ତମାଣ୍ଡୋ କପ୍ ଫୁଟବଲ
ମେଣ୍ଢାଶାଳ, ୧୯ା୧୨(ଏସଏସନିଉଜ) ତମାଣ୍ଡୋ ମିନି ଷ୍ଟାଡିୟମରେ ଖେଳାଯାଉଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଢେଙ୍କାନାଳର ପପୁଲାର ସ୍ପୋଟିଂ ବିଜୟୀ ହୋଇଛି । ଦଳ ୬-୫ସଡନଡେଥ ଗୋଲରେ ଗଣ୍ଡରପୁରର ୟୁନାଇଟେଡ ୟୁଥ କ୍ଲବକୁ ପରାସ୍ତକରି ସେମି ଫାଇନାଲ ପର୍ୟ୍ୟାୟକୁ ଉନ୍ନିତ ହୋଇଛି । ଗଣ୍ଡରପୁର ଦଳର ରାଜା ନାୟକ ଖେଳର ୪ମିନିଟରେ ଏକ ଦର୍ଶନୀୟ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିବା ବେଳେ ଖେଳର ୫୦ମିନିଟରେ ବିପକ୍ଷ ଢେଙ୍କାନାଳ […]