Browsing category

ଅପରାଧ

ପ୍ରଶାସନ ଉପସ୍ଥିତିରେ ବିଷପିଇଲେ ମହିଳା

ଖୋର୍ଦ୍ଧା,୧୭ା୨(ଏସଏସନିଉଜ) ପ୍ରଶାସନ ଉପସ୍ଥିତିରେ ବିଷପିଇ ଜଣେ ମହିଳା ଗୁରୁତରହୋଇଛନ୍ତି ।ସରକାରୀ ଜମିରେ ଥିବା ଜବରଦଖଲ ଘର ଉଚ୍ଛେଦ ବେଳେ ଏହିଭଳି ଅଘଟଣ ଘଟିଛି ।ବେଗୁନିଆଥାନା ପୋଚାଖାଲଗାଁରେ ଉଚ୍ଛେଦ ବେଳେ ଅଘଟଣ ଘଟିଛି ।ବହୁ ନିବେଦନ ପରେ ଉଚ୍ଛେଦ ବନ୍ଦ ନହେବାରୁ ବିଷ ପିଇଦେଇଥିଲେ ମହିଳା ବୋଲି ଜଣାପଡିଛି ।

ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ

ବ୍ରହ୍ମଗିରି,୧୭।୨(ଏସଏସନିଉଜ) ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ଜଣେ ଅଟକ ରହିଛି।ଅରଖକୁଦ ମେରାଇନ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି।ସ୍ୱାମୀକୁ ମଦ ପିଆଇବା ସହ ହାତ ଗୋଡ଼ ବାନ୍ଧି ଦେଇଥିଲେ ଦୁର୍ବୃତ୍ତ।୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବାନେଇ ଥାନାରେ ଏତଲା ଦେଲେ ପୀଡ଼ିତାଙ୍କ ସ୍ୱାମୀ।ବ୍ରହ୍ମଗିରି ମେଡିକାଲରେ ମହିଳାଙ୍କ ଡାକ୍ତରୀ ମାଇନା କରାଯିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ।

୪ଜଣଙ୍କୁ ହତ୍ୟାକରି ଫିଙ୍ଗିଦେଲେ !

କୋଇଡ଼ା,୧୭।୨(ଏସଏସନିଉଜ)ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରେଳ ଟ୍ରାକ୍‌ରେ ୪ ମୃତଦେହ ଠାବ ହୋଇଛି। ବିମଳାଗଡ଼-କିରିବୁରୁ ରେଳ ଟ୍ରାକ୍‌ ପାଖରେ ପଡ଼ିଛି ୪ ମୃତଦେହ।୨ଟି ମୃତଦେହ ଅଖା ଭିତରେ, ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଛି।୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଥିବାର ଜଣାପଡିଛି।ଟ୍ରାକ୍‌ରେ ମୃତଦେହ ଠାବ ହେବା ପରେ ଜିଆରପି ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ ହୋଇଛି।

୪ଜଣଙ୍କୁ କ୍ୟାମ୍ପସ୍ ମନା

ଭୁବନେଶ୍ୱର,୧୭।୨ (ଏସଏସନିଉଜ)MKCG ରାଗିଂ ଘଟଣାରେ ୪ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।୪ ଡାକ୍ତରୀ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା ନେଇ ଡିନ୍‌ ଇନଚାର୍ଜଙ୍କ ସୂଚନା ଦେଇଛନ୍ତି।ମାଡ଼ ମାରିଥିବା ୨ ଛାତ୍ରଙ୍କୁ ୨ ମାସ ପାଇଁ କଲେଜ କ୍ୟାମ୍ପସ ମନା କରାଯାଇଛି।ଲିଫ୍ଟ ଦେଇଥିବା ୨ ଛାତ୍ରଙ୍କୁ ସପ୍ତାହେ ପାଇଁ କଲେଜ କ୍ୟାମ୍ପସକୁ ମଧ୍ୟ ବାରଣ କରାଯାଇଛି।ଗତ ୧୨ରେ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ବିଜେଡିବିଧାୟକ ପ୍ରଫୁଲ୍ଲସାମଲଙ୍କ ଘରେ ଇଡି ରେଡ୍

ଭୁବନେଶ୍ୱର,୧୫।୨(ଏସଏସନିଉଜ)ବିଜେଡି ବିଧାୟକ ପ୍ରଫୁଲ୍ଲସାମଲଙ୍କ ଘରେ ଇଡି ରେଡ୍‌ କରିବା ଘଟଣାରେ ଷଡ଼ଯନ୍ତ୍ର ଅଭିଯୋଗଆଣିଲେ ତାଙ୍କ ଓକିଲ।ତାଙ୍କ ମହକିଲଙ୍କ ବିରୋଧରେ ଷଡ଼ଯନ୍ତ୍ର କହିଲେ ପ୍ରଫୁଲ୍ଲଙ୍କ ଓକିଲ।କେଉଁ ଅଭିଯୋଗ ଆଧାରରେ ଇଡି ରେଡ୍‌ କରୁଛି ଆମେ ଜାଣିନୁ।ଇଡି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛୁ।ସେମାନେ ଆମକୁ ଦେଖା ଦେଉନାହାନ୍ତି କି କିଛି ଉତ୍ତର ଦେଉନାହାନ୍ତି।ପ୍ରଫୁଲ୍ଲ ସାମଲ ବହୁବିଧ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଚିକିତ୍ସା ଦରକାର।ପ୍ରଫୁଲ୍ଲଙ୍କୁ ହଇରାଣ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଭାବୁଛୁ ବୋଲି କହିଛନ୍ତି […]

ଓଲଟିଲା ଯାତ୍ରବାହୀବସ୍

କଟକ,୧୪।୨(ଏସଏସନିଉଜ) ଭୁବନେଶ୍ୱରରୁ କଟକ ଯାଉଥିବା ଚନ୍ଦନ ନାମକ ଏକ ଯାତ୍ରୀବାହୀ ବସ୍ ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି ।ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକଯାତ୍ରୀ ଆହାତ ହୋଇଥିବାର ଜଣା ପଡିଛି।ଆହତମାନଙ୍କୁ ଉଦ୍ଧାରକରି କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଉଦ୍ଧାରକାରି ଦଳ ଘଟଣାସ୍ଥଳରେ ପହଂଚି ବସର ଝରକା ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବାର ଜଣାପଡିଛି ।

ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବୈଠକ

ଭୁବନେଶ୍ୱର.୧୪ା୨(ଏସଏସନିଉଜ) ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବୈଠକ ଅନୁଷ୍ଠିତହୋଇଯାଇଛି ।ଏହି ବୈଠକରେ ଭୁବନେଶ୍ବରୟୁପିଡିର ସମସ୍ତ ବରିଷ୍ଠ ପୋଲିସଅଧିକାରୀମାନେ ଉପସ୍ଥିତ ଥିଲେ ।ନିର୍ବାଚନକୁ ଦୃଷ୍ଟିରେ ରଖି ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।ସମସ୍ତ ଥାନାଅଧିକାରୀଙ୍କୁ ଡିସିପି ନିର୍ଦେଶଦେବା ସହ ୱାରେଣ୍ଟଥିବା ବ୍ୟକ୍ତିଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ପାଇଁ କହିଛନ୍ତି ।ଏହାସହ ପେସାଦାର ଅପରାଧୀଙ୍କ ଉପରେ ନଜର ରଖିବାସହ ଗନ ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ଗନ ଡିପୋଜିଟ କରିବେ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।

ଦୁର୍ଘଟଣାରେ ଜଣେ ମୃତ, ୧୦ ଆହତ

ଭଦ୍ରକ,୧୧।୨(ଏସଏସନିଉଜ)ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।ଭଦ୍ରକ ଏନ୍ଏଚ୍ ୧୬ ଆରଡ଼ି ଛକ ନିକଟରେ ଦୁର୍ଘଟଣା ଘଟିଛି।ପୁରୀରୁ ବାଲେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।୬ଜଣଙ୍କୁ କଟକ ଓ ୪ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଆହତଙ୍କ ମଧ୍ୟରେ ୨ ମହିଳା ଓ ୨ ଶିଶୁ ଥିବା ସୂଚନା ମିଳିଛି।

ହାଇକୋର୍ଟରେ ବାଲିଘାଟ ମାମଲାର ଶୁଣାଣୀ ଶେଷ

ଭୁବନେଶ୍ୱର,୬ା୨(ଏସଏସନିଉଜ) ହାଇକୋର୍ଟରେ ବାଲିଘାଟ ମାମଲାର ଶୁଣାଣୀ ଶେଷ ହୋଇଛି ।ସକାଳ ୭ଟା ରୁ ରାତି ୯ଟା ଯାଏଁ ବାଲି ବୋଝେଇ ଗାଡ଼ି ଯା ଆସ କରିପାରିବ ନାହିାଁମେସିନ୍ ଦ୍ଵାରା ବାଲି ଖନନ ପ୍ରକ୍ରିୟା ହୋଇପାରିବ ନାହିାଁବାଲିଘାଟ ନିୟମ ଖୁଲାପକାରୀଙ୍କ ବିରୁଦ୍ଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶାପ୍ରଦୂଷଣ ଓ ରାଜସ୍ବ ହାନି ରୋକିବା ନେଇ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ,ସେନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସରକାର ।ଏହି ନିୟମ ଆସନ୍ତା କାଲିଠାରୁ କଡାକଡି […]

ଘେରିଗଲେ କୁକୁର ,ମୁକୁଳି ପାରିଲାନି ନାବାଳିକା

ଭୁବନେଶ୍ୱର,୭ା୨(ଏସଏସନିଉଜ) ଗୁଜରାଟର ସୁରତରେ ଘଟିଛି ଏକ ଅଭାବନୀୟ ଘଟଣା ।ଏକ ସୁତା କଳରେ ଶ୍ରମିକ ଭାବେ କାମ କରୁଥିବା ବାପାମାଆ ଘରୁ ପଳାଇଯିବାପରେ ଘରେ ୪ ବର୍ଷୀୟା ନାବାଳିକାଝିଅଟି ରହିଯାଇଥିଲା ।ଠିକଏହିସମୟରେ ୮ରୁ ୧୦ ବୁଲା କୁକୁର ଘେରି ଯାଇ ଝିଅଟିକୁ କଲବଲ କଲୋ ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର କରୁଥିଲେ ମଧ୍ୟ ଝିଅଟିର କଥାକାହା ପାଖକୁ ୍ାଇପାରିନଥିଲା ଶେଷରେ ଝୁଣି ଝୁଣି ଝିଅଟିର ଜୀବନନେଇଯାଇଥିଲେ । ସନ୍ଧ୍ୟା ପରେ ବାପାମାଆ ଘରକୁ ଫେରି ଝିଅଟିକୁ ପାଖରେ […]