Browsing category

ଅପରାଧ

ପୁଅ କାରନାମା- ବିଷ ପିଇଲେ ବାପାମାଆ

ଦିଗପହଣ୍ଡି,୩୦ା୭(ଏସଏସନିଉଜ) ପୁଅର କଳା କାରନାମା ପାଇଁ ବିଷ ପିଇଲେ ବାପା ମାଆାସଦରଥାନା ଗୌତମୀରେ ବାପାମାଆଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି ।ଯାହାଫଳରେ ମାଆ ମୃତ୍ୟୁବରଣ କରିଥିବାବେଳେ ବାପା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।ଚାକିରି ଦେବା ନାଁରେ ପୁଅ ଲୋକଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ ଆସିଛି ।ଲୋକ ଘରକୁ ଆସି ଟଙ୍କା ମାଗିବାରୁ ଅସହ୍ୟ ହୋଇ ବାପାମାଆ ବିଷ ପିଇଦେଲେ ଜଣାପଡିଛି ।  

ବରିଷ୍ଠ IPS ରାଜେଶ ପଣ୍ଡିତ ସସ୍‌ପେଣ୍ଡ

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ବରିଷ୍ଠ IPS ରାଜେଶ ପଣ୍ଡିତଙ୍କ ବିରୁଦ୍ଧରେ ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ନେଇଛି ଗୃହ ବିଭାଗାରାଜେଶ ପଣ୍ଡିତ ଅଗ୍ନିଶମ ବିଭାଗର ଊଓଏ ଥିଲୋ୨୭ ତାରିଖ ରାତିର ଏକ ଘଟଣାକୁ ନେଇ ସସ୍‌ପେଣ୍ଡ ହୋଇଛନ୍ତି ।ତାଙ୍କ ନାମରେ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟହାର ଅଭିଯୋଗଆସିଛି ।ମହିଳା ଅଧିକାରୀଙ୍କୁ ଘରୁ ଟାଣି ଆଣିଥିବା ସହ ବାହା ହେବାକୁ ଧମକ ଦେଇଥିଲେ ।ତେବେ ଊଓଏ ରାଜେଶ ପଣ୍ଡିତଙ୍କ ନିଲମ୍ବନ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁସୂଚନା ଦିଆଯାଇଛି ।ପଦ ମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗ ଥିଲାûଦିଲ୍ଲୀରୁ ନୀତି […]

ପାଣିରେ ବୁଡ଼ି ଅଙ୍ଗନବାଡ଼ି କେନ୍ଦ୍ରର ୩ ଶିଶୁ ମୃତ

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ଆନନ୍ଦପୁର ହାଟଡିହି ବ୍ଲକ ଆତ୍ରୁକଣା ନିକଟ ଅଙ୍ଗନବାଡି କେନ୍ଦ୍ରରେ ଅଘଟଣଘଟିଛି । ଅଙ୍ଗନବାଡିକୁ ଆସି ପୋଖରୀରେ ବୁଡି ୩ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରି ଆଗରପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ୩ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି ଆଗରପଡ଼ା ମେଡିକାଲ ଡାକ୍ତର ।

ଲାଭବାନ ଠିକାସଂସ୍ଥା

ବାରଙ୍ଗ,୨୯ା୭(ଏସଏସନିଉଜ)ବାରଙ୍ଗ ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵରେ ଲାଗୁଛି ବଡବଡ ହୁଡ଼ିଂ।ଠିକା ସଂସ୍ଥାମାନେ ଏହାକୁନେଇ କାମ କରୁଛନ୍ତି।ନିଜେ ଲାଭବାନ ହେବା ଉଦ୍ଦେଶ୍ୟରେ ଶ୍ରମିକ ମାନଙ୍କୁ କାମରେ ଲଗାଉଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ ଦୃଷ୍ଟି ଦେଉନଥିବାର ଦେଖିବାକୁ ମିଳିଛି।ସୋମବାର ଦିନ ତ୍ରିଶୂଳିଆରୁ ଓଡିଶା ଉଚ୍ଚନ୍ୟାୟାଳୟକୁ ସଂଯୋଗ କରୁଥିବା ସୁବାଷସେତୁ ନିକଟରେ ଏକ ବିଜ୍ଞାପନ ହୋର୍ଡିଂକାର୍ଯ୍ୟ ଚାଲୁ ରହିଛି। ବିପଦସଙ୍କୁଳ ଅବସ୍ଥାରେ ଏକ ବିଜ୍ଞାପନ ହୋର୍ଡିଂକାର‌୍ୟ୍ୟରେ ଶ୍ରମିକମାନେ କାମ କରୁଥିବାର ଦେଖିବାକୁ ମିଳିଛି।ବହୁ ଉଚ୍ଚରେରହି କାମ କରୁଥିବାରୁ ସେମାନଙ୍କ ସୁରକ୍ଷାସାମଗ୍ରୀ (ବେଲ୍ଟ, […]

ପଣ୍ଡିତଙ୍କୁ ଆକ୍ରମଣ ଘଟଣା

ବାରଙ୍ଗ,୨୯ା୭(ଏସଏସନିଉଜ)ରବିବାର ବିଳମ୍ଭିତ ରାତିରେ ନନ୍ଦନକାନନଥାନା ଅଧିନସ୍ଥ ମରଚିଆଗ୍ରାମର ପଣ୍ଡିତ ଗୋପାଳଦାସ ନାମକ ବୃଦ୍ଧଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ପୋଲିସ ସୋମବାରଦିନ ଗୋଟିଏ ପରିବାରର ୪ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ କୃଷ୍ନଚନ୍ଦ୍ରରାଉତ(୫୫)ସ୍ତ୍ରୀମମତାରାଉତ(୪୫),ପୁଅଶିଧାନ୍ତରାଉତ(୨୨) ଓ ଝିଅ କରିସ୍ମାରାଉତ (୨୧)ା ପ୍ରକାସ ଯେ,ପଣ୍ଡିତ ଗୋପାଳଦାସଙ୍କ ପଡୋଶୀ କୃଷ୍ନଚନ୍ଦ୍ରରାଉତ ଅଟନ୍ତି ।ଗୋପାଳଙ୍କ ନଳକୁପ ନିକଟରେ କୃଷ୍ନଚନ୍ଦ ଏକ ପାଇଖାନା ଟାଙ୍କି ନିର୍ମାଣ କରିଛନ୍ତି ।ଯାହାକି ଟାଙ୍କିଟିକୁ ଘୋଡଣି ନଘୋଡାଇ ଖୋଲା ଛାଡିଦେଇଥିଲେ । ଏହାକୁନେଇ ଉଭୟଙ୍କ ପରିବାର ମଧ୍ୟରେ […]

ଢେଙ୍କାନାଳରେ ବୋମାମାଡ଼

ଢେଙ୍କାନାଳ,୨୮ା୭(ଏସଏସନିଉଜ) ଢେଙ୍କାନାଳ ଟାଉନ୍ ଥାନାଅନ୍ତର୍ଗତ ଖମାରସାହିରେ ଜଣେ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି ।ଦୁଇଜଣଯୁବକ ବୋମାମାଡ଼ କରି ଫେରାର ହୋଇଯାଇଥିବା ସିସି ଟି.ଭିଫୁଟେଜରେ ଦେଖିବାକୁ ମିଳିଛି ।ଖମାରସାହିର ଲକ୍ଷ୍ମୀପୂଜା କମିଟିର ସଂପାଦକ ସୁଶାନ୍ତକୁମାରସାହୁଙ୍କଘରକୁ ବୋମାମାଡ଼କରି ଦୁର୍ବୃତ୍ତ ଫେରାରହୋଇଛି ।ବୋମାମାଡ଼ରେ ସୁଶାନ୍ତଙ୍କଘର ଗେଟ୍ ଭାଙ୍ଗିଯାଇଥିବାସହ ପରିବାରଲୋକ ଭୟଭୀତ ହୋଇପଡ଼ିଛନ୍ତି ।ହାତରେ ଦୁଇଟିବୋମା ଧରିଆସିଥିଲେ ଦୁର୍ବୃତ୍ତ । ବୋମାମାଡ଼ର କିଛିସମୟପୂର୍ବରୁ ସୁଶାନ୍ତଙ୍କଫୋନକୁ ଅଜଣା ନମ୍ବରରେ ଧମକଦେଇ କେହିଜଣେ ଫୋନ୍ କରିଥିବା ଅଭିଯୋଗହୋଇଛିା ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ସିସିଟିଭି […]

ରାସ୍ତାକଡ଼ରେ ଲାଗିଲା ମାଓ ପୋଷ୍ଟର

କଳାହାଣ୍ଡି,୨୮/୭(ଏସଏସନିଉଜ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପୋଖରୀଘାଟ ଗାଁରମୁଖ୍ୟ ରାସ୍ତା କଡ଼ରେ ମାଓ ପୋଷ୍ଟର ଲାଗିଛି ।ଦୀର୍ଘ ଦିନର ବ୍ୟବଧାନ ପରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଏହା ଲାଗିଥିବା ପୋଷ୍ଟରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ସହିଦ ସପ୍ତାହ ପାଳନ କରିବା ପାଇଁ ଲୋକଙ୍କୁ ଚେତାବନୀ ଦିଆଯାଇଛି । ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା ମାଓବାଦୀ ମାନଙ୍କୁ ନ୍ୟାୟ ଦାବିରେ ଏହି ସହିଦ ସପ୍ତାହ ପାଳନ କରାଯାଉଥିବା ପୋଷ୍ଟରରେ ଉଲ୍ଲେଖ […]

ବୈତରଣୀରେ ବୁଡିଗଲେ କାଉଡିଆ

ଭୁବନେଶ୍ଵର,୨୮/୭(ଏସଏସନିଉଜ)ବୈତରଣୀ ବଲ୍ଲଭିଘାଟରେ ଅଘଟଣ ଘଟିଛି।ଜଳଉଠାଇ ବାବାଆଖଣ୍ଡଳମଣୀଙ୍କୁ କରିଥାନ୍ତେ ଜଳାଭିଷେକ।କିନ୍ତୁ ଜଳଉଠାଇବାକୁ ଯାଇଥିବା ବେଳେ ବଲ୍ଲଭି ଘାଟରେ ବୁଡିକାଉଡ଼ିଆଙ୍କ ମୃତ୍ୟୁ ହୋଇଛି।ଆରଡ଼ିସ୍ଥିତ ଆଖଣ୍ଡଳମଣି ବାବାଙ୍କ ନିକଟକୁ ପାଣି ନେବା ପାଇଁ ଆସିଥିଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାନ୍ତ ସାମଲ ।ପାଣି ଉଠାଇବା ବେଳେ ନଦୀରେ ବୁଡିଯାଇଥିଲେ।ପ୍ରଶାନ୍ତ ବୁଡ଼ିବା ଦେଖି ଆଉ ଜଣେ କାଉଡ଼ିଆ ମନ୍ମଥ ସାମଲ ଉଦ୍ଧାର କରିବାକୁ ଯାଇ ବୁଡ଼ି ଯାଇଥିଲେ।ମନ୍ମଥଙ୍କୁ ଉଦ୍ଧାରେ କରାଯାଇଥିବାବେଳେ ପ୍ରଶାନ୍ତ କିନ୍ତୁ ପାଣିରେ ବୁଡିଯାଇ ପ୍ରାଣ ହରାଇଥିଲେ ।

କାନାରାବ୍ୟାଙ୍କ୍ ରୁ ଲୁଟ ଉଦ୍ୟମ

ବାରଙ୍ଗ,୨୬/୭(ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ନରାଜ ମାର୍ଥାପୁରଠାରେ ଥିବା କାନାରା ବ୍ୟାଙ୍କ୍ ରୁ ବିଳମ୍ବିତରାତିରେ ଲୁଟ ଉଦ୍ୟମ ହୋଇଥିବାର ଅଭିଯୋଗ ହୋଇଛି।ପୋଲିସ ଅଭିଯୋଗ ପାଇବା ପରେ ସନ୍ଧାନୀକୁକୁର ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ପ୍ରକାଶ ଯେ,ଗୁରୁବାର ରାତି ୧.୧୫ମିନଟ ସମୟରେ ମୁହଁରେ ଗାମୁଛାବାନ୍ଧି ଆସିଥିବାଦୁଇଜଣ ଦୁର୍ବୃତ୍ତ ବ୍ୟାଙ୍କ୍ ର ଝରକା ଭାଙ୍ଗି ଭିତରକୁ ପଶିଥିଲେ ।ବ୍ୟାଙ୍କର ଦକ୍ଷିଣପାର୍ଶ୍ୱରେ ଥିବା ଝରକାକୁ ଏକ ଶାବଳ ସାହାଯ୍ୟରେ ତାଡି ଦୁର୍ବୁତମାନେ ଭିତରକୁ ପ୍ରବେଶ କରିଥିଲେ ।ଶୁକ୍ରବାରଦିନ ବ୍ୟାଙ୍କ୍ ଖୋଲିବାବେଳେ ଝରକା […]

ରାସ୍ତାରେ ଓଲଟିଲା ଇଟାବୋଝେଇ ମିନିଟ୍ରକ

ମେଣ୍ଢାଶାଳ,୨୬ା୭(ଏସଏସନିଉଜ)ଚନ୍ଦକା-ପିତାପଲ୍ଲୀରାସ୍ତାର ମେଣ୍ଢାଶାଳବଜାରପୁର୍ବରୁ ପଂଚବଟିହୋଟେଲଠାରେ ଶୁକ୍ରବାରଦ୍ୱହିପହର ସମୟରେ ଏକ ମିନିଟ୍ରକ ଭାରସମ୍ୟହରାଇ ରାସ୍ତାଉପରେ ଓଲଟିପଡିଛି ।ଯାହାଫଳରେ ଜଣେଶ୍ରମିକର ମୃତ୍ୟୁଘଟିଥିବାବେଳେ ଚାଳକ ସହ ୩ଜଣଶ୍ରମିକ ଗୁରୁତରଆହତ ହୋଇଛନ୍ତି ।ଚାଳକର ଅବସ୍ଥା ଗୁରୁତରହେଉଥିବାରୁ ତାଙ୍କୁ ଚିକିସ୍‌ାପାଇଁ ରାଜଧାନୀ ଚିକିସ୍‌ାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରକାସ ଯେ,ଶୁକ୍ରବାର ଦ୍ୱିହିପହର ସମୟରେ ଗୋଠପାଟଣାଗ୍ରାମରୁ ଓଡି୦୨-ସିଏଚ୍‌-୧୬୬୫ନଂ ମିନିଟ୍ରକଟି ଇଟାନେଇ ଛତାବର ଆସୁଥିଲା ।ଦ୍ରୁତଗତିରେଆସୁଥିବାରୁ ମିନିଟ୍ରକର ଡାହଣପଟ ପଛଚକ ଫାଟିଯିବାରୁ ଭାରସମ୍ୟହରାଇ ରାସ୍ତା ଉପରେ ଓଲଟିପଡିଥିଲା ।ସେହିସମୟରେ ଇଟା ଉପରେ ବସିଥିବା ବାପିନାୟକନାମକ ଶ୍ରମିକ ଡେଇଁପଡିବାରୁ ଗାଡିତଳେଚାପିହୋଇ […]