Browsing category

ଅପରାଧ

ଗୋରୁମାଂସ ବୋଝେଇ କ୍ୟାଣ୍ଟନର୍ ଜବତ

ବ୍ରହ୍ମପୁର,୨୬।୭(ଏସଏସନିଉଜ) ଆଜି ସକାଳେ ଛତ୍ରପୁରସ୍ଥିତ ଡିଆର୍‌ଡିଏଛକ ନିକଟରେ ଏକ ଗୋମାଂସବୋଝେଇ ଟ୍ରକ୍‌ ଜବତ ହୋଇଛି ।ଏହା କଟକରୁ ହାଇଦ୍ରାବାଦକୁ ଯାଉଥିଲା ବୋଲି ଜଣାପଡିଛି ।ଜବତ କ୍ୟାଣ୍ଟନର୍ ଚୁଙ୍ଗୁଡ଼ିଟ୍ରକ୍ ବୋଝେଇ ନାମରେ ଜି.ଏସ୍.ଟିବିଲ୍ ଦର୍ଶାଯାଇଛି ।ଏକ ଟ୍ରକ୍‌ ଯୋଗେ ଗୋରୁମାଂସ ଯାଉଥିବା କୌଣସିସୂତ୍ରରୁ ଖବର ଜଣାପଡ଼ିବା ପରେ ଛତ୍ରପୁରର ବଜରଙ୍ଗଦଳ ପକ୍ଷରୁ ଗାଡ଼ିଟିକୁ ରୋକି ପୋଲିସର ଜିମା ଦିଆଯାଇଛି ।ବଜରଙ୍ଗଦଳ ସଦସ୍ୟମାନେ ଗୋଡାଇଗୋଡାଇ ଡିଆର୍‌ଡିଏ ଛକନିକଟରେ ଶୁକ୍ରବାର ପ୍ରତ୍ୟୁଷରେ ଗାଡ଼ିଟିକୁ ଅଟକାଇଥିଲେ ।ଏଥିରେ ପ୍ରାୟ ୧୨ଟନର ଗୋମାଂସ ରଖାଯାଇଥିବା […]

ମାଡ଼ିଗଲା ପିକଅପ୍ -୩ ମୃତ

ସୁବର୍ଣ୍ଣପୁର, ୨୫ା୭(ଏସଏସନିଉଜ) ଚାପିଇବା ବେଳେ ମାଡ଼ିଗଲା ପିକଅପ୍ ଭ୍ୟାନ୍ାଯାହାଫଳରେ ୩ ଜଣଙ୍କରମୃତ୍ୟୁ ଘଟିଛି ।ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନି ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି ।ରାସ୍ତା କଡ଼ ଦୋକାନରେ ଚାପିଇବା ବେଳେ ମାଡ଼ିଯାଇଥିଲା ଭ୍ୟାନ୍ାଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ ଚିକିସ୍‌ାପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଯନ୍ତ୍ରୀଙ୍କର ୩୪ ପ୍ଲଟ୍‌!

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ସୁକତେଲ୍ ମୁଖ୍ୟ ନିର୍ମାଣଯନ୍ତ୍ରୀ ସୁନିଲ ରାଉତଙ୍କର ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଲୋୟର ସୁକତେଲପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।ଏକକାଳୀନ ୯ଟି ଜାଗା ଭୁବନେଶ୍ବର ନୀଳାଦ୍ରିବିହାରର ୩ ମହଲାଘର, ପୁରୀର ୨ଟି ଫ୍ଲାଟ,କଟକସ୍ଥିତ ପୈତୃକଘର,ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର,ଅନୁଗୁଳରେ ଥିବା ସୁନୀଲଙ୍କ ପୁଅଙ୍କ ଘର, ବଲାଙ୍ଗିର ବାସଭବନ ଓ ଅଫିସରେ ଚଢ଼ାଉ ଜାରି ରହିଛି।ଚଢ଼ାଉରେ ୨ ଅତିରିକ୍ତ ଏସ୍‌ପି, ୮ […]

କୂଅକୁ ଡେଇଁ ପଡ଼ିଲେ ଦୋକାନୀ

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ଘର ପଛପଟ କୂଅକୁ ଡେଇଁ ଜଣେ ଦୋକାନୀଙ୍କ ଆତ୍ମହତ୍ୟା କରିଛନ୍ତି।ଖଲାସିସାହିରେ ଷ୍ଟେସନାରୀଦୋକାନ ବନ୍ଦ ପରେ କୂଅକୁ ଡେଇଁପଡ଼ିଲେ ଦୋକାନୀ।ଲକ୍ଷାଧିକ ଟଙ୍କା ଋଣଭାର ସହି ନପାରି ଆତ୍ମହତ୍ୟା କରିଥିବାରସନ୍ଦେହ କରିଛି ପୋଲିସ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ସାମ୍ବାଦିକାଙ୍କ ସ୍ୱାମୀ ଗିରଫ

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ରେଳ ଧାରଣାରୁ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ପଚରାଉଚରା ପରେ ଗିରଫ କଲା ଧଉଳି ଥାନା ପୋଲିସ।ବାପୁଜୀନଗର ନିକଟ ରେଳଧାରଣାରୁ କାଲି ମିଳିଥିଲା ମୃତଦେହ। ଦୁଇଭାଇ ମିଶିକି ମାରିଦେଇଛନ୍ତି ମୋଝିଅକୁ ବୋଲି ଅଭିଯୋଗ ଆଣିଛନ୍ତି ମୃତ ସାମ୍ବାଦିକାଙ୍କ ବାପା ।ସେକହିଛନ୍ତି ମୋର ସନ୍ଦେହ ହେଉଛି, ତା ବଡ ଭାଇକୁ ଡକାଇଥିଲା ମିଶିକି ମାରିଦେଇଛନ୍ତି ବୋଧେ । ଦୁଇ ତିନ ଆଗରୁ ସେମିତି ପାଟିତୁଣ୍ଡ କରିଥିଲା ଝିଅ […]

ଘରମାଲିକୁ ହାଣି ଲୁଟିଲେ

ଜଗତସିଂହପୁର,୨୫/୭(ଏସଏସନିଉଜ)ଘରେ ପଶି ଘରମାଲିକୁ ହାଣି ଲହୁଲୁହାଣ କରି ଲୁଟ ନେଲେ ଦୁର୍ବୃତ୍ତ। କୁଜଙ୍ଗଥାନା ଅନ୍ତର୍ଗତ ହସିଣାଗାଁରେ ଗତକାଲି ରାତିରେ ଏହିଭଳି ଘଟଣା ଘଟିଛି।ପ୍ରାୟ ରାତି ୮ଟା ସମୟରେ ଦେବୀପ୍ରସାଦମିଶ୍ରଙ୍କ ଘରେ ଦୁଇ ଜଣ ବ୍ୟକ୍ତି ମାରଣାସ୍ତ୍ର ଧରି ଘରେ ପଶି ଆସିଥିଲେ। ଘରେ ପଶି ଘରମାଲିକଙ୍କୁ ଖଣ୍ଡାରେ ହାଣି ରକ୍ତାକ୍ତ କରି ଧମକ ଦେଇ ନଗଦ ୪୦ ହଜାରଟଙ୍କା ଓ ୨ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିଲେ ।ଲୁଟପାଟ କରିବା ପରେ ପରିବାର […]

ଝିଅକୁ ମାରି ବାପାର ଆତ୍ମହତ୍ୟା !

ନୟାଗଡ଼,୨୫/୭(ଏସଏସନିଉଜ) ବନ୍ଦ ଘର ଭିତରୁ ବାପା, ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି ନୟାଗଡ଼ ସହର ଦେବୋତ୍ତର ଲେନ୍‌ ୪ରେ ଘର ଭିତରୁ ଉଦ୍ଧାର ହୋଇଛି।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଉଦ୍ଧାର କଲା ପୋଲିସ।ବାପାର ମୃତଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର ହୋଇଛି।୫ ବର୍ଷର ଝିଅର ମୃତଦେହ ବେଡ୍‌ ଉପରୁ ମଧ୍ୟ ଉଦ୍ଧାର ହୋଇଛି।ଛୋଟ ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ କରୁଛି।ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୩ ମାସ ପୂର୍ବେ ୨ୟ ବିବାହ […]

ନାବାଳକ ଗାଡ଼ି ଚଲାଉଥିଲେ ସାବଧାନ !

ଭୁବନେଶ୍ୱର,୨୪ା୭(ଏସଏସନିଉଜ)ଆସନ୍ତା ସପ୍ତାହରୁ ହେବ ଧରପଗଡ଼ ।ସାରା ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ STAନାବାଳକ ଗାଡ଼ି ସହ ଧରାପଡ଼ିଲେ ଜବତ ହେବ ଗାଡ଼ିା୨୫ ହଜାର ଫାଇନ୍ ସାଙ୍ଗକୁ ବାପା ମାଙ୍କ ବିରୁଦ୍ଧରେ ହେବ ମାମଲା ।ଏହାସହ ହୋଇପାରେ ଜେଲଦଣ୍ଡ ବୋଲି ସୂଚନା ଦେଲେ STA ସହକାରୀ କମିଶନର ଲାଲମୋହନ ସେଠୀା  

ଡ୍ୟାମରେ ଚାଲିଗଲା ୨ଜୀବନ

ଚୈାଦ୍ୱାର,୨୪ା୭(ଏସଏସନିଉଜ)ଟାଙ୍ଗୀ-ଚୈାଦ୍ୱାରବ୍ଲକ ଅର୍ନ୍ତଗତ ମଙ୍ଗରାଜପୁର ପଂଚାୟତ ଡମଡମଣୀଡ୍ୟାମରେ ଏକ ଦୁଖଃଦ ଘଟଣା ବୁଧବାର ଦିନ ଘଟିଛି ।ସାଙ୍ଗମାନଙ୍କ ସହ ବଣଭୋଜି କରିବାକୁଆସି ଡ୍ୟାମରେ ଗାଧୋଇବାବେଳେ ୨ଛାତ୍ରଙ୍କର ସଲିଳସମାଧି ହୋଇଯାଇଥିବାବେଳେ ୩ଜଣ ଛାତ୍ର ସୈାଭଗ୍ୟବଶତଃ ବଂଚିଯାଇଛନ୍ତି ।କଟକ ଷ୍ଟୁଆର୍ଟସାଇନ୍ସକଲେଜର ୫ଜଣ ଛାତ୍ର ଡମଡମଣୀପୀଠକୁ ବୁଲିବାକୁଆସି ଡ୍ୟାମରେ ଗାଧୋଇବାପାଇଁ ଯାଇଥିଲେ ।ଗୋଡଖସିଯିବାରୁ ପ୍ରଥମେ୨ଜଣଛାତ୍ର ପାଣି ଭିତରକୁ ପଳାଇଯାଇଥିଲେ ।ଏହାଦେଖିଅନ୍ୟ୩ଜଣ ସାଙ୍ଗକୁ ଉଦ୍ଧାର କରିବାକୁ ଜଣକପରେ ଜଣେ ପାଣିଭିତରକୁ ପଶିଥିଲେ ।ସେମାନଙ୍କ ଚିକ୍ତାରଶୁଣି ସ୍ଥାନୀୟ ଲୋକମାନେ ୩ଜଣଙ୍କୁ ଉଦ୍ଧାର କରିପାରିଥିବା ବେଳେବାକି ୨ଜଣଙ୍କୁ […]

ଭିଜିଲାନ୍ସ ଜାଲରେ ଗ୍ରାମ୍ୟଉନ୍ନୟନ ବିଭାଗର ସହ ଅଧୀକ୍ଷଣଯନ୍ତ୍ରୀ

ସମ୍ବଲପୁର , ୨୪ା୭(ଲିଙ୍ଗରାଜରାତ)ଆଜି ଜଣେ ଠିକାଦାରଠାରୁ ଠିକାଦାରଙ୍କ ଠାରୁ ୫ଠ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହ ଅଧୀକ୍ଷଣ ଯନ୍ତ୍ରୀ ସୁଜିତ କୁମାର ପାଠୀ । ଏକ ବକେୟା ବିଲ୍ ଫାଇନାଲ କରାଇ ଦେବା ପାଇଁ କହି ଠିକାଦାରଙ୍କ ଠାରୁ ୧ଲକ୍ଷ ଟାଙ୍କା ଲାଂଚ ମାଗିଥିଲେ ।ପ୍ରଥମକିସ୍ତି ଟଙ୍କା ନେଇସାରିବାପରେ ମଧ୍ୟ ଦ୍ୱିତୀୟ କିସ୍ତି ଟଙ୍କା ନଦେଲେ ବିଲ କରାନଯିବବୋଲି ଠିକାଦାରକୁ ସହ ଅଧୀକ୍ଷଣ […]