ମାଟି ଅତଡ଼ା ତଳେ ଚାରିଶ୍ରମିକ

ଗଞ୍ଜାମ୨୭/୬(ଏସଏସନିୟୁଜ) ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ମାଟି ଅତଡ଼ା ଧସି ଚାପି ହୋଇଗଲେ ୪ ଶ୍ରମିକ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ରାସ୍ତାକାମ ଚାଲିଥିବାବେଳେ ମାଟି ଅତଡ଼ା ଧସିଥିଲା ।ଫଳରେ କାମକରୁଥିବା ୪ଜଣ ଶ୍ରମିକମାଟି ଅତଡ଼ା ତଳେ ଚାପି ହୋଇରହିଥିଲେ ।ଖବରପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚିକିସ୍‌ାପାଇଁ ଡାକ୍ତରଖାନାକୁ ପଠାଇଯାଇଛି ।ଏଥିମଧ୍ୟରୁ ଦୁଇଜଣଅବସ୍ଥା ଗୁରୁତର ଥିବାର ଜଣାପଡିଛି ।

Comments (0)
Add Comment