Browsing category

ଅପରାଧ

ଡେମୋ ଦେଖାଇଲା ରାକେଶ

ଖବର ଆଜିର,ତାରିଖ ୦୩-୦୨-୨୦୨୧ ବୁଧବାର ୧-ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଲାଗି ପିଏମ୍ କେୟାର ଫଣ୍ଡସ୍‌ରୁ ୨ହଜାର ୨୦୦ କୋଟି ଟଙ୍କାର ଯୋଗଦାନ ଦିଆଯାଇଛି। ୨-ଗାଡ଼ିର କାଗଜପତ୍ର ପ୍ରସ୍ତୁତିକୁ ସହଜ କଲେ ରାଜ୍ୟ ସରକାର: ଯେକୌଣସି RTOରେ ହୋଇପାରିବ ରେନୱାଲ, ରେଜିଷ୍ଟ୍ରେସନ । ୩-ଝରାଫୁଲ ମୃତ୍ୟୁ ଘଟଣା : ଶବଫିଙ୍ଗା ଡେମୋ ଦେଖାଇଲା ରାକେଶ । ୪-ୟୁଜି ଦ୍ବିତୀୟ ଓ ପିଜି ପ୍ରଥମବର୍ଷ ଶିକ୍ଷା କ୍ୟାଲେଣ୍ଡର ଜାରି, ୧୦ରୁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ୫-ଅଭ୍ୟାସ ଆରମ୍ଭ […]

ଫେବ୍ରୁଆରି ୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଖବର ଆଜିର,ତାରିଖ ୦୨-୦୨-୨୦୨୧ ମଙ୍ଗଳବାର ୧-କୋରାପୁଟରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା  ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨-ବରଗଡ : ବରାହଗୁଡାରେ ଜଣେ ବ୍ୟବସାୟୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣକରି ତାଙ୍କ ଠାରୁ ୧୧ ଳକ୍ଷ ୧୮ ହଜାର ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି । ୩-ଫେବ୍ରୁଆରି ୮ରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା । ୧୮ରୁ ବିଧାନସଭା […]

ଧାରା ୩୭୦

୧-ମର୍ମନ୍ତୁଦ ସଡ଼କ ଦୁର୍ଘଟଣା – ଓଲଟିଲା ପିକ୍‌ଅପ୍ ଭ୍ୟାନ: ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି, ୧୩ ଗୁରୁତର ଆହତ ।ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ ଜାତୀୟ ରାଜପତ ୩୨୬ର କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି। ୨-ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାର ସୋରଳ ଗାଁରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩-‘ମୋ ସ୍କୁଲ’ […]

ସଂକ୍ଷେପରେ ଖବର – କାର୍ ସାଇଡ୍ ମରାକୁ ନେଇ ସାଘାଂତିକକାଣ୍ଡ

ଚନ୍ଦ୍ରଶେଖରପୁର ତନିଷ୍କ ସୋରୁମ ଆଗରେ କାର ସାଇଡ୍ ମରାକୁ ନେଇ ତୁମୁଳକାଣ୍ଡ । ସ୍କୁଟି ଚାଳକକଙ୍କୁ କାରରେ ବସିଥିବା ଯୁବକ ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ଘଟଣାସ୍ଥଳରେ ପୋଲିସ । ପିଲାଙ୍କୁ ମିଳିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ଼ ! କୋମଳମତି ପିଲାଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ। ଦିଆଯିବ ହାପିନେସ୍ କିଟ୍। ଏହି କିଟ୍‌ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ […]

ଡକାୟତ ଗ୍ୟାଙ୍ଗକୁ ଧରିଲା ଜଟଣୀ ପୋଲିସ

ଜଟଣୀ, ୩୦/୧(ଏସ୍‌ଏସ୍‌ନିୟୁଜ)ଜଟଣୀ ଥାନାପୋଲିସ ଏକ ଡକାୟତିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛିା ଡକାୟତି କରିବାକୁ ଯୋଜନା କରିଥିବାବେଳେ କୈାଣସି ସୁତ୍ରରୁ ଖବରପାଇ ପୋଲିସ ଚଢାଉକରି ଆଇଆଇଟି ତରବୋଇରାସ୍ତାରୁ ଗିରଫ କରିଥିଲେ ।ସେମାନେହେଲେ ଏହିଥାନା ଅଂଚଳର ଏସକେ ଆଜିମ୍‌,ରେହେମାତ ସରିଫ,ରଘୁନାଥଦାସ,ଋଞନବାରିକ ।ସେମାନଙ୍କଠାରୁ ପୋଲିସ ଲୁହାରଡ,ଭୁଜାଲି,ଖଣ୍ଡା କୁ ଜବତକରି ୬୭/୨୧କେଶନଂରେ ଏକ ମକଦ୍ଦମା ରୁଜୁକରି କୋର୍ଟଚାଳଣ କରିଛି ।ସେହିଭଳିଭାବେ ଅନ୍ୟ ଏକ ଘଟଣାରେ ବାଇକଚୋରୀ ଗ୍ୟାଙ୍ଗକୁ ମଧ୍ୟ ଧରିଛି ।ସେମାନଙ୍କଠାରୁ ୧୦ଟି ଚୋରା ବାଇକ ଜବତ କରିଛି । ସେମାନେହେଲେ ତିରୁମଲର […]

ରାତି୭ଟାର ଜିଲ୍ଲା ହାଲଚାଲ ସଂକ୍ଷେପରେ,ତାରିଖ : ୨୯-୦୧-୨୦୨୧

ଭୁବନେଶ୍ବର-ଓଡିଶାରୁ ମଧ୍ୟପ୍ରଦେଶକୁ ଫେରିଯିବା ବାଘୁଣୀ ସୁନ୍ଦରୀ ,ଏନେଇ ମଧ୍ୟପ୍ରଦେଶ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକୀୟା ସୂଚନାଦେଲେପି PCCF !! ଯାଜପୁର : ୬ମାସ ହେଲା ଯାଜପୁରର କୁନି ଝିଅ ପିହୁର ମିଳୁନି ପତ୍ତା । ପୁଲିସଠୁ ନିରାଶ ହେବା ପରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ବାସଭବନ ଆଗରେ ପରିବାର ଲୋକଙ୍କ ଧାରଣା !! ମାଲକାନଗିରି : ବହୁ ଚର୍ଚ୍ଚିତ ମାଲକାନାଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା : ରହସ୍ୟ ଖୋଜିବାକୁ ତଦନ୍ତ କରିବ କ୍ରାଇମବ୍ରାଂଚ..! […]

ବଡ଼ମ୍ବା କଲେଜରେ ଅସଦାଚରଣର ଅଭିଯୋଗ

ବଡ଼ମ୍ବା,୩୦/୧(ଏସଏସନିୟୁଜ) ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଅସଦାଚରଣ ଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ସେହି କଲେଜ ର ଜଣେ ଅଧ୍ୟାପିକା । ସେ ବଡ଼ମ୍ବା କଲେଜର ଅଧକ୍ଷ ଙ୍କ ବିରୁଦ୍ଧରେ ଅସଦାଚରଣ ଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯେଉଁଥିପାଇଁ ପାଇଁ ଆଜି ବଡ଼ମ୍ବା ପୋଲିସ ପକ୍ଷରୁ ଅଧକ୍ଷ ଓ ଅଧ୍ୟାପିକା ଙ୍କୁ ପଚରାଉଚରା କରାଯାଇଥିଲା । ଯାହାକୁ ନେଇ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। ଶିକ୍ଷାନୁଷ୍ଠାନ ଭଳି ଗୋଟିଏ ପବିତ୍ର କ୍ଷେତ୍ରରେ […]

ଦେବାଦେବୀଙ୍କ ପ୍ରତିମା ଚୋରୀ ର‌୍ୟାକେଟକୁ ଧରିଲା ବାଣପୁର ପୋଲିସ

ବାଣପୁର,୩୦/୧(ଏସ୍‌ଏସ୍‌ନିୟୁଜ)ମନ୍ଦିରରୁ ବିଭିର୍ଣ ଦେବାଦେବୀଙ୍କ ପ୍ରତିମା ଚୋରୀକରୁଥିବା ର‌୍ୟାକେଟକୁ ବାଣପୁର ଥାନାପୋଲିସ ଧରିବାରେ ସକ୍ଷମ ହୋଇଛି । ଗତ ଡିସେମ୍ବରମାସରେ ବାଣପୁର ଥାନା ଅଧିନସ୍ଥ ଦକ୍ଷପ୍ରଜାପତି ମନ୍ଦିରରୁ ୨୨ଟି ମୁର୍ତିୀ ଚୋରୀ ହୋଇଥିବାର ଅଭିଯୋଗ ହୋଇଥିଲା ।ଏହି ମୁର୍ତୀଚୋରୀ ର‌୍ୟାକେଟକୁ ଧରିବାପାଇଁ ଥାନଅଧିକାରୀ ସଞୟକୁମାରପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍‌ଆଇ ଏସ୍‌.କେ.ବେହେରା, ଏସ୍‌ଆଇ ବି.କେମଲିକ କୁ ନେଇ ଗଠିତ ଟିମ ବିଭିର୍ଣ ସ୍ଥାନରେ ଚଢାଉ କରିଥିଲେ ।ବିଶେଷସୁତ୍ରରୁ ଖବରପାଇ ବରୁଣେଇ ମନ୍ଦିର ଅଂଚଳରୁ ରାଜସ୍ଥାନର କୈଳାସ ମିନାକୁ ଶୁକ୍ରବାର ଗିରଫ କରି […]

ପୁଣି କଟକରୁ ନକଲି ଘିଅକାରଖାନା ଠାବ

କଟକ, ୩୦/୧ (ଏସଏସନିୟୁଜ)ପୁଣି କଟକରୁ ନକଲି ଘିଅକାରଖାନା ଠାବ କରିଛି ପୋଲିସ।ମର୍କତନଗର ସିଡିଏ ସେକ୍ଟର-୯ ଅଞ୍ଚଳରେ ଥିବା ଏକ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଛି ମର୍କତନଗର ପୋଲିସ । ପୋଲିସ କାରଖାନା ମାଲିକକୁ ଅଟକ ରଖିବା ସହ ପଚରାଉଚରା କରୁଥିବାବେଳେ କାରଖାନାରୁ ୨୭ ଟିଣ ନକଲି ଘିଅ ଜବତ କରିଥିବା ଜଣାପଡ଼ିଛି ।  

ଧରାପଡିଲେ ୫ ଜଣିଆ ଡକାୟତଦଳ

କଟକ,୨୯/୧(ଏସଏସନିୟୁଜ) ବିଦ୍ୟାଧରପୁରର ତେଲିସାହି ପଡିଆଠାରେ ଗୁରୁବାରରାତିରେ ମାଛ ପରିବହନ କରୁଥିବା ଗାଡିଠାରୁ ଡକାୟତି କରିବାପାଇଁ ଯୋଜନା କରିଥିବାବେଳେ ଡକାୟତଦଳକୁ ଚାଉଳିଆଗଞ ପୋଲିସ ଧରିବାରେ ସକ୍ଷମ ହୋଇଛି ।ସେମାନେ ହେଲେ ବାବୁ ଓରଫ ସୁର୍ଯ୍ୟ ନାୟକ.ବୁଡୁ ଓରଫ ସନାତନଦାସ,ବୁଟୁ ଓରଫ ପ୍ରମୋଦମଲିକ,ଚୁଙ୍ଗୁଡି ଓରଫ ବାପିନକୁମାରସେଠୀ.ଗଣେଶନାୟକନାମକ ଯୁବକଙ୍କୁ ଗିରଫ କରିଛି ପୋଲିସ ।ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ, ଜୀବନ୍ତଗୁଳି, କଙ୍କୁରୀ,ମୋବାଇଲଫୋନ,ଦୁଇଟିବାଇକ ଜବତ କରିଛି । ପୋଲିସ ଅନୁସନ୍ଧାନ ବେଳେ ବୁଡୁ ଓରଫ ସନାତନଦାସଙ୍କ ନାମରେ ପୁର୍ବରୁ ୭ଟିକେଶ ଚାଉଳିଆଗଞ ଓ […]