ପୁରୀମେନ୍କେନାଲ ଭିତରକୁ ପଶିଲା ଅଟୋ
ବାରଙ୍ଗ ୧୫ା୩(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ କାନପୁରଗ୍ରାମ ନିକଟ ପୁରୀ ମୁଖ୍ୟକେନାଲ ଭିତରକୁ ଭାରସାମ୍ୟ ହରାଇ ଶୁକ୍ରବାର ସକାଳେ ଏକ ଯାତ୍ରୀବାହୀ ଅଟୋ ପଶିଯାଇଥିଲା ।ଅଟୋରେ କେହିନଥିବାବେଳେ ଚାଳକ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ପ୍ରକାସ ଯେ, ଶୁକ୍ରବାର ସକାଳେ ପ୍ରାୟ ସାଢେ ଆଠଟା ସମୟରେ ଓଡି ୩୩ଏଏଲ ୨୫୦୨ ନଂ ଯାତ୍ରୀବାହୀ ଅଟୋଟି ମାଛ ଦାନା ନେଇ ପ୍ରତାପ ନଗରୀଦେଇ କେନାଲବନ୍ଧରାସ୍ତାରେ ବାରଙ୍ଗ ଆସୁଥିଲା ।ଅଟୋଟି କାନପୂର ଗ୍ରାମ ନିକଟରେ ପହଁଚିଥିବାବେଳେ ଭାରସାମ୍ୟ ହରାଇ କେନାଲଭିତରକୁ […]