ଚୋରି ଘଟଣାରେ ୨ ଅଭିଯୁକ୍ତ କୋର୍ଟଚାଲାଣ
ବାରଙ୍ଗ, ୧୬/୮(ଏସଏସନିୟୁଜ) ଚୋରି ଘଟଣାରେ ବାରଙ୍ଗ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୁଚନାନୁସାରେ ଗତ ରବିବାର ବିଳମ୍ବିତ ରାତିରେ ଆନନ୍ଦ ବଜାର ଠାରେ ଥିବା ଓମଫେଡ ପାର୍ଲରରୁ ଓଜନ ମେସିନ ଓ ତ୍ରିବେଣୀସ୍ୱର ତ୍ରିନାଥ ମନ୍ଦିରରୁ ଏକ ହାରମୋନିୟମ,ବାସନ ସାମଗ୍ରୀ ଓ କିଛି ଟଙ୍କା ଚୋରି ଓ ନିବାସ ତି ଷ୍ଟଲରୁ ଖାଦ୍ୟସାମଗ୍ରୀ ଚୋରୀହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।ଅଭିଯୁକ୍ତ ମାନେ ଚୋରି […]