Browsing category

ଅପରାଧ

ଆସିବ ରୋମିଓ

୧-୨୦୨୨ ମାର୍ଚ୍ଚ ୧୦ରେ ସରୁଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ; ସରିନି ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ । ୨-ପୃଥିବୀରେ ଗୋଟିଏ ଗଛ ଅପଲୋଡ଼୍ କରନ୍ତୁ, ମେଘରୁ ଶହଶହ ଲାଇକ୍ ମିଳିବ: ଅମିତ୍ ଶାହ ୩-ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା . ୪-ଦେଶରେ Covid-19 ପ୍ରବନ୍ଧନ ନେଇ ପ୍ରଶ୍ନ କରିଥିଲେ ରାହୁଲ, ଜବାବରେ ସ୍ମୃତି ଇରାନୀ କହିଲେ ‘ଜ୍ଞାନୀ ବାବା’ ୫-WTC Final: ନ୍ୟୁଜିଲାଣ୍ଡ ୨୪୯ରେ ଅଲଆଉଟ୍, ମହମ୍ମଦ ସାମିଙ୍କୁ ୪ ଓ୍ଵିକେଟ୍ । ପଞ୍ଚମ […]

ଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

ମାଲକାନଗିରି ,୨୨/୬(ଏସଏସନିୟୁଜ) ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର‌୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଲଘୁ ଖଣିଜ ଉତ୍ସ ଟେଣ୍ଡର କାରବାରରେ ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ଜିଲ୍ଲାପାଳଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି । ଜଣେ ବ୍ୟକ୍ତିଙ୍କୁ ୭ଟି ଖାଦାନ ଲିଜ୍ ମିଳିଛି । ଆନ୍ଧ୍ର […]

ମନ୍ଦିରରେ ନିର୍ବଦ୍ଧ ବନ୍ଦ କଲା ପୋଲିସ

ବାଙ୍କୀ,୨୨/୬(ଏସଏସନିୟୁଜ)ମନ୍ଦିରରେ ହେଉଥିଲା ବାହାଘର ।ନା ଥିଲା ସାମାଜିକ ଦୁରତା ନାଥିଲା ମୁହଁରେ ମାସ୍କ ।ଏହାସହ କୋଭିଡ ନୀୟମମୁତାବକ ସ୍ୱଳ୍ପ ସଂଖ୍ୟାକ ପରିବେର୍ତ ଗହଳି ହୋଇଥିଲା ।ଖବରପାଇ ପୋଲିସ ଯାଇ ବାହାଘରକୁ ବନ୍ଦ କରିଛି ।ଏହିଭଳିଘଟଣା ବାଙ୍କୀ ବ୍ଲକ କଳାପଥର ଗ୍ରାମରେ ଥିବା କପିଳେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି ।ମନ୍ଦିରରେ ଦୁଇଟି ବାହାଘର ଓ ଗୋଟିଏ ନିବର୍ଦ୍ଧ କାର୍ଯ୍ୟ ହେଉଥିଲା ।ଦୁଇଟି ବାହାଘର ହେଉଥିଲା ।ତେବେ ନିବର୍ଦ୍ଧାକର୍ଯ୍ୟରେ ଶତାଧରକ ଲାକେ ଏକାଠି ହେବାସହ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା […]

ପୋଲିସ,ପୋଲିସ ମୁହାଁମୁହିଁ

୧-ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ । ୨-ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଚତୁର୍ଥ ଦିନ ବି ବର୍ଷାରେ ଧୋଇଗଲା । ୩-ନୂଆ ଜାତୀୟ ରେକର୍ଡ କଲେ ଦୂତୀ , ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ୪-5G […]

ବନ୍ଧୁକ ଦେଖାଇ ଲୁଟ୍

ଭୁବନେଶ୍ୱର,୨୧/୬(ଏସଏସନିୟୁଜ) ଜଣେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଏବଂ ମୋବାଇଲ ଲୁଟି ନେବାଭଳି ଘଟଣା ବାଲିପାଟଣା ଥାନା ଅଞ୍ଚଳରେ ଘଟିଛି ।ସୋମବାରଦିନ ସୂର‌୍ୟୋଦୟ ଫାଇନାନସ କର୍ମଚାରୀ ପ୍ରକାଶ ଚନ୍ଦ୍ର ଚମ୍ପତି ବାଲିପାଟଣା ଥାନା ଅଧିନସ୍ଥ ନୋଦା ଏବଂ ଗୋପାଳ ନଗରରୁ ଟଙ୍କା ଆଦାୟ କରି ଫେରୁଥିବାବେଳେ ଭାକରସାହି କେନାଲ ବନ୍ଧ ରାସ୍ତାରେ ତାଙ୍କୁ ତିନିଜଣ ଯୁବକ ଏକ ବାଇକରେ ଆସି ରୋକିଥିଲେ ।ବନ୍ଧୁକ ଦେଖାଇ ପ୍ରକାଶକୁ ଭୟଭିତ କରିବା ସହ ତା ବାଇକଡିକିକୁ […]

ଆଜିଠୁ ୟୁଟ୍ୟୁବ୍‌ରେ ପାଠପଢ଼ା

୧-ଆଜି ସକାଳ ସାଢେ ୬ଟାରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପିଏମ୍ ମୋଦୀ ୨–ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ ।ନ୍ୟୁଜିଲାଣ୍ଡ ୧୦୧/୨ . ୩-ଆଜିଠୁ ୟୁଟ୍ୟୁବ୍‌ରେ ପାଠପଢ଼ା . ୪-ଅନାଥ ଶିଶୁଙ୍କ ପାଇଁ ଆସିଲା ଆଶୀର୍ବାଦ ଯୋଜନା । ବାପା ଓ ମା’ଙ୍କୁ ହରାଇଥିଲେ ମିଳିବ ମାସିକ ୨୫୦୦ ଟଙ୍କା । ୫–ସିଏଚ୍‌ଏସଇ ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ ସାହୁଙ୍କ ସୂଚନା- ବିକଳ୍ପ ମୂଲ୍ୟାୟନ ଯୋଗୁ ଚଳିତ […]

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଚନ୍ଦକା,୨୦/୬(ଏସ ଏସ ନିୟୁଜ)ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଗତସିଂପୁର ଜିଲ୍ଲା କାଦୁଅପଡ଼ା ଗ୍ରାମର କାଳୀପ୍ରସାଦ ମିଶ୍ର (୨୪)।ସୂଚନାନୁସାରେ ଅଭିଯୁକ୍ତ ଜଣକ ଉକ୍ତ ଥାନା ଅଧୀନ କ୍ରିଷ୍ଣପୁରୀ ଅଞ୍ଚଳର ଜଣେ ନାବାଳିକାକୁ ପାଠ ପଢ଼ାଇବାକୁ ଆସି ନିଜ ଜାଲରେ ଫସାଇଥିଲେ।ପରେ ଉଭୟ ଫେରାର ହୋଇ ସେହି ଚନ୍ଦକା ଅଞ୍ଚଳରେ ସ୍ବାମୀ ସ୍ତ୍ରୀ ଭାବରେ ରହି ଆସୁଥିଲେ।ଉଭୟଙ୍କ ମଧ୍ୟରେ କୌଣସି କାରଣରୁ […]

ସାନଭାଇପରିବାର ମାଡରେ ବଡଭାଇ ଗୁରୁତର

ସାକ୍ଷୀଗୋପାଳ, ୨୦/୬(ଏସଏସନିୟୁଜ) ସତ୍ୟବାଦୀ ଥାନା ଅଧିନସ୍ଥ ସୁଆଣ୍ଡୋ ଗ୍ରାମରେ ଜମିବାଡି ବିବାଦକୁନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ମାରପିଟ ଘଟଣାରେ ବଡଭାଇ ଗୁରୁତର ହୋଇଛି । ସାନ ଭାଇ ଗଛ କାଟିବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡୋଗଳ ।ବଡ ଭାଇ ଗଛକଟାକୁ ବିରୋଧ କରିବାରୁ ସାନଭାଇଙ୍କ ପରିବାର ସଦସ୍ୟଙ୍କ ମାଡରେ ବଡ ଭାଇ ଗୁରୁତର ଆହତ ହୋଇଥିଲେ ।ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ପୁରୀ […]

ରାଜଧାନୀରେ ସେକ୍ସ ରାକେଟ

ଭୁବନେଶ୍ବର,୨୦/୬(ଏସଏସନିୟୁଜ) ରାଜଧାନୀର ଏକ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିବାବେଳେ ପୋଲିସ ହାତରେ ଧରାପଡିଛି । ଏହି ହାଇପ୍ରୋଫାଇଲ ସେକ୍ସ ରାକେଟ ବୁଧେଶ୍ବରି ଅଞ୍ଚଳରେ ଚାଲିଥିବାବେଳେ ଲକ୍ଷ୍ମୀସାଗର ଥାନା ପୋଲିସ ରାକେଟ ଠାବ କରିବାରେ ସକ୍ଷମ ହୋଇଛି ପୋଲିସ ଜଣେ ଯୁବତୀକୁ ଉଦ୍ଧାର କରିବାସହ ତିନି ଗ୍ରାହାକ ଅଟକ ରଖିଥିବାର ଜଣାପଡିଛି ।

ପେଡି ଖୋଲିଲା

  ୧. ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର କରୋନାରେ ପରଲୋକ । ୨. ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ( ଏନ୍ ଏସ୍ ଏସ୍) ଆନୁକୁଲ୍ୟରେ ଏକ ଯୋଗ କର୍ମଶାଳା ଭାରଚୁଆଲରେ ଅନୁଷ୍ଠିତ ହୋଇଛି। ୩. ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ବାଧକ ସାଜିଲା ଖରାପ ଆଲୋକ, ଦ୍ଵିତୀୟ ଦିନ ସୁଦ୍ଧା ଭାରତର ସ୍କୋର ୧୪୬/୩ । ୪. ଭୁବନେଶ୍ବର […]