Browsing category

ଅପରାଧ

ବୋମା ମାଡ କରିବୁ

୧. ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨. ଜଳପଥ ପରିବହନକୁ କାର୍ଯ୍ୟକାରୀ ପାଇଁ ସାମୁଦ୍ରିକ ବାଣିଜ୍ୟ ବିକାଶ ପରିଷଦରେ ଦାବୀ କଲା ଓଡିଶା । ୩. ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍‌ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ୪. ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅକ୍‌ସିଜେନ ପ୍ଲାଣ୍ଟ […]

କାଜୁ ଜଙ୍ଗଲରେ ପୋଚ ନଷ୍ଟ କଲା ପୋଲିସ

ବେଗୁନିଆ, ୨୪/୬(ଏସଏସନିୟୁଜ) ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ କାଜୁ ଜଙ୍ଗଲରେ ପୋଲିସ ଚଢାଉକରି ୮ ଶହ ଲିଟର ପୋଚ ନଷ୍ଟ କରିବାସହ ୫ ଲିଟର ଦେଶୀ ମଦ ଜବତ କରିଛନ୍ତି ମଦ ପ୍ରସ୍ତୁତ ଚାଲିଥିବାର କୈାଣସିସୁତ୍ରରୁ ଖବରପାଇ ବେଗୁନିଆ ଥାନା ଏବଂ ଧଳାପଥର ଫାଣ୍ଡି ପୋଲିସ ମିଳିତଭାବେ ଚଢାଉକରିଥିଲେ । ତେବେ ମଦ ପ୍ରସ୍ତୁତକାରୀମାନେ କୈାଶଳକ୍ରମେ ଫେରାର ହୋଇଯାଇଥିବାର ଜଣାପଡିଛି ।

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୪/୬(ଏସଏସନିୟୁଜ) ରାଜ୍ୟ ସରକାର ବରିଷ୍ଠ ଓଚଝ ସ୍ତରରେ ଅଦଳବଦଳ କରିଛନ୍ତି । ଯଶବନ୍ତ ଜେଠଓ୍ବା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ। ଆଇପିଏସ୍ ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି, ଆଇପିଏସ୍ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ, ଆଇପିଏସ୍ ଲଳିତ ଦାସଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶ. ଆଇପିଏସ୍ ଆରକେ ଶର୍ମାଙ୍କୁ ଆଇନ୍ ଶୃଙ୍ଖଳା ଏଡିଜି , ଆଇପିଏସ୍ ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ,ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପରିବହନ କମିସନର ଭାବେ ନୂଆକରି ଦାୟିତ୍ୱ ମିଳିଛି ।

ନକଲି ଔଷଧ କାରବାରର ମାଷ୍ଟରମାଇଣ୍ଡ ଗିରଫ

କଟକ,୨୪/୬(ଏସଏସନିୟୁଜ) ନକଲି ଔଷଧ କାରବାର ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କୁ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ ଆଜି ଗିରଫ କରି କଟକ ଜିଲ୍ଲା କୋର୍ଟରେ ହାଜର କରିଛି । ଶିବଜେନା ମେଡିଲୋୟଡ୍ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍’ର ପରିଚାଳନା ନିର୍ଦେଶକ ବୋଲି ଆରକ୍ଷୀ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି। ଗତକାଲି ଶିବଙ୍କ ପତ୍ନୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଏହି ମାମଲାରେ ଗିରଫ କରାଗଲାଣି । ଗିରଫ […]

ବସ୍ତା ଅଂଚଳରୁ ୨କେଜି ୧୨ ଗ୍ରାମଓଜନର ବ୍ରାଉନ୍ ସୁଗର ଜବତ

ବାଲେଶ୍ୱର,୨୪/୬(ଏସଏସନିୟୁଜ) ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ୨କେଜି ୧୨ ଗ୍ରାମଓଜନର ବ୍ରାଉନ୍ ସୁଗର ଜବତ କରିଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁଗିରଫ କରାଯାଇଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ବସ୍ତାଅଂଚଳରେ ଚୋରା ବ୍ରାଉନ୍ ସୁଗର ବିକ୍ରି ହେଉଥିବା ଖବର ପାଇ ଏସ୍‌ଟିଏଫ୍‌ର ଅଧିକାରୀମାନେ ନଜର ରଖିଥିଲେ । ସେହି ଅନୁଯାୟୀ ଉକ୍ତ ଅଂଚଳରେ ଚଢଉ କରାଯାଇବ୍ରାଉନ୍ ସୁଗର ଜବତ କରାଯାଇଛି ବୋଲି ଡିଜିି […]

ବାଙ୍କୀରୁ ଜବତ ହେଲା ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର

ବାଙ୍କୀ୨୪/୬(ଏସଏସନିୟୁଜ) ବାଙ୍କୀରୁ ଜବତ ହୋଇଛି ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଖୋର୍ଧା ଜିଲ୍ଲା ବାଘମାରି ଥାନା ପୋଡ଼ାଢ଼ିହର ସୁରେଶ କୁମାର ମହାପାତ୍ର ନାମକ ଶିକ୍ଷିତ ଯୁବକ ଆଜି ବଢିଭୋର ସମୟରେ ବ୍ରାଉନସୁଗାର ଆଣି ଗ୍ରାହକକୁ ଅପେକ୍ଷା କରିରହିଥିଲେ ।କୈାଣସିସୁତ୍ରରୁ ଖବରପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଏକ ଟିମ ବାଙ୍କୀ ବଜାର ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରୁ ସୁରେଶକୁ ଗିରଫକରିଥିଲେ ।ତାଠାରୁ ୧୬୪ ଗ୍ରାମ ଓଜନର […]

ଟିକାକରଣକୁ ନେଇ ରାଜନୀତି

୧. ଦେଶରେ ୪୦ ଜଣ କରୋନା ଡେଲ୍‍ଟା ପ୍ଲସ୍‍ ସଂକ୍ରମିତ ଚିହ୍ନଟ । ୨. କେନ୍ଦ୍ର କ୍ୟାବିନେଟ୍‍: ଟିକସ ସୂଚନା ସଂଗ୍ରହ ସହାୟକ ପ୍ରସ୍ତାବ ମଂଜୁର । ୩. ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ପ୍ରଦାନ । ୪. ଟିକାକରଣକୁ ନେଇ ଜୋର ଧରିଲା ରାଜନୀତି: ଟିକାକରଣ କେନ୍ଦ୍ରରେ ବିଜେପିର ଦଳୀୟ ଚିହ୍ନକୁ ନେଇ ପ୍ରତିବାଦ କଲା ବିଜେଡି । ୫. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବନ୍ୟା ଏବଂ ଘୂର୍ଣ୍ଣିବଳୟ ଭଳି […]

ଭଦ୍ରକରେ ୧୧୨ ଗ୍ରାମ ବ୍ରାଉନ ସୁଗାର ଜବତ

ଭଦ୍ରକ,୨୩/୬(ଏସଏସନିୟୁଜ) ଗତକାଲି ଭଦ୍ରକ ଟାଉନ ଥାନା ପୋଲିସ ଯାନବାହାନ ଯାଂଚ କରୁଥିବା ସମୟରେ ସଂଦେହଜନକ ଭାବେ ଯାଉଥିବା ଓଡି ୨୨ପି ୭୩୪୭ ନଂ ଏକ ବାଇକକୁ ଅଟକାଇଥିଲେ । ବାଇକରେ ଥିବା ଜଗବନ୍ଧୁ ଲେଙ୍କା ଓ ଇନ୍ଦ୍ରମଣି ସାହୁଙ୍କଠାରୁ ୧୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିବାନେଇ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ କହିଛନ୍ତି ।

ନକଲି ଔଷଧ ମାମଲାରେ ୩ ଗିରଫ

ଭୁବନେଶ୍ୱର,୨୩/୬(ଏସଏସନିୟୁଜ)ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ ଏସଟିଏଫ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି । ୩ ଜଣଙ୍କ ମଧ୍ୟରେ ଜଣେ ଔଷଧ ବିତରଣ କଂପାନୀର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି । ତାଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ଏନେଇ ଏଡିଜି ଯଶୱନ୍ତ ଜେଠୱା ସୂଚନା ଦେଇଛନ୍ତି ।

ବନ୍ଦ କାର୍ ଭିତରେ ଚାଲିଥିଲା ରୋମାନ୍ସ ,ତାପରେ …

ଚନ୍ଦ୍ରଶେଖରପୁର,୨୩/୬(ଏସଏସନିୟୁଜ)ଶୁନ୍‌ଶାନ୍ ଅନ୍ଧାରରାତି । ରାସ୍ତାକଡରେ ଥିବା ଗଛ ମୂଳରେ ନାଲିରଙ୍ଗର କାରଟି ଥୁଆହୋଇଥିଲା । ଡୋର ବନ୍ଦ ରହିବା ସହ ଭିତରୁ ବାଜୁଥିଲେ ମ୍ୟୁଜିକ୍ ।ଏହାସହ କାରଟି ଦୋହଲୁଥିଲା ।ଏହିବାଟେ ଯାଉଥିବା ପିସିଆରକର୍ମଚାରୀମାନଙ୍କ ହାବୁଡରେ ପଡିବାପରେ ଅସଂଜତଅବସ୍ଥାରେ ଜଣେ ଯୁବକ ଓ ଜଣେ ଯୁବତୀ ବାହାରିଥିଲେ ।ଯୁବକଜଣଙ୍କ ନ୍ୟୁଜ୍ ପୋର୍ଟାଲର ସାମ୍ବାଦିକ ହୋଇଥିବାବେଳେ ଯୁବତୀଜଣଙ୍କ ନୁଆକରି ଅଭିନୟ କରୁଥିବା ଆଲବମ ଅଭିନେତ୍ରୀ ।ଏହିଭଳି ଘଟଣା ବିଳମ୍ବିତରାତିରେ ଇନଫୋସିଟି- ଚନ୍ଦକା ଶିଳ୍ପାଞ୍ଚଳ ରାସ୍ତାରେ ଘଟିଛି । ରାତି ପ୍ରାୟ […]