ଘରେପଶି ଯୁବକଙ୍କୁ ହତ୍ୟା!

ପୋଲସରା,୬।୪(ଏସଏସନିଉଜ)ଘରେପଶି ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ତନ୍ଦରାସାହିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।
ବିଳମ୍ବିତ ରାତିରେ ହତ୍ୟା ହୋଇଥିବାବେଳେ କିଏ ଓ କାହିଁକି ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି ।ଖବର ପାଇ ପୋଲିସ ପହଁଚି ତଦନ୍ତ ଆରଂଭ କରିଛି।

Comments (0)
Add Comment