ସମ୍ବଲପୁରରେ ଫୁଟିଲା ବୋମା
ସମ୍ବଲପୁର,୨୬।୩(ଏସଏସନିଉଜ)ପୀରବାବା ଛକ ନିକଟରେ ବୋମାମାଡ଼ ହୋଇଛି।ଏକ ବୁଲେଟ୍ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ।ଘଟଣାସ୍ଥଳରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି।ଖବର ପାଇ SP ଓ ଉତ୍ତରାଞ୍ଚଳ DIG ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Browsing category
ସମ୍ବଲପୁର,୨୬।୩(ଏସଏସନିଉଜ)ପୀରବାବା ଛକ ନିକଟରେ ବୋମାମାଡ଼ ହୋଇଛି।ଏକ ବୁଲେଟ୍ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ।ଘଟଣାସ୍ଥଳରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି।ଖବର ପାଇ SP ଓ ଉତ୍ତରାଞ୍ଚଳ DIG ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବାରଙ୍ଗ,୨୬।୩(ଏସଏସନିଉଜ) ହୋଲି ସାରି ବାରଙ୍ଗ ପୁରୀ ମେନ କେନାଲକୁ ଗାଧୋଇବାକୁ ଆସିଥିବା ବେଳେ ଜଣେ ନାବାଳକ ବୁଡିଯାଇ ମୃତୁ ବରଣ କରିଛନ୍ତି ।ନାବାଳକ ଜଣଙ୍କ ହେଉଛନ୍ତି ଚନ୍ଦ୍ରଶେଖରପୁରଥାନା ଅଧିନସ୍ତ ବିଡିଏ ଅଂଚଳରେ ରହୁଥିବା ରାଜେସସେଠି ବୋଲି ଜଣାପଡିଛି। ସେ ହୋଲି ସାରି ୫ଜଣ ସାଙ୍ଗଙ୍କ ସହ କାନପୁର ପାଖ ପୁରିମେନ କେନାଲକୁ ଗାଧୋଇବାକୁ ଆସିଥିଲେ।ଗାଧୋଇବା ବେଳେ ୨ଜଣ ସାଙ୍ଗ ବୁଡିଯାଇଥିଲେ। ଏହାଦେଖି ରାଜେଶ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ କାଳ ବିଲମ୍ଭ ନକରି ପାଣିକୁ ଦେଇପଡିଥିଲା।ସାଙ୍ଗକୁ […]
ଭୁବନେଶ୍ୱର,୨୫ା୩(ଏସଏସନିଉଜ) ତାମିଲନାଡୁ ଇରୋଡର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ସେ ସୋମବାର କୀଟନାଶକ ପିଇ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିବାବେଳେ ଏ. ଗଣେଶମୂର୍ତ୍ତିଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି ।ଅନ୍ୟପଟେ ଅଧିକ ଚିକିତ୍ସା ପାଇଁ ସାଂସଦଙ୍କୁ କୋଏମ୍ବଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାଂସଦ ଜୀବନ ହାରିବା ଭଳି ପଦକ୍ଷେପ କେଉଁ କାରଣରୁ ନେଇଛନ୍ତି ତାହା ସଠିକଭାବେ […]
ସମ୍ବଲପୁର,୧୫ା୩(ଏସଏସନିଉଜ)ସଦର ଥାନା ପୁଲିସ ୧୦ ହଜାର ୮୦୦ ବୋତଲ କଫ୍ ସିରପ୍ ଜବତ ସହ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ୨୦ ହଜାର ଟଙ୍କା, ଗୋଟିଏ ଟ୍ରକ୍, ଗୋଟିଏ ବୋଲେରୋ, ଦୁଇଟ୍ ଅଟୋ ଓ ଦୁଇଟ୍ ବାଇକ୍ ଜବତ କରିଛି। ଏମାନେ କୋଲକାତାରୁ କଫସିରଫ ଆଣି ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଅଞ୍ଚଳକୁ ଚାଲାଣ କରୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ତନ୍ମୟ […]
ସୋର,୨୬।୩(ଏସଏସନିଉଜ)ବାହାଘର ୮ଦିନ ପୂରିନି ନବବଧୂର ଝୁଲନ୍ତାମୃତଦେହ ଉଦ୍ଧାର ହୋଇଛି।ସୋରଥାନା ଗୋପିନାଥପୁର ପଞ୍ଚାୟତ ହାତୀଗଡ଼ ଗାଁରେ ଅଘଟଣ ଘଟିଛି।ଘରଆଗରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।ଆତ୍ମହତ୍ୟା କି ହତ୍ୟା ସ୍ପଷ୍ଟ ହୋଇପାରିନଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି।
ବାରଙ୍ଗ,୨୪।୩ (ଏସଏସନିଉଜ) ନନ୍ଦନକାନନରେ ମା ହୋଇଛି ସିଂହୀରେୱା ।ବର୍ତ୍ତମାନ ମା ଓ ଛୁଆ ଉଭୟ ସୁସ୍ଥ ଥିବା ବେଳେ କର୍ତ୍ତୃପକ୍ଷଙ୍କ ନଜରବନ୍ଦୀରେ ରହିଥିବା ଜଣାପଡିଛି ।ସେପଟେ କର୍ତ୍ତୃପକ୍ଷ ସିଂହୀ ରେୱା ଓ ଶାବକକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । କାହିଁକି ନା ,ସିଂହୀ ରେୱା ପ୍ରଥମଥର ମାତୃତ୍ଵଲାଭ କରି ଛୁଆକୁ ଆପଣେଇନାହିଁ।ବାଧ୍ୟ ହୋଇ କର୍ତ୍ତୃପକ୍ଷ ଛୁଆଗୁଡ଼ିକୁ ମଣିଷ କୋଳରେ ଲାଳନପାଳନ ହେବା ପାଇଁ ଲାଳନପାଳନ କେନ୍ଦ୍ରରେ ଛାଡିଥିବା ସୂଚନା ମିଳିଛି । ପ୍ରକାଶ ଯେ, ୬ ବର୍ଷ […]
ବାରଙ୍ଗ,୨୪।୩ (ଏସଏସନିଉଜ) ଶନିବାର ରାତିରେ ବେଆଇନ ଭାବେ ନିଜ ଘର ବାରଣ୍ଡାରେ ଆସ୍କା-୪୦ ମଦ ବିକ୍ରି କରୁଥିବା ବେଳେ ବାରଙ୍ଗ ପୋଲିସ ଚଢ଼ାଉ କରି ୩୩ ପେଟି ଆସ୍କା-୪୦ ମଦ ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରି ରବିବାରଦିନ କୋର୍ଟଚାଲଣ କରିଛି।ଗିରଫ ଅଭିଯୁକ୍ତ ହେଉଛନ୍ତି ଏହି ଥାନା ଅନ୍ତର୍ଗତ ଅରିଲୋ ଗ୍ରାମର ପ୍ରମୋଦ ବେହେରା (୪୨)। ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ବାରଙ୍ଗ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର […]
କେନ୍ଦୁଝର୨୪।୩(ଏସଏସନିଉଜ) ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ,ମାଆ ଗୁରୁତର ଆହତ ହୋଇଛନ୍ତି।ଚମ୍ପୁଆଥାନା କାଳିକାପ୍ରସାଦ ପଞ୍ଚାୟତ ବସିରାଗାଁରେ ବୀଭତ୍ସକାଣ୍ଡ ଘଟିଛି।ସାମାନ୍ୟ ବଚସାରୁ ବାପା, ମାଆଙ୍କୁ ହାଣି ପକାଇଲା ପୁଅ।ଗୁରୁତର ମାଆ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ପୁଅ ଥାନାରେ ଅଟକ ରହିଛି ।
ବାଙ୍କୀ,୨୪।୩(ଏସଏସନିଉଜ) ପୋଲିସକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ଗିରଫ ହୋଇଛନ୍ତି।ତାଳବସ୍ତ ଫାଣ୍ଡି ନିକଟ ପଦନପୁର ଗାଁ ବାଲିତଇଲା ଶବରସାହିରୁ ଗିରଫ କଲା ପୋଲିସ।
ଭୁବନେଶ୍ୱର,୨୨।୩(ଏସଏସନିଉଜ)ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ଇଡି ରିମାଣ୍ଡରେ ନେଇଛି।ଆସନ୍ତା ୨୮ତାରିଖ ଯାଏଁ ରିମାଣ୍ଡରେ ଯିବେ କେଜ୍ରିୱାଲ।୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି।୬ଦିନିଆ ରିମାଣ୍ଡ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୋର୍ଟଙ୍କ ଅନୁମତି ମିଳିଛି।ମଦଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିଲେ କେଜ୍ରିୱାଲ।