Browsing category

ଅପରାଧ

ନଦୀରେ ଭାସି ୮ମୃତ

ଭୁବନେଶ୍ୱର,୬/୧୦(ଏସଏସ ନିଉଜ)ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ଜଣ ମୃତୁବରଣ କରିଛନ୍ତି।ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମାଲ୍ ନଦୀରେ ଭାସି ୮ ମୃତୁବରଣ କରିଛନ୍ତି। ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ମାଡ଼ି ଆସିଥିଲା ବନ୍ୟା ପାଣି। ଅନେକ ନିଖୋଜ ଆଶଙ୍କା ଥିବାବେଳେ NDRF ପକ୍ଷରୁ ଉଦ୍ଧାର କାମ ଜାରି ରହିଛି।

ରାବଣପୋଡି ବେଳେ ଅଘଟଣ

ଭୁବନେଶ୍ୱର,୫/୧୦(ଏସଏସ ନିଉଜ)ହରିୟାଣାରେ ବଡ଼ ଅଘଟଣ ଘଟିଛି।ରାବଣ ପୋଡ଼ି ବେଳେ ଲୋକଙ୍କ ଉପରେ ପଡ଼ିଛି ଜଳନ୍ତା କୁଶପୁତ୍ତଳିକା ।ଏହାଦ୍ୱାରା ଜଣ କ୍ଷୟକ୍ଷତି ଘଟିଛି ଜଣାପଡିନାହିଁ।

୫୦ ଫୁଟ୍ ତଳକୁ ଖସିଲା ଟ୍ରକ

କୋଇଡା,୫/୧୦(ଏସଏସ ନିଉଜ)୫୦ ଫୁଟ୍ ତଳକୁ ଖସିଲା ଟ୍ରକ।ଯାହାଫଳରେ ଚାଳକ ଓ ହେଲପର ମୃତୁବରଣ କରିଛନ୍ତି। । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କାଲଟାଫାଣ୍ଡି ଅଞ୍ଚଳରେ । ଭାରସାମ୍ୟ ହରାଇ ଟ୍ରକଟି ପୋଲତଳକୁ ଖସିପଡିଥିବାର ସୂଚନା ମିଳିଛି ।ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି । ମୃତକଙ୍କ ପରିଚୟ ଅସ୍ପଷ୍ଟ ।

ଭାସିଗଲେ ୪,ନିଖୋଜ ଜଣେ

ବ୍ରହ୍ମପୁର,୫/୧୦(ଏସଏସ ନିଉଜ)କୁକୁଡ଼ାଖଣ୍ଡି ଅଞ୍ଚଳର ୪ ଯୁବକ ଗୋପାଳପୁର ବେଳାଭୂମିରେ ଗାଧଉଥିବା ବେଳେ ଭାସିଯାଇଛନ୍ତି।ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିବାର ଜଣାପଡିଛି।

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,୫/୧୦(ଏସଏସ ନିଉଜ)ସେନାହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।ଫଳରେ ପାଇଲଟ୍ ମୃତୁବରଣ କରିଛି। ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ନିକଟରେ ହୋଇଛି ।ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ବିଦ୍ୟୁତ ଆଘାତରେ ୩ମୃତ

ବୌଦ୍ଧ,୫/୧୦(ଏସଏସନିଉଜ)ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ଜଣ ମୃତୁବାରଣ କରିଛନ୍ତି। ମାଆ , ପୁଅ ଓ ଦିଅରଙ୍କ ମୃତ୍ୟୁଲୁଗା ଶୁଖାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ମହିଳା। ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରେ ପୁଅ ଓ ଦିଅରଙ୍କ ମଧ୍ୟ ମୃତ୍ୟୁବରଣ କରିଛନ୍ତି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଟକ,୫/୧୦(ଏସଏସ ନିଉଜ)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅସୁରେଶ୍ଵରର ଲୁଣା ନଦୀ ପୋଲ ଉପରେ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ଜଣେ ମୃତୁବରଣ କରିଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ କମଳପୁର ଗ୍ରାମର ମହେନ୍ଦ୍ର ଜେନା। ଗତକାଲି ବିଳମ୍ବିତ ରାତିରେ ତରତଆଡୁ ଆସୁଥିବା ଏକ ମହିନ୍ଦ୍ରା ଥର ଗାଡ଼ିଟି (WB02 AS 0955) ରାସ୍ତା କଡ଼ରେ ବହୁଦିନ ଧରି ରହିଥିବା ଏକ ଜେସିବିକୁ ପଛଆଡ଼ୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୩ ଜଣ ଗୁରୁତର ଆହତ […]

ଧରାପଡିଲା ବ୍ରାଉନସୁଗାର

ବୈଶିଙ୍ଗା,୪/୧୦(ଏସଏସନିଉଜ)ବାରିପଦାରୁ କଟକ ପଠାଇଥାନ୍ତେ ବ୍ରାଉନ୍‌ସୁଗାର, କିନ୍ତୁ ପୁଲିସ ହାତରେ ଧରାପଡ଼ିଲେ ୩ ବେପାରୀ। ୨୦ହଜାର ଟଙ୍କାର ୧୧ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ। ବ୍ରାଉନସୁଗାର ଧରିବାନେଇ ପୋଲିସ ସୁଚନା ଦେଇଛି ।

ଗଛରେ ପିଟିହୋଇ ଚାଲିଗଲା ଜୀବନ

ଭଞ୍ଜନଗର,୪/୧୦(ଏସଏସନିଉ)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବ୍ରହ୍ମପୁର-ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ନିକଟ ପୋଲ ଫେକ୍ଟ୍ରି ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁବରଣ କରିଛି । ମୃତକ ହେଲେ ମୁଜାଗଡ଼ ଗ୍ରାମର ଭଞ୍ଜ ସେଠୀ (୩୭) ।ଖବରପାଇ ପୋଲିସ ଘଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଏସ୍କର୍ଟ ସର୍ଭିସ ନାମରେ ସାଇବର ଠକେଇ

ଡେଲାଙ୍ଗ,୪/୧୦(ଏସଏସନିଉଜ)ଇଂଟରନେଟରେ ବିଜ୍ଞାପନଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ କରିଛି ।ଗିରଫହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି ।ସେମାନେ ହେଲେ ଡେଲାଙ୍ଗର ସୁଶାନ୍ତକୁମାର ପାତ୍ର ,ଯିଏକି ଏହି ଘଟଣାର ମାଷ୍ଟରମାଇଣ୍ଡ ସିଏ ସୁନ୍ଦର ପଦାରେ ରହୁଥିଲେ ।ତାଙ୍କ ସହିତ ଉପମନ୍ୟୁବରାଳ,ସସ୍ମିତାଜେନା,ଜଗନ୍ନାଥପ୍ରଧାନ ଓ ସଦା ଶିବସେଠୀ ।ପୋଲିସ ସେମାନଙ୍କ ୨୦ଟିବ୍ୟାଙ୍କ ଆକାଉଂଟ ଅଚଳ କରିଥିବା ବେଳେ ୨୦ଲକ୍ଷଟଙ୍କା ଫ୍ରିିଜ କରିଛି ।ଏହାସହ ଅଭିଯୁକ୍ତମାନଙ୍କଠାରୁ ୮୬ହଜାରେ୫ଶହ, ,୨୩ ଏଟିଏମକାର୍ଡ,ଓ ୧୧ମୋବାଇଲଫୋନ ,୭୦ସିମକାର୍ଡଜବତ କରିଛିି । ପ୍ରକାସ ଯେ, […]