Browsing category

ଅପରାଧ

ପୁଣି ମିଳିଲା ଆଉ ଏକ ହାତୀକଙ୍କାଳ

କଟକ,୨୭/୬(ଏସଏସନିଉଜ)ବଡ଼ମ୍ବା ବନାଞ୍ଚଳର ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲରୁ ଏକ ହାତୀର କଙ୍କାଳ ଠାବ ହୋଇଛି। ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଦ୍ୱାରା ହାତୀ କଙ୍କାଳ ଠାବ ହୋଇଛି ।ତେବେ ଏହି ହାତୀର ମୃତ୍ୟୁ ର କାରଣ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ।ଏହି ଘଟଣାପରେ ଆଠଗଡ଼ ଡିଏଫ୍ଓ, ଅନୁଗୁଳ ସର୍କଳର ସିସିଏଫ୍, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପି ମିଳିତ ଭାବେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଠାବ ହୋଇଥିବା ଏହି ହାତୀ କଙ୍କାଳଟି […]

ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୭/୬(ଏସଏସନିଉଜ) ଆକ୍ସନ ମୁଡରେ ରହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।ଅଚାନକ ସ୍କୁଲକୁ ଯିବା ସହ ରାସ୍ତାରେ ଯାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଖି ମଧ୍ୟ ତାଗିଦ୍ କରୁଛନ୍ତି । ଆଉ କାର‌୍ୟ୍ୟରେ ଅବହେଳା ପ୍ରମାଣ ମିଳିଲେ ନେଉଛନ୍ତି ଆକ୍ସନ ନେଉଛନ୍ତି ।ମନ୍ତ୍ରୀ ନିମାପଡ଼ା ଗସ୍ତରେ ଆଜି ଯାଇଥିବା ସମୟରେ ପିପିଲି ଟୋଲ ଗେଟ ନିକଟରେ ସ୍କୁଟିରେ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ଯାଉଥିବାର ଦେଖି ସେମାନଙ୍କୁ ଅଟକାଇଥିଲେ । ବିଳମ୍ବରେ କାହିଁକି ସ୍କୁଲକୁ ଆସୁଛ ବୋଲି ପଚାରିଥିବାବେଳେ ସଠିକ୍ […]

ଜଙ୍ଗଲରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର

ଆଠଗଡ, ୨୪/୬(ଏସଏସନିଉଜ) ଜେନାପଦା ଶାଳବଣୀ ଜଙ୍ଗଲରୁ ଅଜଣା ଗର୍ଭବତୀ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ଆଠଗଡ଼ ପୋଲିସ । ଜଙ୍ଗଲକୁ ଯାଇଥିବା ସ୍ଥାନୀୟ ଲୋକେ ଜଙ୍ଗଲ ମଧ୍ୟରେ ମହିଳାଙ୍କ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବରଦେବାପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ମହିଳା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଥିବାବେଳେ ଦୁଇରୁ ତିନିଦିନ ମଧ୍ୟରେ କେହି ତାଙ୍କୁ ହତ୍ୟା କରି ଫୋପାଡି ଦେଇଛି ବୋଲି ପୋଲିସ ଅନୁମାନ କରିଛି ।ମହିଳାଙ୍କ ମୁହଁକୁ ନଷ୍ଟ କରାଯାଇଥିବାବେଳେ ମହିଳାଙ୍କପରିଚୟ […]

ଶିକ୍ଷକଙ୍କଠାରୁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

ଭଦ୍ରକ, ୨୪/୬(ଏସଏସନିଉଜ) ଭଦ୍ରକ ଟାଉନ ଥାନା ପୁଲିସ ଜଣେ ଶିକ୍ଷକଙ୍କଠାରୁ ୧୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ କୁ ଧରିବା ସହ ତାଠାରୁ ୯ ଲକ୍ଷ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମରାଠୀବାସା ଗ୍ରାମର ଶ୍ରୀକାନ୍ତ । ଅଗରପଡ଼ା ହାଇସ୍କୁଲର ଶିକ୍ଷକ ଅଶୋକ ଖିଲାର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରୁ ୧୨ ଲକ୍ଷ ୪୬ ହଜାର […]

୬ ନକଲି ନକ୍ସଲ ଗିରଫ

ମାଲକାନଗିରି, ୨୪/୬(ଏସଏସନିଉଜ) ନକ୍ସଲଙ୍କ ନାମରେ ଘରେ ପଶି ଲୁଟପାଟ କରୁଥିବା ଅଭିଯୋଗରେ ପୁଲିସ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ୬ ଜଣ ନକଲି ନକ୍ସଲକୁ ଗିରଫ କରିଛି ।ସେମାନେ ହେଲେ ଭୁଷଣ ମାଡକାମ, ଲଖନ ନାଥ, ଅନନ୍ତ ନାଗ, ବିଶାଲ, ଦୀପକ ଠାକୁର, ଗୋରୀ ଶଂକର ନାଥ ।ଏମାନେ ବଜାରରେ ମିଳୁଥିବା ଅତ୍ୟାଧୁନକ ନକଲି ବନ୍ଧୁକ, ନକ୍ସଲ ଟି ସାର୍ଟ କିଣି ରାତି ଅଧରେ ଗାଁରେ ବୁଲି ଲୋକଙ୍କ ଘରୁ ଲୁଟପାଟ କରୁଥିଲେ ବୋଲି ପୋଲିସ ତଦନ୍ତ ସମୟରେ […]

ବାଣୀବିହାରରେ ଖଣ୍ଡା ବୁଲିଲା

ଭୁବନେଶ୍ୱର, ୨୪/୬(ଏସଏସନିଉଜ) କମେଣ୍ଟ ମରାକୁ ନେଇ ବାଣୀବିହାର କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । ଦୁର୍ବୃତଙ୍କ ଖଣ୍ଡା-ଭୂଜାଲି ଆକ୍ରମଣରେ କିଛି ଛାତ୍ର ଆହତ ହୋଇଥିବାବେଳେ ଗାଡିମୋଟର ଭଙ୍ଗାରୁଜା କରି ଫେରାର ହୋଇଯାଇଛନ୍ତି । ଆଜି ଅପରାହ୍ଣରେ କିଛି ଅଣଛାତ୍ରମାନେ ବାଣୀବିହାର କ୍ୟାମ୍ପସରେ ପଶି ନିଶା ସେବନ କରିବା ସହ ଛାତ୍ରୀମାନଙ୍କୁ କମେଂଟ ମାରୁଥିଲେ ।ଏହାକୁ ଛାତ୍ରମାନେ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାପରେ ଅଣଛାତ୍ରମାନେ ପଳାଇଯାଇଥିଲେ ।ପରେ ସନ୍ଧ୍ୟାମାୟରେ କିଛି ଯୁବକ ମୁହଁରେ ମାସ୍କ ପିନ୍ଧି ହାତରେ […]

ପୁରୀରେ ବୋମାମାଡ

ପୁରୀ, ୨୪/୬(ଏସଏସନିଉଜ)ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ ହୋଇଛି ।ବୋମାମାଡର କାରଣ ଜଣାପଡିନଥିବାବେଳେ ବୋମାମାଡ ରେ ଜଣେ ଆହତ ହୋଇଥିବାର ଜଣାପଡିଛି ।ଆହତଙ୍କୁ ଚିକସ୍‌ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିବା ଜଣାପଡିଛି ।

ଆରପାରିରେ ରାଇମୋହନ ପରିଡା

ଭୁବନେଶ୍ୱର,୨୪/୬(ଏସ ଏସ ନିଉଜ)ସିନେମା ଜଗତ, ଯାତ୍ରା ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ବେକରେ ଶାଢୀ କପଡା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।ଅନ୍ୟପଟେ ପୋଲିସ ତାଙ୍କ ପଳାଶୁଣୀ ସ୍ଥିତ ପ୍ରାଚୀ ବିହାର ନିକଟ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଓଲିଉଡ ଠାରୁ ଆରମ୍ଭ କରି ଜଲିଉଡ ସବୁଠି ଶୋକର ଛାୟା ଖେଳିଯାଇଛି ।

ଠିକାଦାରକୁ ବଟି ମାଗିବା ପଡିଲା ମହଙ୍ଗା ,ଧରାହେଲେ ବାପ

ବାରଙ୍ଗ,୨୩/୬(ଏସଏସନିଉଜ)ଜଣେ ଠିକାଦାରକୁ ବଟିମାଗିବା ଓ ଗାଡିଭାଙ୍ଗିବା ଅଭିଯୋଗରେ ନନ୍ଦନକାନନଥାନା ପୋଲିସ ଗୁରୁବାରଦିନ ରଘୁନାଥପୁର ଗ୍ରାମର ଅଜୟରାଉତନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟଚାଳଣ କରିଛି ।ଏୟାରଟେଲ କମ୍ପାନୀ ପକ୍ଷରୁ ଅଣ୍ଡରଗ୍ରାଉଣ୍ଡିଂକେବୁଲିଂ କାମ କରୁଥିବା ହରିୟାନାର ବିପନଶର୍ମାନାମକ ଠିକାଦାରଙ୍କୁ ଅଜୟରାଉତ ଓ ତାଙ୍କ ପୁଅ ମିଶି ଚାନ୍ଦା ମାଗିଥିଲେ ।ସେଦେବାକୁ ମନାକରିବାରୁ ତାଙ୍କୁ ଅଶ୍ଲିଳଭାବଷାରେ ଗାଳିଗୁଲଜ କରି ଜୀବନରେ ମାରି ଦେବାକୁଧମକଦେଇ ମାରଧର କରିଥିଲେ ।ଏହାସହ ତାଙ୍କ ବାଇକକୁ କାଠଫାଳିଆରେ ବାଡେଇଭାଙ୍ଗିବାସହ ସହ ଟ୍ରକର ଆଗ କାଚକୁ ଭାଙ୍ଗିଦେଇଥିବାର ବିପନଶର୍ମା […]

ନିର୍ଦ୍ଧୁମଛେଚିଲେ ପୋଲିସକୁ ଦେଲେ

ବାରଙ୍ଗ,୨୩/୬(ଏସଏସନିଉଜ)ଗୁରୁବାର ରାତିରେ ଘରକୁ ଫେରୁଥିବାବେଳେ ଜଣେ ଯୁବକଠାରୁ ଗୋଡିସାହି ଫାଣ୍ଡିଠାରୁ ଅଳ୍ପଦୁରରେ ଗାଡି ଛଡାଉଥିବାବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିଛନ୍ତି ଦୁଇଲୁଟେରା ।ଲୁଟେରାଦ୍ୱୟଙ୍କୁ ଉତମମଧ୍ୟମଦେଇ ସ୍ଥାନୀୟ ଲୋକ ଗୋଡିସାହି ଫାଣ୍ଡିକୁ ହସ୍ତାନ୍ତର କରିଛନ୍ତି । ପ୍ରକାସ ଯେ, ଗୋଡିସାହି ଗ୍ରାମର ଓମପ୍ରକାସସାହୁ ନାମକ ଯୁବକ କଟକରୁ ଘର ଗୋଡିସାହିକୁ ହିରୋହୋଣ୍ଡା ସ୍ଲେଣ୍ଡରନଂ ଓଆର୦୨-ବିଏନ-୧୧୦୬ ଯୋଗେ ଫେରୁଥିଲେ ।ବାରଙ୍ଗ-ବାଙ୍କୀରାସ୍ତାର ପାଟପୁର ଗାଁପାଖରେ ପହଁଚିଥିବାବେଳେ ପଛରୁ ଓଆର୦୨-ସି-୮୬୩୦ନଂ ଯୋଗେ ଦୁଇଜଣ ଯୁବକ ପିଛା କରିଥିଲେ ।ଗୋଡିସାହି କେନାଲ ବ୍ରିଜପାଖରେ ଦୁଇଜଣ […]