Browsing category

ଅପରାଧ

ଚପଲ କିଣିବା ବାହାନାରେ ଟଙ୍କା ଚୋରି

କଟକ,୨୫।୧୦(ଏସଏସନିଉଜ)ଚପଲ କିଣିବା ବାହାନାରେ ଦୋକାନ ମାଲିକର ଅସାବଧାନତା ସୁଯୋଗରେ କ୍ୟାସ ବାକ୍ସରୁ ୭ହଜାରେ ଟଙ୍କା ଚୋରି କରି ନେଇଯାଇ ଥିଲେ ଦୁଇ ଯୁବକ। ଚୋରିର ଘଟଣା ସିସି ଟିଭିରେ ଦେଖିବା ପରେ ଚୋରି କରିଥିବା ଦୁଇଜଣ ଯୁବକକୁ ସ୍ଥାନୀୟ ଲୋକମାନେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।ଏହିଭଳି ଘଟଣା ଶନିବାର ରାତିରେ ବାରଙ୍ଗ ଥାନା ଅଧୀନସ୍ଥ ତ୍ରିଶୂଳିଆ ଛକରେ ଘଟିଛି। ପ୍ରକାଶଯେ, ତ୍ରିଶୂଳିଆ ଛକ ପାଖରେ ଥିବା ମମତା ଫୁଟ ଓଏଆର ନାମକ ଚପଲ ଦୋକାନକୁ ଶନିବାର ସନ୍ଧ୍ୟାରେ […]

ପମ୍ପହାଉସରୁ ଲାଇନତାର କାଟି ନେଲେ ଦୁର୍ବୃତ୍ତ

ଭୁବନେଶ୍ଵର,୨୫।୧୦(ଏସଏସନିଉଜ) ନନ୍ଦନକାନନଥାନା ଅଧୀନସ୍ଥ କେନ୍ଦୁପାଟଣା ଗ୍ରାମରେଥିବା ଗ୍ରାମ୍ୟ ପାନୀୟଜଳ ଯୋଗାଣ ଲପ୍ରକଳ୍ପକୁ ସଂଯୋଗ କରିଥିବା ପ୍ରାୟ ୧୦୦ ମିଟରରୁ ଉର୍ଦ୍ଧ ବିଦ୍ୟୁତ୍ ତାରକୁ କାଟି ନେଇଛନ୍ତି ଦୁର୍ବୃତ୍ତ। ସବୁଦିନଭଳି ଏହାର ଦାୟିତ୍ଵରେ ଥିବା କର୍ମଚାରୀ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ କାର୍ଯ୍ୟସାରି ଘରକୁ ଫେରିଥିଲେ। ଶୁକ୍ରବାର ବିଳମ୍ବିତରାତିରେ କେହି ଦୁର୍ବୃତ୍ତ ପମ୍ପହାଉସ ପରିସରକୁ ପସି ପ୍ରାୟ ୧୦୦ ମିଟର ବିଦ୍ୟୁତ୍ ତାର କାଟି ନେଇଥିବାର ଶନିବାରସକାଳେ ଜଣାପଡିଛି।ଦାୟିତ୍ଵରେ ଥିବା କର୍ମଚାରୀ ଶନିବାର ସକାଳୁ ପମ୍ପହାଉସକୁ ପାଣି ଚଳାଇବା ପାଇଁ […]

ଆଇନଜୀବୀ ପୀତବାସ ହତ୍ୟାମାମଲା – ୧୨ ଗିରଫ

ଭୁବନେଶ୍ଵର,୨୨।୧୦(ଏସଏସନିଉଜ)ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା ଗିରଫ ହୋଇଛନ୍ତି।ପଣ୍ଡାଙ୍କ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁଟର୍ ଚିଣ୍ଟୁ ପ୍ରଧାନ, କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର୍ ଶିବଶଙ୍କର ଦାଶ ଓରଫ ପିଣ୍ଟୁ ,ମଦନ ଦଳାଇ ,ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ରସାହୁ ଓ କାଳିଆ ଭୂୟାଁ ,ବିପିନ […]

ନାବାଳିକା ଦୁଷ୍କର୍ମ:-ରେଡ୍‌ଫ୍ଲାଗ୍ ଅନ୍ତର୍ଭୁକ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୧୦(ଏସଏସନିଉଜ)ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲାରେ ଡିଜିପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ରେଡ୍‌ଫ୍ଲାଗ୍ ଅନ୍ତର୍ଭୁକ୍ତ ପାଇଁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ରହିଛି ।କ୍ରାଇମବ୍ରାଞ୍ଚ ସିଏଡବ୍ଲୁ ମୁଖ୍ୟ ଏସ୍ ସାଇନି ଘଟଣାକୁ ମନିଟର କରିବେ ।୪ ମହିଳା ଡିସିପି ଘଟଣାର ତଦନ୍ତରେ ସହଯୋଗ କରିବେ ।ଝାଡ଼ଖଣ୍ଡ ପୋଲିସ ସହିତ ଯୋଗାଯୋଗରେ ରହିବ ଓଡ଼ିଶା ପୋଲିସ ବୋଲି ଜଣାପଡିଛି ।

ଫାଣ୍ଡି ସାମ୍ନାରେ ପୂର୍ବତନ ମନ୍ତ୍ରୀଙ୍କ ଧାରଣା…

ଦିଗପହଣ୍ଡି,୨୧ା୧୦(ଏସଏସନିଉଜ)ଫାଣ୍ଡି ସାମ୍ନାରେ ଧାରଣାରେ ବସିଲେ ପୂର୍ବତନ ମନ୍ତ୍ରୀ ଉଷା ଦେବୀାନିଜ ସମର୍ଥକଙ୍କ ସହ ଚିକିଟି ଫାଣ୍ଡିରେ ଧାରଣାରେ ବସିଲେ ଉଷା ଦେବୀାରାମଚନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଫାଣ୍ଡିରେ ଅଟକ ପ୍ରତିବାଦରେ ଧାରଣାାଉତ୍ତେଜନା ସୃଷ୍ଟି ହେବାରୁ ଏସ୍‌ଡିପିଓ ପହଞ୍ଚି ଆଲୋଚନା କଲୋ

୨ଘଣ୍ଟା ବାଣଫୁଟା ପାଇଁ ଅନୁମତି

ଭୁବନେଶ୍ୱର,୨୦।୧୦(ଏସଏସନିଉଜ)ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି।ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ ବୋଲିକମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ଉଚ୍ଚଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ।ସବୁଜ ବାଣ ଫୁଟାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ପୋଲିସ।ଏହାସହ ମଦପିଇ ଗାଡ଼ି ଚଳାଇଲେ ଚାଳକ ଅଟକ ରହିବା ସହ ଗାଡ଼ି ଜବତ ହେବ।ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।ବେଆଇନ୍ […]

ନାବାଳିକାକୁ ଅସଦଆଚରଣ

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ଜଣେ ନାବାଳିକାକୁ ଅସଦଆଚରଣ କରି ଗିରଫ ହୋଇଛନ୍ତି ଅଲେଖ ବାବା ଅମର ଦାସ ।ନନ୍ଦନକାନନ ଥାନା ପୋଲିସ ୩୮୨/୨୫ କେସ ନମ୍ବରରେ ଏକ ପୋସ୍କୋ ମାମଲା ରୁଜ୍ଜୁ କରି ରବିବାର ତାଙ୍କୁ କୋର୍ଟଚାଲଣ କରିଛି। ପ୍ରକାଶ ଯେ,ଶନିବାର ଦିହିପହର ସମୟରେ ନନ୍ଦନକାନନଥାନା ଅଧୀନସ୍ଥ କଲେଜଛକ ନିକଟରେ ଏକ ଅଲେଖ ମଠ ରହିଛି। ସେହି ନିକଟରେ ଜଣେ ନାବାଳିକା ନିଜ ପରିବାର ସହିତ ରୁହନ୍ତି । ଗତ ଶନିବାର ଦିନ ପ୍ରାୟ ୧.୩୦ ସମୟରେ ସୁନନ୍ଦା(ଛଦ୍ମନାମ) ନାବାଳିକା ଝିଅ […]

ଷ୍ଟିଲରଡ ଚୋରୀ ଅଭିଯୋଗରେ ୨ଗିରଫ

ଭୁବନେଶ୍ଵର,୧୯।୧୦(ଏସଏସନିଉଜ) ନନ୍ଦନକାନନ ଥାନା ଅଧୀନରେ ଥିବା ଆସିୟାନା ରିଗାଲ୍ସରେ ହେଉଥିବା ନୁଆ ଘର ନିମନ୍ତେ ବ୍ୟବହୃତ ଷ୍ଟିଲ ରଡ ଚୋରୀ ଅଭିଯୋଗରେ ପୋଲିସ ରବିବାରଦିନ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖର ପ୍ରସାଦ ଗ୍ରାମର ପିଣ୍ଟୁ ସେଠୀ ଓ ବାରଙ୍ଗ ଥାନା ମଧୁବନ ଗ୍ରାମର ବିର୍କଣ୍ଣ ଜେନା । ଉଭୟଙ୍କ ମଧ୍ୟରୁ ସେଠାରେ ଜଣେ ସିକୁରିଟି ଗାର୍ଡ ଅନ୍ୟ ଜଣେ ସିକୁରିଟି ସୁପର ଭାଇଜର ବୋଲି ସୂଚନା ମିଳିଛି । […]

ଉଦଯାପିତ ହେଲା ପୋଲିସ ବୃତ୍ତିଗତ ପ୍ରତିଯୋଗିତା

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ଗତ ତିନିଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ରବିବାର ଅପରାହ୍ନରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେଯେ, ଏକ […]

ରାତି୯ଟା ପରେ ଫୁଟିବନି ବାଣ

ଭୁବନେଶ୍ଵର,୧୮।୧୦(ଏସଏସନିଉଜ)ରାତି୯ଟା ପରେ ଫୁଟିବନି ବାଣ।ରାଜଧାନୀରେ ରାତି ୯ଟା ପରେ ଫୁଟିବନି ବାଣ।ରାତି ୯ଟା ପରେ ବାଣ ଫୁଟାଇଲେ ହେବ ଆକ୍ସନ।ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି।ସବୁଜବାଣ ଫୁଟାଇବାକୁ ଲୋକଙ୍କୁ ଅନୁରୋଧ କଲେ କମିଶନରେଟ ପୋଲିସ।ଲୋକାଲ ବାଣ ଫୁଟାଇଲେ ଆକ୍ସନ ନେବ ପୋଲିସ ବୋଲି କୁହାଯାଇଛି।