ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିଲା ଟ୍ରାକ୍ଟର

୧୫ରୁ ଅଧିକ ମୃତ

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଉତ୍ତରପ୍ରଦେଶ କାସଜଞ୍ଜଜିଲ୍ଲାରେ ଅଘଟଣ ଘଟିଛି ।ଦ୍ରୁତଗତିରେ ଆସି ଟ୍ରାକ୍ଟରଟି ନିୟନ୍ତ୍ରଣହରାଇ ଏକ ପୋଖରୀକୁ ଖସିପଡିବାରୁ ୧୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି।ଏହିଘଟଣାରେ ପାଖାପାଖି ଅନେକ ଆହତ ହୋଇଥିବା ଜଣାପଡିଛି ।ଜେଥରାରୁ ଗଙ୍ଗାସ୍ନାନ କରିବାକୁ ୩୫ଜଣ ଶ୍ରଦ୍ଧାଳୁ ଟ୍ରାକ୍ଟରରେ ଆସୁଥିଲେ । ଟ୍ରାକ୍ଟରଟି ଦ୍ରୁତଗତିରେ ଯାଉଥିବାବେଳ ଏକ ବଙ୍କାଣି ରେ ନିୟନ୍ତ୍ରଣ ରକ୍ଷାକରିପାରି ରାସ୍ତାକଡ ଏକପୋଖରୀ ଭିତରେ ଖସିପଡିଥିଲା ।୧୫ଜଣ ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୮ଜଣମହିଳା ଥିବା ଜଣାପଡିଛି । ଏମାନେ ଏଟା ଜିଲ୍ଲାର କହାଗାଁର ବାସିନ୍ଦା ବୋଲି ଜଣାପଡିଛି ।

Comments (0)
Add Comment