Browsing category

ଅପରାଧ

ବନ୍ଧାହେଲେ ୫ ସରକାରୀ ବାବୁ

୧-ତୃତୀୟ ଲହର ଆସିଲେ ଓଡିଶାରେ ଦୈନିକ ସଂକ୍ରମଣ ୧୪ ହଜାର ଟପିପାରେ,ଆସିଲା ଚିନ୍ତାଜନକ ରିପୋର୍ଟ।ଶିଶୁମାନଙ୍କ ପାଇଁ ଅଧିକ ସଂଖ୍ୟାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ୨-ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା: ୫ ନୂଆ ମାଧ୍ୟମିକ ବୋର୍ଡ଼କୁ ରାଜ୍ୟ ସରକାରଙ୍କ ଅନୁମତି। ୩-ଜଗତସିଂପୁର ଜିଲ୍ଲା କୁଜଙ୍ଗ ତହସିଲ:ବନ୍ଧାହେଲେ ୫ ସରକାରୀ ବାବୁ , ତହସିଲଦାରଙ୍କ ସମେତ ୪ RI ଗିରଫ, ଜମି ଜାଲିଆତି ମାମଲାରେ ଚଢଉ କଲା ଭିଜିଲାନ୍ସ। ୪-ଅଚାନକ କୋରାପୁଟ ସ୍କୁଲ ପରିଦର୍ଶନ […]

ଟ୍ରାକ୍ଟର-ଟ୍ରକ୍ ଧକ୍କାରେ ୩ ଶ୍ରମିକ ମୃତ

ମାଲକାନଗିରି,୨୩/୮(ଏସଏସନିୟୁଜ)ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମ ନିକଟରେ ଗତକାଲି ରାତି ପ୍ରାୟ ୧୧ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଶ୍ରମିକ ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ରାତିରେ କାଲିମେଳାରୁ ଚିପସ୍ ନେଇ ଗୋଟିଏ ଟ୍ରାକ୍ଟର ଏମ୍‌ଭି-୧୭ ନିକଟରେ ଅଟକି ରହିଥିବାବେଳେ ଶ୍ରମିକମାନେ […]

ଗାନ୍ଧିଜୀଙ୍କ ପ୍ରତିମୂର୍ତୀ ଭାଙ୍ଗିଲେ ଦୁର୍ବୃତ

ବାରଙ୍ଗ,୨୨/୮(ଏସଏସନିୟୁଜ)ବାରଙ୍ଗଥାନା ଅର୍ନ୍ତଗତ ସାନମୁଣ୍ଡଳି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସରେ ଅନାବରଣ ହୋଇଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତୀକୁ କେହି ଦୁର୍ବୁତ ଭାଙ୍ଗିଦେଇଛନ୍ତି । ଶନିବାର ବିଲମ୍ବିତ ରାତ୍ରରେ କେହି ଅଜଣା ଦୃର୍ବୁତ ଗାନ୍ଧିଜୀଙ୍କ ପ୍ରତିମୂର୍ତୀକୁ ଭାଙ୍ଗି ଦେଇଥିବାର ରବିବାର ସକାଳେ ଦେଖିବାକୁ ମିଳିଥିଲା ।ଦୁର୍ବୁତମାନଙ୍କର ଏହି କାର୍ଯ୍ୟକୁ ବାରଙ୍ଗ ଅଂଚଳର ସଚେତନଶୀଳ ନାଗରିକମାନେ ଘୋର ନିନ୍ଦା କରିଛନ୍ତି ।ଗ୍ରାମ୍ୟକମିଟିର ସଦସ୍ୟମାନଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ବିଷୟରେ ରବିବାରଦିନ ଗୋଡିସାହିଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ […]

ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ

୧-ସିନେମା ଷ୍ଟାଇଲରେ ଚାଲିଥିଲା କ୍ୟାସିନୋ । ସିଲ୍ ହେଲା ପେଣ୍ଟାଗନ ହୋଟେଲ, ସୁନ୍ଦରୀ ଯୁବତୀ ବାଣ୍ଟୁଥିଲେ ମଦ । ଜୁଆ ଖେଳରେ ମାତିଥିଲେ ସୁନା ବ୍ୟବସାୟୀ, ବିଲଡର ଓ ରାଜଧାନୀର ହାଇପ୍ରୋଫାଇଲ ଲୋକ । ୨-ଚିନ୍ତାରେ ବାଇଗଣ ଚାଷୀ : କିଲୋକୁ ୨ ରୁ ୩ ଟଙ୍କାରେ ହେଉଛି ବିକ୍ରି ୩-କଣ୍ଟାବାଞ୍ଜିରେ କେନ୍ଦ୍ର ରେଲମନ୍ତ୍ରୀ: କହିଲେ ମୋ କଲମରେ କୌଣସି ପ୍ରକଳ୍ପ ବିଳମ୍ବ ହେବ ନାହିଁ, ଇସ୍ପାତ ଏକ୍ସପ୍ରେସ ଟ୍ରେନର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରଖିବି […]

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର, ୨୨/୮(ଏସଏସନିୟୁଜ)କେନ୍ଦୁଝର ଜିଲ୍ଲା କାରାଗାରରେ କୀର୍ତ୍ତନ କିଷାନ(୬୭) ନାମକ ଜଣେ ବିଚାରାଧୀନ କଏଦୀଙ୍କ ଜେଲ ଭିତରେ ମୃତ୍ୟୁ ହୋଇଛି। ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗରେ ୨୦୧୮ ଡିସେମ୍ବର ୧୨ତାରିଖରୁ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିଲେ । ଶନିବାର ଚା ପିଇବାକୁ ଗ୍ଲାସ ନେଉଥିବା ବେଳେ ଗୋଡ ଖସି ଯିବାରୁ ପଡିଯାଇଥିଲେ । ମୁଣ୍ଡ ପଛପଟ କାନ୍ଥରେ ମାଡ଼ ହୋଇ ରକ୍ତଶ୍ରାବ ହୋଇଥିଲା । ଚିକିସ୍‌ାପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ […]

ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ

ଭଦ୍ରକ, ୨୨/୮(ଏସଏସନିୟୁଜ)ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କୁ ଆକ୍ରମଣ ହୋଇଥିବାର ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଯୁବକ ମାରଣାସ୍ତ୍ର ଦେଖାଇ ଭଦ୍ରକ କୋର୍ଟ ପରିସରରୁ ଉଠାଇ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ନେଇଥିଲେ।ସେଠାରେ ସଂଘବଦ୍ଧ ଆକ୍ରମଣ କରିବା ସହିତ ପଦ ଛାଡ଼ିବାକୁ ଧମକ ଦେଇଥିଲେ। ସେଠାରୁ ଦୀର୍ଘ ସମୟ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ […]

ରାଜଧାନୀରେ ହାଇପ୍ରୋଫାଇଲ୍ ଜୁଆ ଆଡ଼ା ପର୍ଦ୍ଦାଫାସ୍ କଲା ପୋଲିସ

ଭୁବନେଶ୍ବର,୨୨/୮(ଏସଏସନିୟୁଜ) ରାଜଧାନୀର ଏକ ହୋଟେଲରେ ଫିଲ୍ମ ଷ୍ଟାଇଲରେ ଚାଲିଥିବା ଜୁଆ ଆଡ଼ାର ପର୍ଦ୍ଦାଫାସ୍ କରିଛି କମିସନରେଟ୍ ପୁଲିସ।ଏହାସହ ହାଇପ୍ରୋଫାଇଲ୍ ଗ୍ୟାଙ୍ଗର ୩ ଯୁବତୀ, ପେଣ୍ଟାଗନ୍ ବାର୍ ଓ ହୋଟେଲ ମାଲିକ ଅରବିନ୍ଦ ମିଶ୍ର ଓରଫ୍ ଅରୁ, ମଦ ବ୍ୟବସାୟୀ ପିଣ୍ଟୁ ମହାନ୍ତି, ବିଲ୍ଡରଙ୍କ ସମେତ ୧୩ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨ଲକ୍ଷ ୫୩ ହଜାର ୬୫୫ ଟଙ୍କା, ୧୮ ମୋବାଇଲ୍ ଫୋନ୍, ଦାମୀ କାର, ତାସ୍ ଆଦି ସାମଗ୍ରୀ ଜବତ କରିଛି ।ଲକ୍ଷ୍ମୀସାଗର ଥାନା ଅଧିନସ୍ଥ […]

କଟକ ଫେରିଲା କ୍ରାଇମବ୍ରାଞ୍ଚ

କଟକ,୨୨/୮(ଏସଏସନିୟୁଜ) ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଶନିବାର ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ ଫେରିଛି କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ । ପ୍ରଥମ ପର୍ଯ୍ୟାୟ ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଡ଼ିଏଫଓଙ୍କ ସମେତ ୧୪ ଜଣଙ୍କୁ ଜେରା କରାଯାଇଛି ।ଏହାପରେ ହେବାକୁ ଥିବା ପରବର୍ତ୍ତୀ ତଦନ୍ତରେ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି ।

ମୃତ୍ୟୁଛାତ୍ରୀର ହେବ ଡାୟଟମ୍ ଟେଷ୍ଟ

ବାରଙ୍ଗ,୨୧/୮(ଏସଏସନିୟୁଜ) ରଘୁନାଥପୁର ଗାଁମୁଣ୍ଡରେ ଥିବା ଷଡଙ୍ଗୀ ଫାର୍ମହାଉସ୍ର ପୋଖରୀରୁ ସନ୍ଦେହଜନକ ଭାବେ ମିଳିଥିବା ଛାତ୍ରୀର ମୃତଦେହ ଉଦ୍ଧାର ଘଟଣା ପରେ ଅଦ୍ୟାବଧି ମୃତ୍ୟୁର ପକୃତ କାରଣ ପୋଲିସ ହାତରେ ଲାଗିପାରିନାହିଁ । ଛାତ୍ରୀ ଜଣକ ସେହି ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି କିମ୍ବା ଅନ୍ୟ କେଉଁ ସ୍ଥାନରେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ସିସିଟିଭି ଯାଞ୍ଚ କରିବା ସହିତ ତଦନ୍ତ ଚଳାଇଛି । ମୃତ ଛାତ୍ରୀଙ୍କ ହେବ ଡାଏଟମ୍ ଓ ଭିସେରା ଟେଷ୍ଟ, ବିଷକ୍ରିୟାରୁ ମୃତ୍ୟୁ […]

ଏକାଠି ପୁଅ, ଝିଅ ବସି ପାଠ ପଢିପାରିବେ ନାହିଁ

➡️୧-ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ, ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ➡️୨-କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ମହାମାରୀରେ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ୨୦୨୨ ଯାଏଁ ମିଳିବ PF । ଏନେଇ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା । ➡️୩-କରୋନ ମହାମାରୀ ଯୋଗୁଁ ବନ୍ଦ ଥିବା ଲର୍ଣ୍ଣିଂ ଲାଇସେନ୍ସ ସମତେ ଗାଡ଼ିର ଫିଟ୍‌ନେସ ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା ୨୩ରୁ ପୁଣି ଆରମ୍ଭ ହେବ ସ୍ଲଟ୍‌ ବୁକିଂ। ➡️୪-ଅକ୍ଟୋବର […]