ସୁନାହାର ଚୋରି ଅଭିଯୋଗରେ ଜଣେ ଗିରଫ
କଟକ,୩୦।୧୦(ଏସଏସନିଉଜ)ଘରେ ରଙ୍ଗ କରିବା ବାହାନାରେ ଘରୁ ସୁନାହାର ଚୋରି କରିନେଇଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ଗୁରୁବାର ଦିନ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଉଛନ୍ତି ଏହି ଥାନା ଅଧୀନସ୍ଥ ଗଦେଇକୁଦର ପ୍ରଫୁଲ୍ଲ ରାଉତ ଓରଫ ବାଗୁଲା। ପ୍ରକାଶଯେ, ପ୍ରଫୁଲ୍ଲ ରାଉତ ଓ ତାର ସହଯୋଗୀମାନେ ମିଶି ୨୭ ତାରିଖରେ ଏହି ଥାନା ଅଧୀନସ୍ଥ ଦଢାପାଟଣା ଗ୍ରାମର ବିଷ୍ଣୁଚରଣ ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ଘର ରଙ୍ଗ କାମ କରୁଥିଲେ।ଉକ୍ତ ଦିନ ସନ୍ଧ୍ୟାରେ ଯେତେବେଳେ ବିଷ୍ଣୁ ଚରଣ […]