ଶ୍ୱଶୁର ଘରେ ହାଣିଲା ଜ୍ୱାଇଁ

ଝାରସୁଗୁଡ଼ା,୨୩/୧୧୧(ଏସଏସନିଉଜ) ଶ୍ୱଶୁର ଘର ଆସି ଭୁଜାଲି ମାଡ଼ କରିଛି ଜ୍ୱାଇଁ। ଜ୍ୱାଇଁର ଭୁଜାଲି ମାଡ଼ରେ ଶାଶୁ , ଶ୍ୱଶୁର ଏବଂ ଶଳା ଗୁରୁତର ଆହତ ହୋଇଛନ୍ତି। ପାରିବାରିକ କଳହରୁ ପୁରୁଣାବସ୍ତିରେ ଜ୍ୱାଇଁ ଏଭଳି ଜଘନ୍ୟକାଣ୍ଡ ଘଟାଇଛି । ଚିକିତ୍ସାପରେ ଥାନରେ ପରିବାରଲୋକ ଅଭିଯୋଗ କରିବାପରେ ଜ୍ୱାଇଁ କୁ ଅଟକ ରଖିଛି ପୋଲିସ ।

Comments (0)
Add Comment