Browsing category

ଅପରାଧ

ଏକ୍ସପ୍ରେସରେ ଲାଗିଲା ନିଆଁ

ଭୁବନେଶ୍ୱର,୪ା୮(ଏସଏସନିଉଜ)ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍‌ରେ ଲାଗିଯାଇଥିଲା ନିଆାଁ ହୁତୁହୁତୁ ହୋଇ ଜଳିଗଲା ଟ୍ରେନ୍‌ା କୋରବା-ବିଶାଖାପାଟଣା ଏକ୍ସପ୍ରେସର ୩ଟି ଏସି କୋଚ୍‌ରେ ଲାଗିଥିଲା ନିଆାଁବିଶାଖାପାଟଣା ଷ୍ଟେସନର ୪ ନଂ ପ୍ଲାଟଫର୍ମରେ ଅଘଟଣ ଘଟିଥିଲା ।ତେବେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।କୋରବା-ବିଶାଖାପଟ୍ଟନମ୍ ଏକ୍ସପ୍ରେସ ତିରୁପତି ଅଭିମୁଖେ ଯାତ୍ରା କରୁଥିଲା। ଏହା ବିଶାଖାପଟ୍ଟନମ୍ ଷ୍ଟେସନ୍‌ର ୪ନମ୍ୱର ପ୍ଲାଟଫର୍ମରେ ଅଟକି ଥିଲା। ହଠାତ୍ ଟ୍ରେନ୍‌ର ଏସି କୋଚ୍‌ରୁ ଧୂଆଁ ବାହାରିବା ଦେଖିବାକୁ ମିଳିଥିଲା। ଏହାଦେଖି […]

ଷଣ୍ଢ ପାଇଁ ଜଳିଗଲା କାର

ପୁରୀ,୪ା୮(ଏସଏସନିଉଜ)ଷଣ୍ଢକୁ ବଞ୍ଚାଇବାକୁ ଯାଇ ସ୍କୁଟି-କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ କାରରେ ଲାଗିଯାଇଥିଲା ନିଆଁ। ଚାହୁଁ ଚାହୁଁ କାର ହୁତୁ ହୁତୁ ହୋଇ ଜଳିବାକୁ ତେବେ ସୌଭାଗ୍ୟବଶତଃ କାରରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।ଭୁବନେଶ୍ବରରୁ ପୁରୀ ଅଭିମୁଖେ ଓଲା ସ୍କୁଟି ଓ କାର୍ ଯାଉଥିବାବେଳେ ହଠାତ୍ ରାସ୍ତା ଉପରକୁ ଏକ ଷଣ୍ଢ ମାଡ଼ି ଆସିଥିଲା । କାରଚାଳକ ଗାଡ଼ିକୁ ବାମପଟକୁ କାଟିବାରୁ […]

ମନ୍ଦିର କାନ୍ଥଭୁଶୁଡ଼ି ଚାଲିଗଲା ୯ ଜୀବନ

ଭୁବନେଶ୍ୱର,୪ା୮(ଏସଏସନିଉଜ) ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରରେ ଥିବା ହରଦୌଲ ବାବାଙ୍କ ମନ୍ଦିରରେ ବଡ଼ ଅଘଟଣ ଘଟିଛି ।ଲଗାଣ ବର୍ଷାରେ ମନ୍ଦିର କାନ୍ଥ ଭୁଶୁଡ଼ିପଡିବାରୁ ୯ଜଣ ନୀରିହ ଶିଶୁଙ୍କର ଜୀବନ ଯାଇଛି।ଏଥିରେ ଆଉ କିଛି ପିଲା ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶ୍ରାବଣମାସ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଥିବାବେଳେ ବାବାଙ୍କ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମଚାଲିଥିଲା। ଏତିକିବେଳେ କାନ୍ଥ ହଠାତ୍ ଭୁଶୁଡ଼ିପଡିବାରୁ ଭଙ୍ଗା କାନ୍ଥ ତଳେ ୯ ଜଣ ପିଲା ଚାପି ହୋଇ […]

କାରକକୁ ଧକ୍କାଦେଇ ଓଲଟିଲା ମାଲବୋଝେଇ ଟ୍ରକ

କଟକ,୩।୮(ଏସଏସନିଉଜ)କଟକ ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ବାଲିକୁଦା ଟ୍ରାଫିକଛକ ନିକଟରେ ଶନିବାର ରାତିରେ ଏକ କାରକୁ ପଛରୁ ଧକ୍କାଦେଇ ରାସ୍ତାରେ ଓଲଟିପଡ଼ିଛି ମାଲବୋଝେଇ ଟ୍ରକ। ଶନିବାର ରାତି ୯ ଟା ସମୟରେ ଏକ କାରକୁ ପଛରୁ ଧକ୍କାଦେଇ ମାଲ ବୋଝେଇ ଟ୍ରକରାସ୍ତା ଉପରେ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ କାର ଭିତରେ ଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ଓ ଆର-୦୫-ଏମ-୦୬୧୨ ନମ୍ବର କାରକୁ ପଛରୁ ଆର ଜେ-୦୨- ଜିବି-୨୦୬୦ ନମ୍ବର […]

ପୋଲିସ କବାଜରେ ପଡିଛନ୍ତି ରସିକିଆ ପ୍ରେମିକ

ଭୁବନେଶ୍ବର,୩/୮(ଏସଏସନିଉଜ)କ୍ୟାପିଟାଲ ପୋଲିସ କବାଜରେ ପଡିଛନ୍ତି ରସିକିଆ ପ୍ରେମିକ।ରସିକିଆ ପ୍ରେମିକ ଏକାଧିକ ମହିଳାଙ୍କୁ ବିବାହ କରି ଲୁଟୁଥିଲା ଟଙ୍କା।ମାଟ୍ରିମୋନିଆଲରେ ସମ୍ପର୍କ କରି ବିବାହ ପ୍ରସ୍ତାବ ଦେଉଥିଲା ।ମହଙ୍ଗା ପଡ଼ିଛି ୫ସ୍ତ୍ରୀଙ୍କ ସ୍ୱାମୀଙ୍କମଜନୁଗିରି।ଏବେବି ମଜୁନଙ୍କ ଲାଇନରେ ଥିଲେ ୪୯ ମହିଳା।ହେଲେ ମହଙ୍ଗା ପଡ଼ିଗଲା ମହିଳା ପୁଲିସ୍ ସହ ଚାଟିଂ କରିବା । କମିଶନରେଟ୍ ପୁଲିସ୍ ପଞ୍ଝାରେ ପଡ଼ିଗଲେ ଏହି ମଜନୁ ।ଅଭିଯୁକ୍ତ ସତ୍ୟଜିତ ସାମଲକୁ ଧରିଲା କ୍ୟାପିଟାଲ ପୋଲିସ ।ଲୁଟ୍ ଟଙ୍କା ଦୁବାଇ ନେଇ ପଳାଇଥିଲା ଅଭିଯୁକ୍ତ ସତ୍ୟଜିତ।ଅଭିଯୁକ୍ତକୁ ଗିରଫ […]

୩ଦିନ ପରେ ବି ମିଳିପାରିନି ବ୍ୟବସାୟୀଙ୍କ ପତା

ବାରଙ୍ଗ,୨ା୮ (ଏସଏସନିଉଜ) ତ୍ରିଶୂଳିଆ ନିକଟସ୍ଥ କାଠଯୋଡ଼ିର ନେତାଜୀ ସୁବାଷସେତୁ ଉପରେ କାର ଓ ଚପଲ ଛାଡ଼ି ଜଣେ ଗୁଜୁରାଟୀ ଅନଲାଇନ୍ ଟ୍ରେଡର୍ ଯୁବକ ବୁଧବାରଠାରୁ ନିଖୋଜ ହୋଇଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ପତା ମିଳିପାରିନାହିଁ।ନିଖୋଜ ବ୍ୟବସାୟୀ ହେଉଛନ୍ତି ତୁଷାର ଭଟ୍ଟ(୩୦)। ତାଙ୍କ ନିଖୋଜ ସଂକ୍ରାନ୍ତରେ ପତ୍ନୀ ବାରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୨/୨୪କେସ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରକାସ ଯେ, ଗୁଜୁରାଟର ତୁଷାର ଭଟ୍ଟ ଚନ୍ଦ୍ରଶେଖରପୁର ଅଞ୍ଚଳରେ […]

ବିକଟାଳ ଶବ୍ଧ କରୁଥିବା ୨ ବାଇକ ଜବତ

ବାରଙ୍ଗ,୨ା୮(ଏସଏସନିଉଜ) ବିକଟାଳ ଶବ୍ଧ କରି ରାସ୍ତାରେ ଯାଉଥିବା ଦୁଇଟି ବାଇକକୁ ଜବତ କରିଛି ଗୋଡିସାହିଫାଣ୍ଡିପୋଲିସ ।ଶୁକ୍ରବାର ସନ୍ଧ୍ୟାରେ ଫାଣ୍ଡିଅଧିକାରୀ ବିଚିତ୍ରପ୍ରଧାନ ସଦଳବଳେ ପେଟ୍ରୋଲିଂ ପାଇଁ ଯାଉଥିବାବେଳେ ଶ୍ରୀଶ୍ରୀ ୟୁନିଭରସିଟି ପାଖରେ ବିକଟାଳଶବ୍ଧ କରି ଦୁଇଟି ବାଇକ ଆସୁଥିଲେ ।ଯାହାକି ଉକ୍ତରାସ୍ତାରେ ଯାଉଥିବା ପଥଚାରୀମାନଙ୍କଠାରୁ ଆରମ୍ଭ କରି ଗାଡିଚାଳକମାନେ ଭୟଭିତ ହୋଇଯାଉଥିଲେ ।ଗାଡିର କାଗଜପତ୍ର ଓ ଡ୍ରାଇଭିଂଲାଇସେନ୍ସ ଚାଳକ ଦୁଇଜଣ ନଦେଖାଇପାରିବାରୁ ପୋଲିସ ଗାଡିଦୁଇଟିକୁ ଜବତକରି କଟକ ଆରଟିଓଙ୍କୁ ସୁଚନାଦେବାସହ ଚାଳକଦୁଇଜଣଙ୍କୁ ଅଟକ ରଖିଛି ।  

ଅଧିକ୍ଷଣଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍!

ବାଲେଶ୍ୱର,୨/୮(ଏସଏସନିଉଜ) ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି। ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ହେଉଛନ୍ତି ପ୍ରଭାସ ଚନ୍ଦ୍ର ପ୍ରଧାନ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ୍ କରିଛି।ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରଖିଛି।

୪ଟିଘରୁ ସିରିଜ୍ ଚୋରି

ବଣାଇ,୨/୮(ଏସଏସନିଉଜ) କଲୋନୀରେ ପଶି ୪ଟି ଘରୁ ଲୁଟିନେଲେ ଦୁର୍ବୃତ୍ତ।ଦରେଇକଳା ଗେଷ୍ଟହାଉସ୍‌ କଲୋନୀରେ ଚୋରି ଅଭିଯୋଗ ଆସିଛି। ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଛି।ଘରର କବାଟ ଭାଙ୍ଗି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍‌ ହୋଇଥିବାର ଅଭିଯୋଗ ହୋଇଛି।

ଓଆଇଏସଏଫ ନଜରରେ ରହିବ ନନ୍ଦନକାନନ

ବାରଙ୍ଗ,୧ା୮(ଏସଏସନିଉଜ)ଗୁରୁବାରଠାରୁ ନନ୍ଦନକାନନ ଜଗିବେ ଓଆଇଏସଏଫ । ଓଆଇଏସଏଫର ୩୫ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଏକ ପ୍ଲାଟୁନ ଫୋର୍ସର ନଜରରେ ରହିବ ନନ୍ଦନକାନନ ।ନନ୍ଦନକାନନର ସୁରକ୍ଷାନେଇ ଏଭଳି ପଦକ୍ଷପ ନେଛନ୍ତି କର୍ତୁପକ୍ଷ ।ଏହି ପ୍ଲାଟୁନ ଫୋର୍ସରେ ଜଣେ ଇନ୍ସପେକ୍ଟର, ୪ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳ ରହିଛନ୍ତି ।ପର୍ଯ୍ୟଟକମାନଙ୍କ ସହ ଅନ୍ୟାନ୍ୟ ସୁରକ୍ଷା ପାଇଁ ଏଭଳି ଯୋଜନା କରିଛି ନନ୍ଦନକାନନ ।ତେବେ ଏନେଇ ନନ୍ଦନକାନନ କର୍ତୁପକ୍ଷ ଓ ଓଆଇଏସଏଫ(ଓଡିଶା ଶିଳ୍ପ ସେବା ବାହିନୀ) ମଧ୍ୟରେ ଜୁଲାଇରେ ଗୋଟିଏ […]