Browsing category

ଅପରାଧ

ରାସ୍ତାରେ ବସିଛନ୍ତି ୱାଗନ ଲୋଡିଂଶ୍ରମିକ

କେନ୍ଦୁଝର,୧ା୮(ଏସଏସନିଉଜ) ହରିଚନ୍ଦନପୁରବ୍ଲକ୍ ବ୍ରାହ୍ମଣୀପାଳଠାରେ ୱାଗନଲୋଡିଂ ଶ୍ରମିକମାନେ ବ୍ରାହ୍ମଣୀପାଳ-ଦୈତାରି ରାସ୍ତାକୁ ପ୍ରବଳବର୍ଷାରେ ଅବରୋଧ କରିଛନ୍ତି। ଯାହାଫଳରେ ରାସ୍ତାକଡ଼ରେ ଶହଶହ ଟ୍ରକ୍ ଛିଡ଼ା ହୋଇ ଚାଳକ ଓ ହେଲପର୍‌ମାନେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି।ତେବେ ଛୋଟ ଗାଡ଼ି ଗୁଡ଼ିକୁ ଛାଡ଼ୁଥିବା ବେଳେ ଭାରୀଯାନଗ ଗୁଡ଼ିକୁ ଅଟକ ରଖିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।୩୬ଘଂଟା ବିତିଯାଇଥିଲେ ମଧ୍ୟ ରାସ୍ତାରୋକ ଚାଲୁଥିବାରୁ ଚାଳକ ଓ ହେଲପର୍‌ମାନେ ଖାଇବା ପାଇଁ ବହୁ ହଇରାଣ ହରକତ […]

କଲୋନୀରୁ ସିରିଜ୍ ଚୋରି

ରାଉରକେଲା, ୧ା୮(ଏସଏସନିଉଜ) ଟେନସାଫାଣ୍ଡି ଅଧୀନସ୍ଥ ଜିନ୍ଦଲକମ୍ପାନୀ କଲୋନୀରେ ଗତକାଲିରାତିରେ ୬ କ୍ୱାର୍ଟସରେ ଚୋଘରମାନେ କଳାକନା ବୁଲାଇଛନ୍ତି। କ୍ୱାର୍ଟସରେ ତାଲାଭାଙ୍ଗି ଚୋରମାନେ ଲକ୍ଷାଧିକଟଙ୍କାର ସୁନାଗହଣା ଓ ନଗଦଅର୍ଥ ଲୁଟି ନେଇଛନ୍ତି। ଖଣିରେ କାମ କରୁଥିବା ଅଧିକାରୀ ଓ କର୍ମଚାରୀ ଛୁଟିରେ ଗାଁକୁ ଯାଇଥିଲେ। ଏହାର ସୁଯୋଗ ନେଇ ଚୋରମାନେ ଏମିତି କାଣ୍ଡ ଭିଆଇଛନ୍ତି।ପୋଲିସ ପହଁଚି ତଦନ୍ତଆରମ୍ଭ କରିଛି ।  

ଭଦ୍ରକରେ ଚାଲିଲା ମୋହନଙ୍କ ବୁଲଡୋଜର

ଭଦ୍ରକ, ୧ା୮(ଏସଏସନିଉଜ) ଗୁରୁବାରଭଦ୍ରକର କଚେରୀବଜାର ଓ ବିଭିନ୍ନ ଅଞ୍ଚଳରେ ବେଆଇନ ଜବରଦଖଲକାରୀଙ୍କ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁସାରେ ବୁଲଡୋଜର ଚାଲିଛିା ପ୍ରଥମଦିନରେ ସହର ମଧ୍ୟରେ ଅପତ୍ତିବିନ୍ଧା ନିକଟରେ ସରକାରୀଜମିକୁ ଅବରୋଧକରି ହୋଇଥିବା ଦୋକାନଗୁଡିକୁ ଜିଲ୍ଲା ପ୍ରଶାସନଉଚ୍ଛେଦ କରିଛି । ଯେଉଁମାନେ ବେଆଇନ୍ ଭାବରେ ରାସ୍ତା ଉପରେ, ନୟନ ଜୋରି ଉପରେ, ଡ୍ରେନ ଉପରେ ଦୋକାନ ଘର କରି ବ୍ୟବସାୟ କରୁଛନ୍ତି, ସେମାନେ ଏହି ବେଆଇନ୍ ଜବର ଦଖଲରୁ ନିଜ ଆଡୁ ଉଠିଯାନ୍ତୁ, […]

ତ୍ରିଶୁଳିଆ ବ୍ରିଜରେ ଅଜଣାସ୍କୁଟି

  କଟକ,୩୧/୭(ଏସଏସନିଉଜ) ତ୍ରିଶୁଳିଆ ସୁବାଷ ସେତୁରେ ନାଲି ସ୍କୁଟିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ବ୍ରିଜ ଉପରେ ସ୍କୁଟି ସହ ରହିଛି ଚପଲ, ଆରୋହୀଙ୍କ ମିଳୁନି ପତ୍ତା।କେହି ଗାଡ଼ି ରଖିଦେଇ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।ପାଣି ଅଧିକ ଥିବାରୁ କିଛି ଜଣାପଡ଼ୁନି, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗାଡ଼ିର ନମ୍ୱର ଯାଞ୍ଚ କରି ଗାଡ଼ି ମାଲିକ ର ନାମ ଓ ଠିକଣା ଜାଣିବାକୁ ଉଦ୍ୟମ କରିଛି ପୋଲିସ।ଏହାସହ ସେହି ପରିବାରକୁ ଗାଡ଼ି ଥୁଆ ହୋଇଥିବା ନେଇ […]

ଫାଇନାନ୍ସ କର୍ମଚାରୀମାନଙ୍କୁ କୋଦାଳମାଡ

ବାରଙ୍ଗ,୩୦ା୭(ଏସଏସନିଉଜ) ରୁଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ମାନେ ଷଣ୍ଢପୁରଗ୍ରାମକୁ ରୁଣଆଦାୟ କରିବାକୁ ଆସିଥିବାବେଳେ ସେମାନଙ୍କୁ ମରଣାନ୍ତକ ଆକ୍ରମଣର ଉଦ୍ୟମ କରାଯାଇଥିବାର ଗୋଡିସାହି ଫାଣ୍ଡିରେ ଅଭିଯୋଗ ହୋଇଛି । ଏହି କର୍ମଚାରୀମାନେ ଘଟଣାସ୍ଥଳରୁ ଖସିଆସି ଗ୍ରାମବାସୀମାନଙ୍କ ହାବୁଡରେ ପଡିଯିବାରୁ ସୈାଭଗ୍ୟ ବଶତଃ ବଂଚିଯାଇଥିବାର ଜଣା ପଡିଛି । ପ୍ରକାଶଯେ , ମଙ୍ଗଳବାର ସକାଳସାଢ଼େଦଶଟା ସମୟରେ ଆଡିଏଫସି ଫାଇନାନ୍ସ, ଅନ୍ନପୂର୍ଣ୍ଣା ଫାଇନାନ୍ସ ଓ ଉଜ୍ଜିବନି ଫାଇନାନ୍ସ ଆଦି ତିନୋଟି ରୁଣପ୍ରଦାନକାରୀ ସଂସ୍ଥାଠାରୁ ୩ଜଣ କର୍ମଚାରୀ ୨ଟିବାଇକ ଯୋଗେ କଟକ ମହାନଗରନିଗମର […]

ରାଜଧାନୀରୁ ନିଖୋଜ, ନିଆଳିରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ରାଜଧାନୀରୁ ନିଖୋଜ, ନିଆଳିରୁ ମୃତଦେହ ଉଦ୍ଧାର। ପରିବାର ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣଙ୍କ ହେଉଛନ୍ତି ବରମୁଣ୍ଡାର ନବଘନ ପାଟ୍ଟଶାଣୀ। ଗତ ୧୭ ତାରିଖରେ ସେ ବରମୁଣ୍ଡାରୁ ନିଜ କାର ଧରି ବାହାରିଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ ଏଫଆଇଆର ଦେଇଥିଲେ।ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ […]

ଦୋକାନରେ ବୁଲାଇଲେ କଳାକନା,ଧରିଲା ପୋଲିସ

ଜଟଣୀ , ୩୦ା୭(ଏସଏସନିଉଜ)ଜଟଣୀ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛନ୍ତି । ସେମାନେ ହେଲେ ତିରିମଲର ଶ୍ରିକାନ୍ତପ୍ରଧାନ ଓସୁସିଲଛୁଆଳସିଂା ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ଭୁବନେଶ୍ବରର ଏକ ସରକାରୀ କାର୍ଯ୍ୟାଳୟରେ କାର‌୍ୟରତ। ଗତ ଜୁନ୨୬ତାରିଖ ସନ୍ଧ୍ୟାରେ ସେ ନିଜ କାମ ସାରି ଅଫିସ ଲକ କରି ଘରକୁ ଯାଇଥିଲେ। ପୁନଶ୍ଚ ଗତ ୨୮ତାରିଖରବିବାରଦିନ ଅଫିସକୁ ଆସି ଅଫିସ ତଲାଭାଙ୍ଗିଥିବାର ଓ ସେଠାରୁ ସିପିୟୁ,ମାଉସ […]

ରାସ୍ତା ଉପରେ ଜଳିଗଲା କାର

ଚନ୍ଦ୍ରଶେଖରପୁର,୩୦ା୭(ଏସଏସନିଉଜ) ପଟିଆ ନିକଟ କୋୟଲ କ୍ୟାମ୍ପସ ପାଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଚଳନ୍ତା କାର ରାସ୍ତାଉପରେ ହୁତୁହୁତୁ ହୋଇ ଜଳିଯାଇଛି। ହଠାତ କାରଟି ଜଳିବାଦେଖି ସ୍ଥାନୀୟ ଲୋକମାନେ କାର ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ କାରଟିକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ।

ଗାଁରେ ବୁଲୁଛି ବାଘ !

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ଜଙ୍ଗଲ ଛାଡି ଗାଁ ମୁହାଁ ବାଘ । ଯାହକୁନେଇ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜରେ ଥିବା ଘାଗରାମୁଣ୍ଡା ଗାଁ । ସିସିଟିଭି କ୍ୟାମେରାରେ ବାଘ ଯାଉଥିବା ଦୃଶ୍ୟ କେଦ ହେବାପରେ ଏବେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ ।ଖବରପାଇ ବନବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଁଚି ପକୃତରେ ବାଘ ନା ଆଉ କଣ ତାହାଜାଣିବାପାଇଁ ଉଦ୍ୟମ ।ାରମ୍ଭ କରିଛନ୍ତି ।ଅନ୍ୟପଟେ ଭୟଭୀତ ନହେବା ପାଇଁ ଡ଼ାକବାଜି […]

ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଟ୍ରାକରୁ ଖସି ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି ।ଚକ୍ରଧରପୁର ଡିଭିଜନର ରାଜଖରସୁଆଁ-ଓବାରବାମ୍ବୋ ମଝିରେ ଭୋର୍ ୩ଟା ୩୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ବର୍ତ୍ତମାନ ସୁଦ୍ଧା ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେଲୱେ ମେଡିକାଲ ଟିମ୍ ସେମାନଙ୍କୁ ଚିକିତ୍ସା କରିଥିଲେ। ଅନ୍ୟ ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାୱଡା-ମୁମ୍ବାଇ ଏକ୍ସପ୍ରେସର ପାଖାପାଖି […]