Browsing category

ଅପରାଧ

ନାବାଳିକାକୁ ଅପହରଣ କରି ବନ୍ଧା ହେଲେ ଯୁବକ 

କଟକ,୧୮।୧୨(ଏସଏସନିଉଜ)ଜଣେ କଲେଜପଢୁଆ  ନାବାଳିକାଙ୍କୁ ଅନଲାଇନ୍ ଚାଟିଂରେ ପ୍ରେମ କରି ଅପହରଣ କରିନେବା ଅଭିଯୋଗରେ  ପୋଲିସ ଜଣେ ଯୁବକଙ୍କୁ ଗିରଫକରି ଗୁରୁବାର କୋର୍ଟଚାଲାଣ କରିଛି।  ଅଭିଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ବରଜିଲ୍ଲା ସୋର ପଥରପେଣ୍ଠ ଅଞ୍ଚଳର ଶକ୍ତିମଲ୍ଲିକ।ଶକ୍ତି ବାରଙ୍ଗ ଅଞ୍ଚଳରେ ଥିବା ଏକ କଲେଜ ପଢୁଆ ନାବାଳିକାକୁ ଅନଲାଇନ୍ ଚାଟିଂରେ ପ୍ରେମସମ୍ପର୍କ ବଢ଼ାଇଥିଲା।ପରେ ନାବାଳିକା ଜଣଙ୍କ ପରିବାରର ବିନା ସମର୍ଥନରେ ବିବାହ ପାଇ ରାଜି ନହେବାରୁ ତାକୁ ଅପହରଣ କରିନେଇ ବାର ନାବାଳିକା ପରିବାର ପକ୍ଷରୁ ଚଳିତମାସ ୧ତାରିଖରେ ବାରଙ୍ଗ […]

ହୋଟେଲରେ ବଚସା ,ଘରେଆକ୍ରମଣ

ଭୁବନେଶ୍ୱର,୧୪।୧୨(ଏସଏସନିଜଉ) ହୋଟେଲରେ ଖାଇବାକୁ ନେଇ ହୋଟେଲ କର୍ମଚାରୀ ସହ ପ୍ରଥମେ ବଚସା ।ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିଲା । ହେଲେ ରାଗ ସୁଜିନଥିଲା । ଯାହାଫଳରେ ଜଣେ ଯୁବକ ଖାଇବାକୁ ଆସିଥିବା ଗ୍ରାହକ ଘରେ ପଶି ଆକ୍ରମଣ କରିଥିଲେ । ଏଭଳି ଘଟଣା ଚନ୍ଦକାଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।ସୂଚନା ଯୋଗ୍ୟ ଯେ ,ପୁରୀ ନିମାପଡ଼ା ଅଞ୍ଚଳର ତାପସ ପ୍ରଧାନ ୩୨ ଓ ରାକେଶ କୁମାର ପ୍ରଧାନ ୨୮ ଦୁଇଭାଇ ଚନ୍ଦକାଥାନା ଦାସପୁରରେ ଭଡା […]

ଯୁବତୀଙ୍କୁ ବ୍ଲାକମେଲ କରି ବନ୍ଧା ହେଲେ ରସିକିଆ ଯୁବକ

କଟକ,୧୩।୧୨(ଏସଏସନିଉଜ)ଯୁବତୀଙ୍କୁ ବ୍ଲାକ ମେଲ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି।ଯୁବକକୁ ଗିରଫ କରିଛି ସାଇବରଥାନା ପୋଲିସ। ବାରଙ୍ଗ ବେଲଗଛିଆ ଅଞ୍ଚଳର ମନୋଜ କୁମାର ଦାସ ଗିରଫ ହୋଇଥିବା ବେଳେ ଦୁଇଟି ମୋବାଇଲ ଫୋନ୍ ଜବତ୍ କରିଛି ସାଇବର ଥାନା ପୋଲିସ। ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟ ପଠାଇ ଗାଳିଗୁଲଜ କରିବା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ଗିରଫ ଅଭିଯୁକ୍ତ। ରାଜି ନହେଲେ ଯୁବତୀଙ୍କ ନଗ୍ନଫଟ ଭାଇରାଲ କରିବା ସହିତ ଛପାଇ ଗାଁ […]

ଜଳିଗଲା ୬ ଗାଡ଼ି, ୪ଦୋକାନ,ଘର

ଭୁବନେଶ୍ୱର,୧୩।୧୨(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।ଏଥିରେ ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।ନିଆଁ ଲାଗିବାର ପକୃତ୍ କାରଣ ଜଣାପଡିନଥିବା ବେଳେ ପୁଲିସ ଜଣେ ମହିଳାଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ଥିବା ଚା ଦୋକାନ,ମଥୁରାକେକ୍ ଦୋକାନ , ମକାଦୋକାନ […]

ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବାରଙ୍ଗ,୧୨।୧୨(ଏସଏସନିଉଜ୍)ଶୁକ୍ରବାର ଦିନ ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ପକ୍ଷରୁ ବାରଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହି ବିକ୍ଷୋଭରେକମିଟି ପକ୍ଷରୁ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଉନ୍ନତମାନର ଚିକିତ୍ସାର ବନ୍ଦୋବସ୍ତ ସହ ଆବଶ୍ୟକୀୟ ଶଯ୍ୟାର ବ୍ୟବସ୍ଥା କରିବା, ବ୍ଲକରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ଓଡିଆ ପ୍ରାଥମିକ ବିଦ୍ୟାଳୟ ତୁରନ୍ତ ଖୋଲିବା, ବାରଙ୍ଗ ବ୍ଲକରେ ଶୀତଳ ଭଣ୍ଡାର ତୁରନ୍ତ ନିର୍ମାଣ କରିବା ସହ ବ୍ଲକର ସମସ୍ତ ଚାଷଜମିକୁ […]

ସତ ପୋଲିସ ଦେଖି ମିଛ ପୋଲିସ ଛାନିଆ

ଭୁବନେଶ୍ୱର,୯।୧୨(ଏସଏସନିଉଜ) ଚନ୍ଦକା ରାସ୍ତାରେ ଯାଉଥିବା ଲୋକମାନଙ୍କୁ ରୋକି ପୋଲିସ ପୋଷାକ ପିନ୍ଧି ଦାଦାବଟି ମାଗୁଥିଲେ। ଖବର ପାଇ ସତ ସତିକା ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ମିଛ ପୋଲିସ ଓ ସହଯୋଗୀ ମାନେ ଫେରାର ହୋଇଯାଇଥିଲା।ପୋଲିସ ସେମାନଙ୍କ ପିଛା କରି ଘର ପାଖରୁ ଧରିବାକୁ ଉଦ୍ୟମ କରିବା ବେଳେ ପୋଲିସକୁ ଗୃହବନ୍ଦୀ ରଖି ମାରିବାକୁ ଉଦ୍ୟମ କରିଥିଲେ।ଅଧିକ ସଂଖ୍ୟକ ପୋଲିସ କର୍ମଚାରୀ ପହଞ୍ଚିବାରୁ ଗୃହ ବନ୍ଦିରୁ ପୋଲିସ ମୁକୁଳିବା ସହ ୭ଜଣଙ୍କୁ ଗିରଫ କରି ମୋଟରସାଇକେଲ, ଖଣ୍ଡା ସହିତ […]

ମଦ୍ୟପ କାର ଚାଳକଙ୍କ ସିରିଜ ଧକ୍କା

କଟକ,୮।୧୨(ଏସଏସନିଉଜ)ତ୍ରିଶୂଳିଆ ବଜାର ଉପରେ ମଦ୍ୟପ କାର ଚାଳକଙ୍କ ସିରିଜ ଦୃଘଟଣାରେ ୭ରୁ ଅଧିକ ଗାଡ଼ି କ୍ଷୟକ୍ଷତି କରିଛି ।ଏହାସହ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଘଟଣା ଘଟିଛି ସୋମବାର ସକାଳ ୧୦ ଘଟିକା ସମୟରେ । ଦୁଇ ଜଣ ମହିଳା ଓ ଦୁଇ ପୁରୁଷ ବସିଥିବା ଓଡି ୧୯ଏଫ ୮୨୦୧ନଂ କାରଟି କଟକ ସିଡିଏ ୮ ନଂ ଅଂଚଳରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା । ତ୍ରିଶୂଳିଆ ବଜାର ଟ୍ରାଫିକ ଛକ ଅତିକ୍ରମ କରିବା ପରେ କାରଚାଳକ […]

କାରରେ ଜବରଦସ୍ତ ପଶିଲା କହିଲାଙ୍କୁ କାମୁଡି ଆଙ୍ଗୁଠି ଛିଣ୍ଡାଇଦେଲା

ଭୁବନେଶ୍ୱର,୮।୧୨(ଏସଏସନିଉଜ)ଘର ଆଗରେ ଥୁଆ ହୋଇଥିବା କାରରେ ଜଣେ ବ୍ୟକ୍ତି ଜବରଦସ୍ତ ପଶି ଶୋଇଥିଲେ। ବାହାରିବାକୁ କହିବାରୁ ଅସଦାଚରଣ କରିବା ସହ ଆଙ୍ଗୁଠି କାମୁଡି ଛିଣ୍ଡାଇ ଦେଇଥିଲେ।ଏହି ଭଳି ଘଟଣା ରବିବାରରାତିରେ ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁର ଗ୍ରାମରେ ଘଟିଛି ।ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଯାଜପୁରର ବିଦ୍ୟାଧର ବିଶ୍ଵାଳ(୪୩) ନାମକ ବ୍ୟକ୍ତିକୁ ଗିରଫକରି ସୋମବାର କୋର୍ଟଚାଲଣକରିଛି । ପ୍ରକାଶଯେ,ରବିବାର ରାତି ପ୍ରାୟ ୯.୩୦ ସମୟରେ ରଘୁନାଥପୁର ଅଞ୍ଚଳରେ ପାଇପ ମିସ୍ତ୍ରୀ ଭାବେ କାମକରୁଥିବା ଯାଜପୁରର ବିଦ୍ୟାଧର ବିଶ୍ଵାଳ ଯାଦବ […]

ନରକଙ୍କାଳ ଉପରୁ ଉଠିଲା ପରଦା

ମେଣ୍ଢାଶାଳ,୧ା୧୧(ଏସଏସନିଉଜ)ଶୁକ୍ରବାର ଦିନ ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ୨୪ ଘଣ୍ଟା ନପୁରୁଣୁ ପର୍ଦ୍ଦାଫାସ କରିଛି ଚନ୍ଦକା ପୋଲିସ । ଗୁଣିଗାରେଡିକୁ ସନ୍ଦେହ କରି ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦକା ଥାନା ଅର୍ନ୍ତଗତ ପିତାଗାଡିଆ ଗ୍ରାମର କହ୍ନେଇ ହେମ୍ରମ (୨୭) ଓ ତାର ସହଯୋଗୀ ରାମ ସମଦା (୨୫) ବୋଲି ସୂଚନା ମିଳିଛି । ଉଭୟ ଅଭିଯୁକ୍ତକୁ ଧରି ଶନିବାର ଦିନ କ୍ରାଇମ୍ ସିନ୍‌ ରିକ୍ରିଏସନ୍ କରିଛି ଚନ୍ଦକା ପୋଲିସ । […]

ରାଜଧାନୀରେ ବଧୂହତ୍ୟା ଅଭିଯୋଗ

ଭୁବନେଶ୍ୱର,୧ା୧୧(ଏସଏସନିଉଜ)ରାଜଧାନୀରେ ପିଟି ପିଟି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ନନ୍ଦନକାନନଥାନାରେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ନନ୍ଦନକାନନ ଥାନା ରଘୁନାଥପୁରଗ୍ରାମ ସୋମନାଥ ନଗରରେ। ମୃତମହିଳା ଜଣକ ହେଲେ ଏହିଥାନା ଅଧିନସ୍ଥ କଲ୍ୟାଣପୁର ଗ୍ରାମର ରାଜନନ୍ଦିନି ସ୍ୱାଇଁ, ବୟସ ୨୮ ବର୍ଷ। ରାଜନନ୍ଦିନୀ ୧୦ ବର୍ଷ ତଳେ ବୈଦିକ ରିତିରେ ରଘୁନାଥପୁର ଗ୍ରାମର ଶ୍ରୀଧର ରାଉତଙ୍କୁ ବିବାହ କରିଥିଲେ।ତାଙ୍କର ଗୋଟିଏ ପୁଅ ରହିଛି। ଆଜି ସକାଳୁ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ମାଡ଼ମାରି ହତ୍ୟା […]