ପୁଅ କାରନାମା- ବିଷ ପିଇଲେ ବାପାମାଆ

ଦିଗପହଣ୍ଡି,୩୦ା୭(ଏସଏସନିଉଜ) ପୁଅର କଳା କାରନାମା ପାଇଁ ବିଷ ପିଇଲେ ବାପା ମାଆାସଦରଥାନା ଗୌତମୀରେ ବାପାମାଆଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି ।ଯାହାଫଳରେ ମାଆ ମୃତ୍ୟୁବରଣ କରିଥିବାବେଳେ ବାପା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।ଚାକିରି ଦେବା ନାଁରେ ପୁଅ ଲୋକଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ ଆସିଛି ।ଲୋକ ଘରକୁ ଆସି ଟଙ୍କା ମାଗିବାରୁ ଅସହ୍ୟ ହୋଇ ବାପାମାଆ ବିଷ ପିଇଦେଲେ ଜଣାପଡିଛି ।

 

Comments (0)
Add Comment