ଟଙ୍କା ନେଇ ଜମି ଦେଲେନି
ଭୁବନେଶ୍ୱର, ୧୦ା୭(ଏସଏସନିଉଜ)ଜମି କିଣାଇଦେବାକୁ ଟଙ୍କା ଆଣି ଜମି ଦେଇନଥିଲେ। ଟଙ୍କା ମାଗିବାରୁ ଓଲଟା ଧମକ ଦେଇଥିଲେ।ଏହି ଅଭିଯୋଗର ନନ୍ଦନକାନନ ଥାନା ପୋଲିସ ଗୁରୁବାର ଦିନ ସ୍ବାମୀସ୍ତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ କଳାରାହଙ୍ଗରେ ଥିବା ମୁନଲାଇଟ୍ ସିଟିର ପ୍ଲଟନମ୍ବର-୪୦ରେ ରହୁଥିବା ନୟାଗଡ଼ଥାନା ଅଧୀନସ୍ଥ କାଠଗାଡିଆଗ୍ରାମରେ ସୁରେନ୍ଦ୍ର ମହାନ୍ତି(୫୦) ଓ ତାଙ୍କ ସ୍ତ୍ରୀ ତପସ୍ଵିନୀ ମହାନ୍ତି । ପ୍ରକାଶଯେ, ସିମାଦ୍ରୀ ଦାସ ପରିବାର ସହ ରସୁଲଗଡ ଜିଜିପି କଲୋନୀସ୍ଥିତ ପ୍ଳଟ ନମ୍ବର-୮୧୨/୨୨୪୬ରେ ରୁହନ୍ତି ଏବଂ ସୁରେନ୍ଦ୍ର ମହାନ୍ତି […]