Browsing category

ଅପରାଧ

ଦିଲ୍ଲୀରୁ ଚୋରି ସୋରରେ କାବୁ

ସୋର,୨୨ା୩(ଏସଏସନିଉଜ) ଦିଲ୍ଲୀରୁ ଚୋରି କରି ପଳାଇ ଆସିଥିବା ଯୁବକକୁ କାବୁ କରିଛି ପୋଲିସ ।ରଘୁନାଥପୁର ଗାଁର ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସାତାଠାରୁ ଚୋରି କରିଆଣିଥିବା ୮୦୦ ଗ୍ରାମ ଓଜନର ସୁନା ମୂର୍ତ୍ତି ଜବତ କରିଛି ପୋଲିସ ।ଏହାସହ ଯୁବକଙ୍କ ନିକଟରୁ ସୁନା ଓ ହୀରା ଗହଣା ମଧ୍ୟ ଜବତ କରିଛି ପୋଲିସା ଦିଲ୍ଲୀରେ ଜଣେ ପୂଜାରୀଙ୍କ ନିକଟରେ କାମ କରୁଥିଲେ ଯୁବକା  

ମଝି ଦରିଆରୁ ସମୁଦ୍ରକୁ ଡେଇଁଲେ ରାମଚନ୍ଦ୍ର

ଭଦ୍ରକ,୨୧ା୩(ଏସଏସନିଉଜ) ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ ମୟୂରଭଂଜ ଜିଲ୍ଲା ଉଦଳା କପ୍ତିପଦାର ରାମଚନ୍ଦ୍ର ମୁର୍ମୁ । ରାମଚନ୍ଦ୍ର ଚଳନ୍ତା ବୋଟରୁ ମଝି ଦରିଆକୁ ଡେଇ ପଡ଼ି ଜୀବନ ହାରିବାକୁ ବସିଥିଲେ। ଡଙ୍ଗା ମଧ୍ୟରେ ଥିବା ଅନ୍ୟମାନେ ସାମୁଦ୍ରିକ ଥାନାକୁ ଖବରଦେବାରୁ ପୋଲିସଅତ୍ୟାଧୁନିକ ଡଙ୍ଗା ସାହାଯ୍ୟରେ ଗଭୀର ସମୁଦ୍ରରେ ଭାସିଯାଉଥିବା ରାମଚନ୍ଦ୍ରକୁ ଉଦ୍ଧାର କରିବାସହ ଚିକିସ୍‌ାପାଇଁ ଧାମରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ତେବେ ସେ କାହିଁକି ଏତେବଡ ପଦକ୍ଷପ ନେଲେ ତାହା ଜାନୀବାପାଇଁ ପୋଲିସ ପକ୍ଷରୁ […]

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ ଓ ଭେଟେନାରୀ ଅଫିସର

ଧର୍ମଗଡ଼,୨୧ା୩(ଏସଏସନିଉଜ) ୪୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ପ୍ରଧାନଶିକ୍ଷକାସେହେଉଛନ୍ତି ଗୋଲାମୁଣ୍ଡା ବ୍ଲକ ଲେଟେର ତ୍ରିଶକ୍ତି ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକା  ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡିଙ୍କୁ ଧରିଲା ଭିଜିଲାନ୍ସ ।୫ଟି କାମର ବିଲ୍ କରାଇବାକୁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ । ସେହିଭଳିଭାବେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଦେବଗଡ଼ର ରିଆମାଳ ବ୍ଲକ ଭେଟେନାରୀ ଅଫିସରା୫ହଜାର ଲାଞ୍ଚ ନେବାବେଳେ ଫସିଲେ ଭେଟେନାରୀ ଅଫିସର ସସ୍ମିତା ସେଠୀାକୁକୁଡ଼ାଚାଷୀଙ୍କ ଫାର୍ମରେ ବିଦ୍ୟୁତ୍ ସଂଯୋଗ ଓ ସବ୍‌ସିଡି ଅର୍ଥ ରିଲିଜ୍ ପାଇଁ […]

ଧରପଡ଼ିଲା ନକଲି ଆର୍‌ଟିଓ ଅଫିସ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଜଳେଶ୍ବରରେ ନକଲି ଆରଟିଓ ଅଫିସ ଠାବ ହେବା ସହ ୨ଜଣ ଗିରଫ ହୋଇଛନ୍ତି ।ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଖୋଲିଥିଲେ ନକଲିଅଫିସ । ଟୋଲଗେଟରେ ଗାଡ଼ି ଅଟକିବାବେଳେ ଚାଲାଣ କାଟୁଥିବା ଅଭିଯୋଗ ହୋଇଛି ।ନକଲି କାଗଜପତ୍ର ସହ ନକଲି ଷ୍ଟାମ୍ପ,ପ୍ରିଣ୍ଟର ଜବତକରିଛି ପୋଲିସ।

ମୋଟର ସାଇକେଲ ମୁହାଁମୁହିଁ ଧକ୍କା

ଭଦ୍ରକ,୨୧।୩(ଏସଏସନିଉଜ)ସଡ଼କ ଦୁର୍ଘଟଣାରେ ଦୁଇମୃତଭଦ୍ରକ-ଚାନ୍ଦବାଲି ପୀରହାଟରେ ଦୁର୍ଘଟଣା ଘଟିଛି।ହାଇୱା ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି।ଯାହାଫଳରେ ଦୁଇ ବାଇକ ଆରୋହିଙ୍କର ଘଟଣାସ୍ଥଳରେ ମୃତୁ ଘଟିଛି।ଯାହାକୁ ନେଇ ଉତେଜନା ଦେଖାଦେଇଛି।

ଜେଲରୁ ବିଦାହେବେ ଚକରା ଓ ଶମ୍ଭୁ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ।ଚକରା ଓ ଶମ୍ଭୁ ସହ ୨୦ କଏଦୀଙ୍କୁ ସ୍ଥାନାନ୍ତର ଅନୁମତି ମଗାଯାଇଥିବା ସୂଚନା ମିଳିଛି।କୋର୍ଟକୁ ଅନୁମତି ମଗାଯାଇଥିବା ସୂଚନା ଦେଲେ ଜେଲ୍‌ ଡିଜି।ଜେଲ୍‌ରେ ପିଟାପିଟି ଘଟଣାରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି।ଗୃହ ବିଭାଗକୁ ତଦନ୍ତ ସମ୍ପର୍କିତ ରିପୋର୍ଟ ପଠାଯାଇଛି।ଜେଲ୍‌ କର୍ତ୍ତୃପକ୍ଷଙ୍କ ତ୍ରୁଟି ଧରାପଡ଼ିଥିବା କହିଲେ ଜେଲ୍‌ ଡିଜି।

ଉର୍ମିଳାଙ୍କୁ ହତ୍ୟା

ବାରଙ୍ଗ,୨୦ା୩(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ବାରଶିଙ୍ଗାଗ୍ରାମରେ ଜଣେ ବିଧବାମହିଳାଙ୍କୁ କରାଯାଇଥିବା ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ପୋଲିସ ।ଏକତରଫାପ୍ରେମ ଏହି ହତ୍ୟାକାଣ୍ଡର କାରଣ ବୋଲି ପୋଲିସ କହିôଥିବାବେଳେ ହତ୍ୟାକାଣ୍ଡ ଘଟାଇଥିବା ଯୁବକକୁ ପୋଲିସ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି । ବୁଧବାରଦିନ ଏକ ସାମ୍ବାଦିକ ସମ୍ମୀଳନୀରେ ପୋଲିସ କହିବାଅନୁଯାୟୀ ୧୧ତାରିଖ ଦିନରେ ବାରଶିଙ୍ଗା ଗ୍ରାମର ପାର୍ଥସାରଥ ନାମକ ବ୍ୟକ୍ତି ତାଙ୍କ ମାଆକୁକେହି କିଛି ଅଜ୍ଞାତ ବ୍ୟକ୍ତି ପଥରରେ ଛେଚି ହତ୍ୟାକରିଥିବାର ବାରଙ୍ଗଥାନାରେ ଅଭିଯୋଗ କରିଥିଲେ ।ପୋଲିସ ସନ୍ଧାନୀକୁକୁର ସହ […]

ଜଟଣୀ ପୁଲିସର ଫ୍ଲାଗ୍ ମାର୍ଚ୍ଚ

ଜଟଣୀ,୨୦।୩(ଏସଏସନିଉଜ) ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବାପାଇଁ ଜଟଣୀପୁଲିସ ପକ୍ଷରୁ ଦ୍ୱିତୀୟପର୍ଯ୍ୟାୟ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।ଜଟଣୀପୁଲିସ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସନେଇ କନ୍ତିଆ, ନିରଞ୍ଜନପୁର,ରଥପୁର ଆଦିଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରିଛି।ଗତସପ୍ତାହରେ ଜଟଣୀବ୍ଲକ ବେଣାପଞ୍ଜରୀ ଓ ତରାବୋଇଠାରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା।ଜଟଣୀରେ ସମୁଦାୟ ୮୪ଟି ବୁଥ୍ ମଧ୍ୟରୁ ୩୫ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ପଞ୍ଚଲିଙ୍ଗେଶ୍ବର ଓ ରାମମନ୍ଦିରରୁ ଚୋରି

ଭୁବନେଶ୍ୱର,୨୦ା୩(ଏସଏସନିଉଜ)ମନ୍ଦିରବି ଛାଡୁନାହାନ୍ତି ଚୋର ।ଗତକାଲି ବିଳମ୍ଭିତରାତିରେ ଦୁଇଟି ମନ୍ଦିରରୁ ଚୋରୀହୋଇଥିବାର ଜଣାପଡିଛି ।ପଞ୍ଚଲିଙ୍ଗେଶ୍ବର ମନ୍ଦିରରୁ ଦାନହୁଣ୍ଡି ତାଡିନେଇଛନ୍ତି ଦୁର୍ବୃତ୍ତାହୁଣ୍ଡିରେ ଲକ୍ଷାଧିକ ଟଙ୍କା ରହିଥିବାର ଅଭିଯୋଗ ହୋଇଥିବାବେଳେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।ସେହିଭଳିଭାବେ ଖଣ୍ଡପଡା ଫତେଗଡ଼ରେ ନବନିର୍ମିତ ରାମ ମନ୍ଦିରରୁ ଚୋରି ହୋଇଛି ।ଚୋରମାନେ ସୁନା, ରୁପା ଅଳଙ୍କାର ସହ ଦାନହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି ।ଖବରପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।

ଓଡ଼ିଶା ଉପକୂଳରେ ସମରାଭ୍ୟାସ

ପାରାଦୀପ,୨୦ା୩(ଏସଏସନିଉଜ) ଓଡ଼ିଶା ଉପକୂଳରେ ସମରାଭ୍ୟାସ ସାଗର କବଚ-୧ ଆରମ୍ଭ ହୋଇଛି ।ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସର ମିଳିତ ଉଦ୍ୟମରେ ସମରାଭ୍ୟାସ କରାଯାଇଛି ।ଜଙ୍ଗଲ ବିଭାଗ, ଓଡ୍ରାଫ ସହ ୧୮ଟି ସଂସ୍ଥା ମଧ୍ୟ ସମରାଭ୍ୟାସରେ ସାମିଲ ହୋଇଛନ୍ତି ।ଆତଙ୍କୀଙ୍କୁ ଚେକ୍ ଦେବାକୁ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀାବ୍ଲୁ ଓ ରେଡ୍ ଟିମ୍ ନାଁରେ ୨ଟି ଟିମ୍ ଦେଖାଉଛନ୍ତି ଯୁଦ୍ଧ କୌଶଳ ।