ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଟକ,୫/୧୦(ଏସଏସ ନିଉଜ)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅସୁରେଶ୍ଵରର ଲୁଣା ନଦୀ ପୋଲ ଉପରେ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ଜଣେ ମୃତୁବରଣ କରିଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ କମଳପୁର ଗ୍ରାମର ମହେନ୍ଦ୍ର ଜେନା। ଗତକାଲି ବିଳମ୍ବିତ ରାତିରେ ତରତଆଡୁ ଆସୁଥିବା ଏକ ମହିନ୍ଦ୍ରା ଥର ଗାଡ଼ିଟି (WB02 AS 0955) ରାସ୍ତା କଡ଼ରେ ବହୁଦିନ ଧରି ରହିଥିବା ଏକ ଜେସିବିକୁ ପଛଆଡ଼ୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

Comments (0)
Add Comment