲଟି ୫ ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି ।ଗୁରୁତରମାନଙ୍କୁ ଚିକିସ୍‌ାପାଇଁ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଡଙ୍ଗା ଓଲଟିବା ପରେ ଲହଡିରେ ଭାସି ଆସି ପଥର ଚଟାଣରେ ଧକ୍କା ହୋଇଥିଲା । ମାଡ଼ ଯୋଗୁ ମତ୍ସ୍ୟଜୀବୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବାର ଜଣାପଡିଛି ।

ଚଢାଇଦେଲା ମୋ ବସ

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ସ୍କୁଲଛାତ୍ରୀଙ୍କ ଉପରେ ଚଢାଇଦେଲା ମୋ ବସ ।ଖଣ୍ଡଗିରି ଜାଗମରା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।ଛାତ୍ରୀଙ୍କୁ ମୃତ୍ୟୁ ମୁଖରୁ ପ୍ରଦୀପ ସେବା ଟ୍ରଷ୍ଟର ମୁଖ୍ୟ ବଞ୍ଚାଇବାସହ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଇଛନ୍ତି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନାଦେଖାଦେଇଥିବାବେଳେ ଖବରପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରୁଛନ୍ତି ।

ଚିମିନି ବିସ୍ଫୋରଣନେଲା ୭ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ଚିମିନି ବିସ୍ଫୋରଣ ଘଟି ୭ଶ୍ରମିକ ମୃତ୍ୟୁବରଣ କରିଛନ୍ତି ।ଏହାସହ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।ବିହାରର ମୋତିହାରିରେ ଚାଲିଥିବା ଇଟାଭାଟିରେ ଚିମିନି ବିସ୍ଫୋରଣ ଘଟିଛି ।ମୋତିହାରିର ରାମଗରହ୍ବାଥାନା ନାରିରଗି ଅଞ୍ଚଳରେ ବିସ୍ଫୋରଣ ଘାଟି ଆଖପାଖରେ ଶ୍ରମିକ ଶିବିର ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଇଛି । କିଛି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଥିବାବେଳେ ଅନେକ ଫସିଥିବା ଆଶଙ୍କା କରାଯାଇଛି । ,ଖବରପାଇ SDRF ଓ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି […]

ମଳିପଡ଼ାରେ ବୋମାମାଡ଼

ଖୋର୍ଦ୍ଧା,୨୪ା୧୨(ଏସଏସନିଉଜ) କଙ୍କିଆଥାନା ଅନ୍ତର୍ଗତ ମଳିଆପଡ଼ା ଗ୍ରାମରେ ବୋମା ମାଡ ହୋଇଛି ।ବୋମାମାଡରେ ମାଳିଆପଡ଼ା ଗ୍ରାମର ଭାଗିରଥୀଙ୍କ ଘର ଆସବାବପତ୍ର ନଷ୍ଟ ହୋଇଯାଇଛି ।ଏହାସହ ମାରଣାସ୍ତ୍ରରେ ମଧ୍ୟ ଆକ୍ରମଣ ହୋଇଛି ।ଫଳରେ ୨ଜଣ ଆହତ ହୋଇ ଚିତ୍କିସା ପାଇଁ ହସ୍ପିଟାଲରେ ଭର୍ତିହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଧାନକଟା ମେସିନ୍ ଚଢି ବାଳକ ମୃତ

ପଟ୍ଟାମୁଣ୍ଡାଇ, ୨୪ା୧୨(ଏସଏସନିଉଜ) କଡ଼ଇନ୍ତା ଗାଁରେ ଧାନକଟା ମେସିନ୍ ମାଡ଼ିଯିବାରୁ ଜଣେ ବାଳକ ମୃରତ୍ୟୁବରଣ କରିଛି । ବିଲକୁ ବାପାଙ୍କ ପାଇଁ ପାଣି ନେଇ ଯାଇଥିବାବେଳେ ପୁଅ ଅଘଟଣର ଶିକାର ହୋଇଛନ୍ତି ।

ନବରଙ୍ଗପୁରରେ ଛତିଶଗଡ଼ ହାତୀ

ନବରଙ୍ଗପୁର,୨୪ା୧୨(ଏସଏସନିଉଜ) ନବରଙ୍ଗପୁରରେ ଛତିଶଗଡ଼ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି ।ଯାହାକୁନେଇ , ଲୋକେ ଆତଙ୍କିତ ହୋଇପଡିଛନ୍ତି। ହାତୀ ଆକ୍ରମଣରେ ହାଟଭରଣ୍ଡି ପଞ୍ଚାୟତ ସିଉନାପାଲି ଗାଁର ଜଣେ ବୃଦ୍ଧ ମୃତ୍ୟୁବରଣ ରିଛି। ବୃଦ୍ଧ ଜଣଙ୍କ ନିଜଘର ବାହାରେ ବୁଲୁଥିବା ବେଳେ ହାତୀ ଆକ୍ରମଣର ଶିକାର ହେଇଥିବାର ଜଣାପଡିଛି ।

ଖାଇକୁ ଖସିଲା କାର

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ତାମିଲନାଡ଼ୁର ଥେନିଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଛି। କୁମୁଲି ପାହାଡ଼ର ରାସ୍ତାତଳକୁ ଏକ କାର ୪୦ଫୁଟ ଖାଇକୁ ଖସିପଡ଼ିବା ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଜିଲ୍ଲାର ଆନ୍ଦିପାଟ୍ଟି ବାସିନ୍ଦା ଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ।ସାବରିମାଲାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଡଷ୍ଟବିନ ପାଖରେ ନବଜାତ!

କଟକ,୨୩।୧୨(ଏସଏସ ନିଉଜ)କଟକ SCBରେ ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର ହୋଇଛି। ସୁରକ୍ଷାକର୍ମୀ ଉଦ୍ଧାର କରି SNCUରେ ଭର୍ତ୍ତି କରିଛନ୍ତି।ପ୍ରସବ ପରେ ନବଜାତ କିପରି ଡଷ୍ଟବିନ୍ ପାଖକୁ ଆସିଲା ସେନେଇ ତନାଘନା ଆରମ୍ଭ ହୋଇଛି।

ଚିଲେଇଲେ ତଣ୍ଟିକାଟିବୁ

ନୟାଗଡ଼,୨୧ା୧୨(ଏସଏସନିଉଜ) ନିଖୋଜଛାତ୍ର ଅମ୍ରିତ ବଖାଣିଛନ୍ତି ଲୋମ ଟାଙ୍କୁରା କାହାଣୀ। ରାସ୍ତା ଛାଡ଼ି ନଥିଲେ , ମୁଁ ପାଖକୁ ଯିବାରୁ ପାଟି ବନ୍ଦ କରିଦେଲେ। ଗାଡ଼ି ଭିତରେ ଥିବା ଜଣେ ଲୋକ ପାଟି ବନ୍ଦ କରି ନେଇଗଲେ। ପ୍ରଥମେ ଗୋଦାମ ଭାଇ ଗ୍ୟାରେଜକୁ ନେଇ ୨/୩ ଘଣ୍ଟା ରଖିଲା ପରେ କୁରାଳ ପଣ୍ଡିତସାହି ଆଣିଲେ। ଜଣେ ଜଗୁଥିଲେ । ବାଡ଼ାବାଡ଼ି କରୁ ନଥିଲେ ମଧ୍ୟ ଚିଲେଇଲେ ତଣ୍ଟିକାଟି ଦେବେ ବୋଲି କହୁଥିଲେ ।ଖାଇବାକୁବିସ୍କିଟ ଓ ପକୁଡି ଦେଉଥିଲେ। ମୁଖା […]