Browsing category

ଅପରାଧ

ସାଇକେଲ ପାଇଁ ହତ୍ୟା

ରାଉରକେଲା,୨୫/୮(ଏସଏସନିୟୁଜ)ସାଇକେଲପାଇଁ ହତ୍ୟା । ସାମାନ୍ୟ ସାଇକେଲ ପାଇଁ କାକା ଓ ପୁତୁରା ମଧ୍ୟରେ ହୋଇଥିଲା ବଚସା । ତାପରେ କକାକୁ ହତ୍ୟା କରିବାସହ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା।ଏହିଭଳି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବିଜାଘାଟ ଗ୍ରାମରେ ଘଟିଛି ।ପୁତୁରା ସୁଶାନ୍ତ ନାଏକ କକାରବୀନ୍ଦ୍ର ନାଏକଙ୍କ ଏକ ସାଇକେଲ ଆଣି ଚଳାଉଥିଲେ ।କକା ସାଇକେଲ ମାଗିବାରୁ ଆରମ୍ଭ ହୋଇଥିଲା ବଚସା । ସୁଶାନ୍ତ କକାକୁ ସାଇକେଲ ଦେଇଥିଲେ ମଧ୍ୟ ଗାଳି ଗୁଲଜ […]

ଦଶମ ପାସ୍ କଲେ ବିଧାୟକ

୧-ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ରେଜଲ୍ଟ, ୨୭୧ ଜଣଙ୍କର ବଢିଥିବା ବେଳେ ୪୫୯ ଜଣଙ୍କର କମିଛି ମାର୍କ।୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍। ୨-ମାନ୍ୟୁଫାକ୍‌ଚର ଓ ଏକ୍ସପାଏରୀ ଡେଟ୍ ନଥିବା କାରଣରୁ ବିଭିନ୍ନ ଦୋକାନରେ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଚଢାଉ। ୩-ବିଶିଷ୍ଟ କଥାଶିଳ୍ପୀ ତଥା ସାହିତ୍ୟିକା ଯଶୋଧାରା ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୪-କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କଲେ ରାଜ୍ୟ ସରକାର,ରହିବ ସମସ୍ତ ପ୍ରକାର ବ୍ୟବସ୍ଥା। ୫-ସୋରଡା ବିଧାୟକ ପାସ୍ କଲେ […]

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ବାରଙ୍ଗ୨୪/୮(ଏସଏସନିୟୁଜ)ବାରଙ୍ଗ ରୁ କଟକକୁ ସଂଯୋଗ କରୁଥିବା ତ୍ରିଶୁଳିଆ ସୁବାଷ ବୋଷ ସେତୁ ଉପରେ ଅଜଣା ଗାଡି ଧକ୍କାରେ ଏକ୍ସଲ ଚାଳକ ମୃତ।ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ସମୟରେ ବାଙ୍କୀ ଭଗିପୁର ଗ୍ରାମର ପରିବା ବ୍ୟାପାରୀ ଗଙ୍ଗାଧର ନାୟକ (୬୫) କଟକ ରୁ ପରିବା ନେଇ ଘରକୁ ଫେରୁଥିବା ସମୟରେ ସୁବାଷ ବୋଷ ସେତୁ ଉପରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ […]

ମାଂସ ବିକୁଥିବା ବେଳେ ୩ ଶିକାରୀ ଗିରଫ

କେନ୍ଦୁଝର , ୨୪/୮(ଏସଏସନିୟୁଜ) ଗୁପ୍ତଗଙ୍ଗା ଗ୍ରାମରେ ବାରହା ଶିକାର କରି ମାଂସ ବିକୁଥିବା ବେଳେ ବନ ବିଭାଗ ଟିମ ଚଢ଼ାଉ କରି ଅଧା କେଜି ମାଂସ ଜବତ କରି ୩ ଜଣଙ୍କୁ ଗିରଫ କରିଛି। ବାରହା ମାଂସ ଗାଁରେ ବିକ୍ରି ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଓ ପୋଲିସ କର୍ମଚାରୀମାନେ ମିଳିତ ଭାବେ ଚଢଉ କରିଥିଲେ ।ସେତେବେଳକୁ ଶିକାରୀମାନେ ସବୁ ମାଂସ ବିକ୍ରି କରି ସାରି ଦେଇଥିବା ବେଳେ ପାଖରେ ଥିବା ଅଧ କେଜି […]

୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ୍

ମାଲକାନଗିରି, ୨୪/୮(ଏସଏସନିୟୁଜ) ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ ସୁପାରିସ୍ କ୍ରମେ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି ତତ୍କାଳୀନ ଜିଲ୍ଲାପାଳ ଯଦୁଲା ବିଜୟ ଏହି ଟେଣ୍ଡର ପ୍ରକ୍ରିୟାକୁ ଫିକ୍ସିଂ କରିଥିବା ନେଇ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିବାପାଇଁ ବାରମ୍ବାର […]

ବ୍ରାଉନ ସୁଗାର ଜବତ, ମହିଳା ଅଟକ

ବାଲେଶ୍ୱର , ୨୪/୮(ଏସଏସନିୟୁଜ) ଜଳେଶ୍ୱରଥାନା ଅର୍ନ୍ତଗତ ରାଜପୁର ବସ୍ତିରେ ଚଢଉ କରି ପୋଲିସ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ଜବତ କରିବାସହ ଜଣେ ମହିଳାଙ୍କୁ ଅଟକ ରଖିଛି ।ସୋମବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ପୋଲିସ ଏକ ୨୦ ଜଣିଆ ଟିମ୍ ଚଢଉ କରି ୫୦ ଲକ୍ଷ ଟଙ୍କାରୁ ଅଧିକ ମୁଲ୍ୟର ୫ ଶହ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ସହ ପ୍ୟାକିଙ୍ଗରେ ବ୍ୟବହୃତ ରଙ୍ଗୀନ କାଗଜ ଜବତ କରିଛି ।

ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ

ମାଲକାନଗିରି,୨୪/୮(ଏସଏସନିୟୁଜ) ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ସୀମାନ୍ତ ଛଡିଶଗଡରେ ମାଓବାଦୀ ଓ ଯବାଙ୍କ ମଧ୍ୟରେ ସକାଳ ୫ଟାରୁ ୯ଟା ପର‌୍ୟ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁକୁମା ଜିଲ୍ଲା କୋଣ୍ଟା ବ୍ଲକର ଗୋମ୍ପାଡ ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ଯବାନ ଏରିଆ ଜମିନେସନ ବେଳେ ଗୁଳି ବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନକୁ ଜୋରଦାର କରାଯିବାସହ ବିପୁଳ ପରିମାଣର ବିସ୍ପୋରକ […]

ବୋମାମାଡ଼କରି ୮ ହଜାର ଓ ମୋବାଇଲ୍ ଲୁଟିନେଲେ

ଢେଙ୍କାନାଳ , ୨୪/୮(ଏସଏସନିୟୁଜ)ପରଜଙ୍ଗ ଥାନା ମେଣ୍ଢାପଦା ଗଣ୍ଠିହୁଡା ନିକଟରେ ମଙ୍ଗଳବାର ଅପରାହ୍ନରେ ବୋମାମାଡ଼ ହୋଇଛି। ବୋମାମାଡକରି ଅଭୟ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ତିନି ଜଣ ଦୁର୍ବୃତ୍ତ ଏକ ମୋବାଇଲ ଫୋନ୍ ଓ ୮ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ମେଣ୍ଢାପଦା ଗ୍ରାମର ଅଭୟ ହାଟରୁ ଫେରୁଥିବା ସମୟରେ ଏକ ପଲସର ଗାଡ଼ିରେ ତିନିଜଣ ଅଜଣା ବ୍ୟକ୍ତି ତାଙ୍କୁ ପିଛା କରି ଗଣ୍ଠିହୁଡ଼ା ନିକଟରେ ଅଟକାଇଥିଲେ।ଏହାପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲାଦୁର୍ବୁମାନେ […]

୫୦ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ

ସାକ୍ଷୀଗୋପାଳ,୨୩/୮(ଏସଏସନିୟୁଜ) ୫୦ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ । ଶାଶୁ, ଶଶୁର ଓ ନଣନ୍ଦ ମିଶିକି ମାରିଦେଲେ ଭଉଣୀକୁ ବୋଲି ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କଭାଇ । ପ୍ରକାସ ଯେ, କଣାସ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଗୋକୁଳା ନନ୍ଦ ରାଉତରାୟଙ୍କ ଝିଅ ଗାୟତ୍ରୀ(୩୪)କୁ କେଦାର ନାଥ ରାଉତରାୟଙ୍କ ପୁଅ କିଶୋର ( ମିଲନ) ବେଦିକରିତୀରେ ୨୦୧୪ ମସିହାରେ ଆବଶ୍ୟକିୟ ମୁତାବକ ଯୈାତୁକ ପ୍ରଦାନ କରି ବିବାହ ହୋଇଥିଲା ।ବାହାଘରର ୧୬ଦିନପରେ କିଶୋର […]

ବ୍ରାଉନସୁଗାର ସହ ଜଣେ ଗିରଫ

ଜଟଣୀ.୨୩/୮(ଏସଏସନିୟୁଜ) ଅବକାରୀ ବିଭାଗର ନିସ୍କ୍ରିୟତା ଯୋଗୁ ଜଟଣୀ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଦୀର୍ଘଦିନ ହେବ ବ୍ୟପକ ଭାବେ ନିଶା କାରବାର ବୃଦ୍ଧି ପାଇଥିଲା ।ଜଟଣୀ ପୋଲିସ ଚଢଉକରି ସୋମବାରଦିନ ଜଣେ ବ୍ରାଉନସୁଗାର ମାଫିଆକୁ ଗିରଫ କରି ତା ଠାରୁ ୧୧ ଗ୍ରାମ ବ୍ରାଉନସୁଗାର ଓ ନଗତ ୩୨,୫୦୦ ଟଙ୍କା ଜବତ କରି ତାକୁ କୋର୍ଟଚାଳଣ କରିଛି ।ସିଏ ହେଲା ବଡନୂଆଗାଁ ଅଞ୍ଚଳର ଅଜୟ ନାୟକ( ନନ୍ଦୁ ) ।ତେବେ ଗତକିଛିଦିନହେବ ଜଟଣୀ ଥାନା ନିଶାଡି ଓ ନିଶାବେପାରୀଙ୍କୁ […]