ବସ୍ତା ଅଂଚଳରୁ ୨କେଜି ୧୨ ଗ୍ରାମଓଜନର ବ୍ରାଉନ୍ ସୁଗର ଜବତ
ବାଲେଶ୍ୱର,୨୪/୬(ଏସଏସନିୟୁଜ) ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ୨କେଜି ୧୨ ଗ୍ରାମଓଜନର ବ୍ରାଉନ୍ ସୁଗର ଜବତ କରିଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁଗିରଫ କରାଯାଇଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ବସ୍ତାଅଂଚଳରେ ଚୋରା ବ୍ରାଉନ୍ ସୁଗର ବିକ୍ରି ହେଉଥିବା ଖବର ପାଇ ଏସ୍ଟିଏଫ୍ର ଅଧିକାରୀମାନେ ନଜର ରଖିଥିଲେ । ସେହି ଅନୁଯାୟୀ ଉକ୍ତ ଅଂଚଳରେ ଚଢଉ କରାଯାଇବ୍ରାଉନ୍ ସୁଗର ଜବତ କରାଯାଇଛି ବୋଲି ଡିଜିି […]