ତହସିଲଦାରଙ୍କୁ ଚଲାଇଚଲାଇ ନେଲେ ଉତ୍ୟକ୍ତ ଲୋକେ
ରେଢ଼ାଖୋଲ,୨୧/୧୧(ଏସଏସନିଉଜ)ଶୁଣିଲେନି ଲୋକ ।ଚଲାଇଚଲାଇ ନେଲେ ତହସିଲଦାରବାବୁଙ୍କୁ । ବିନା ନୋଟିସ୍ରେ ଭଙ୍ଗାଯାଇଥିବା ଘର ପର୍ଯ୍ୟନ୍ତ ଦୁଇକିଲୋମିଟର ପର୍ଯ୍ୟନ୍ତ ଚଲାଇଚଲାଇ ନେଇଥିଲେ ।ଏହିଭଳି ଘଟଣା ସୋମବାରଦିନ ଘଟିଛି ।ଗତଦୁଇଦିନତଳେ ରେଢ଼ାଖୋଲ-ନାକଟିଦେଉଳ ତହସିଲ ଅନ୍ତର୍ଗତ ତଣ୍ଡାବିରା ଛକ ନିକଟରେ ଥିବା ସରକାରୀ ଜମିରେ ଥିବା ୩ଟିପରିବାରକୁ ବିନାନୋଟିସରେ ଘରକୁ ଭାଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।ଏହାକୁ ବିରୋଦ୍ଧ କରି ଆଜି ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ଶତାଧିକ କର୍ମକର୍ତ୍ତାମାନେ ଡଇଁଚା ଆର୍ଆଇ ଅଫିସ୍କୁ ଘେରାଉ କରିଥିଲେ ।ଏହିବାଟରେ […]