Browsing category

ଜିଲ୍ଲା

ପୁଣି ମୋ ବସ ନେଲା ଜୀବନ

ବାରଙ୍ଗ,୪।୨(ଏସଏସନିଉଜ) ମଙ୍ଗଳବାର ସକାଳେ ଜଣେ ନାବାଳିକା ଉପରେ ଦ୍ରୁତଗାମୀ ବେପରୁଆ ମୋବସ ଚଢ଼ିଯାଇଛି। ଯାହାଫଳରେ ନାବାଳିକା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ନାବାଳିକା ଜଣଙ୍କ ଫୁଲ ତୋଳି ରାସ୍ତା ପାର୍ଶ୍ବରେ ଥିବା ଏକ ନର୍ସରୀ ରେ ରହୁଥିବା ପରିବାର ପାଖକୁ ଯିବା ପାଇଁ ସାଇକେଲ ଧରି ଛିଡା ହୋଇଥିଲା।ଏହି ସମୟ ରେ ଭୁବନେଶ୍ୱର ପଟରୁ ଆସୁଥିବା ଦ୍ରୁତଗାମୀ ମୋ ବସ ଧକା ଦେଇଥିଲା।ଦୁର୍ଘଟନା ପରେ ରଘୁନାଥ ପୁର ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତାରେ ବାଉଁଶ ପକାଇ ଓ […]

ଡକାୟତି ପାଇଁ କରୁଥିଲେ ଯୋଜନା

  ବାରଙ୍ଗ,୨।୨(ଏସଏସନିଉଜ)ଦାଦାବଟି ଓ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିବାବେଳେ ଏକ ୩ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ ବାରଙ୍ଗ ପୋଲିସକୁ ସଫଳତା ମିଳିଛି। ପୋଲିସ ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହିତ , ଦୁଇଟି ଜୀବନ୍ତ ବୋମା ଓ ଗୋଟିଏ ଭୁଜାଲି ଓ କାରକୁ ଜବତ କରିଛି। ସୁଚନା ଅନୁଯାୟୀ ଶନିବାର ରାତିରେ ଓମ୍ଫେଡ଼ ରାସ୍ତାରେ ପାଞ୍ଚଜଣ ଯୁବକ ଦାଦାବଟି ଓ ଡକାୟତି କରିବା ପାଇଁ ଯୋଜନା କରୁଥିଲେ।ଏହି ସମୟରେ ପେଟ୍ରୋଲିଂରେ ଯାଉଥିବା ପୋଲିସ ଙ୍କ ନଜର […]

ଛୁଆ ବିଲେଇ ପାଇଁ ନକେଦମ୍

ବାରଙ୍ଗ, ୨/୨(ଏସଏସନିଉଜ) ନରାଜ ବ୍ୟାରେଜ ଖୁଣ୍ଟ ଉପରୁ ଗୋଟିଏ ବିଲେଇ ଛୁଆକୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମ ବାହିନୀ। ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା କାଠଯୋଡି ନଦୀର ନରାଜବ୍ୟାରେଜ ମଝିରେ ଗୋଟିଏ ଖୁଣ୍ଟଉପରେ ଛୋଟ ବିଲେଇ ଖସିପଡ଼ିଥିଲ।ବିଲେଇ ଛୁଆଟି ଖାଦ୍ୟଅନ୍ୱେଷଣରେ ଯାଇ ଖସି ପଡ଼ିଥିବାର ଅନୁମାନ କରାଯାଇଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖିଛୁଆବିଲେଇକୁ ଉଧାର କରିବାକୁ ବହୁ ଚେଷ୍ଟା କରିଥିଲେ। ବିଫଳ ହେବାରୁ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଖବରପାଇ ବାରଙ୍ଗ ଅଗ୍ନିଶମ ବାହିନୀର […]

ମହିଳାଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର,୨।୨(ଏସଏସନିଉଜ)ମହିଳାଙ୍କ ପାଇଁ ଖୁସି ଖବର। କାରଣ ଫେବ୍ରୁଆରୀ ୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା। ଯାଜପୁରରୁ ଏହାର ଶୁଭାରମ୍ଭ କରି ମହିଳାଙ୍କୁ ଆକାଉଣ୍ଟକୁ ପଠାଯିବ ଟଙ୍କା। ତେବେ ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କିଛି ଟେକ୍ନିକାଲ ତ୍ରୁଟି ଯୋଗୁଁ ଅନେକ ମହିଳାଙ୍କୁ ଟଙ୍କା ମିଳିପାରିନାହିଁ। ବ୍ୟାଙ୍କର ଏନପିସିଆଇରେ ସମସ୍ୟାରେ ଥିବାରୁ ମଧ୍ୟ ସମସ୍ରା ହୋଇଛି। କିନ୍ତୁ […]

ଚୋରା ମୋରମ ଚାଲାଣ,ବିଜେଡି ପକ୍ଷରୁ ଦାବିପତ୍ର

ବାରଙ୍ଗ,୩୦।୧(ଏସଏସନିଉଜ)ବାରଙ୍ଗ ଅଞ୍ଚଳରେ ଗତ କିଛିଦିନ ହେବ ବେଆଇନଭାବେ ଚୋରାରେ ମୋରମ ଚାଲାଣ ହେଉଛି।ଏଥିରେ ଅଙ୍କୁଶ ଲଗାଇବା ପାଇଁ ଗୁରୁବାର ଦିନ ବାରଙ୍ଗ ବ୍ଲକର ୮ପଞ୍ଚାୟତରେ ଥିବା ବିଜେଡି କର୍ମୀମାନେ ଏକ ଦାବିପତ୍ର ବାରଙ୍ଗ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶ ଯେ,ବିଜେଡି କର୍ମୀମାନଙ୍କ କହିବା କଥା ହେଲା କିଛି ମୁଷ୍ଟିମେୟ ତଥା ସରକାରୀ ଦଳର କୁହାଯାଉଥିବା କୁଜିନେତାଙ୍କ ଇଙ୍ଗିତରେ ଦିନ ଦିହିପହରରେ ଗୋଡିସାହି ଅଞ୍ଚଳରୁ ଜେଶିବି ଲଗାଜାଇ ମୋରମ ଓ ମାଟି ଚୋରାଚାଲାଣ ହେଉଛି। ଯାହାଫଳରେ ପାକୃତିକ ସମ୍ପଦ […]

ମା ହେଲା ଦୁର୍ଗା

ବାରଙ୍ଗ,୩୦।୧ (ଏସଏସନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନରେ ସିମ୍ପାଞ୍ଜୀ ରାକ୍ଷୀ ପରେ ଏବେ ସିମ୍ପାଞ୍ଜୀ ଦୁର୍ଗା ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ଉଦ୍ୟାନର ୬୦ (କ) ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦୁର୍ଗା ପ୍ରଥମଥର ପାଇଁ ମା ହୋଇଛି । ଗୁରୁବାର ଦିନ ଗୋଟିଏ ଅଣ୍ଡିରା ଶାବକ ଜନ୍ମ ଦେଇଛି । ମା ହେବା ପରେ ତାର ଛୁଆକୁ ଅଲଗା କରାଯାଇଛି । ପ୍ରକାଶ ଯେ ,ପ୍ରାଣୀଉଦ୍ୟାନରେ ଜନ୍ମ ହୋଇଥିଲା ଦୁର୍ଗା । ଏବେ […]

୭୬ ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର,୨୬।୧(ଏସଏସନିଉଜ)କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ୭୬ ତମ ଗଣତନ୍ତ୍ରଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ମୁଖ୍ଯ ଅତିଥି ପ୍ରଫେସର ମହେଶ୍ବର ମହାନ୍ତି ଓ ବିଦ୍ୟାଳୟର ମାର୍ଗଦର୍ଶକ ଅଲେଖ ନାୟକ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଙ୍ଗୀତ ଗାନପରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟର ବାଳଚର ସଂଘ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଚାରୋଟି […]

ସମବାୟ ସମିତି ପାଳିଲା ସାଧାରଣତନ୍ତ୍ର ଦିବସ

ମେଣ୍ଢାଶାଳ,୨୬।୧(ଏସଏସନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତି ପକ୍ଷରୁ ୭୮ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହର ସହ ପାଳିତ ହୋଇଯାଇଛି।ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ ପତାକା ଉତୋଳନ କରିଥିଲେ ।ଏହି ଅବସରରେ ସମିତିର ସଦସ୍ୟ ନିମାଇଁ ବିଶ୍ବାଳ, ରାଜାଖାଁ, କାଳୁ ଦାସ, ସରୋଜପାତ୍ର, ଗୁରୁପ୍ରସାଦ ସାମନ୍ତରାୟ, ମେଣ୍ଢାଶାଳ ଗ୍ରାମର ସମାଜସେବୀ ବିଜୟ ଚନ୍ଦ୍ର ବଡ଼ଜେନା, ସର୍ବେଶ୍ଵର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଖୋର୍ଦ୍ଧା କେନ୍ଦ୍ର ସମବାୟବ୍ୟାଙ୍କର ମେଣ୍ଢାଶାଳ ଶାଖାର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମଙ୍ଗରାଜ ଉପସ୍ଥିତ […]

ସାଧାରଣତନ୍ତ୍ର ଦିବସରେ ଅଘଟଣ

ଆଠଗଡ଼,୨୬।୧(ଏସଏସନିଉଜ)ସାଧାରଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଅଂଶୁପା ରୋଡରେଓଲଟିପଡିଛି।ମାଳବିହାରପୁର ହାଇସ୍କୁଲ ପିଲା ସରଣ୍ଡାକୁ ପ୍ୟାରେଡ ରେ ଯୋଗଦେବାକୁ ଆସିଥିବା ବେଳେ ଦୁର୍ଘଟଣା ଘଟିଥିଲା।ଯାହାଫଳରେ ଜଣେ ଦଶମ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭେଟିଲେ ସଚିବ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି।ଏହି ଘଟଣା ପରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁରୁତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ୩୦ ହଜାର […]

ଫିଲ୍ମ ଷ୍ଟାଇଲରେ ଗାଡ଼ି ଚଳାଇବା

ବାରଙ୍ଗ, ୧୭।୧(ଏସଏସନିଉଜ) ଗୋଡିସାହି ଫାଣ୍ଡି ସମ୍ମୁଖରେ ଫିଲ୍ମ ଷ୍ଟାଇଲରେ ଗାଡ଼ି ଚାଳନା କରିବା ଘଟଣା ଜଣେ ଯୁବକଙ୍କ ପାଇ ମହଙ୍ଗା ପଡିଛି । ପ୍ରକାଶ ଯେ, ଗୁରୁବାର ସଂନ୍ଧ୍ୟାରେ ଗୋମାଂସ ବିକ୍ରୀ କରିବା ଅଭିଯୋଗ ରେ ସିଆଇଏସଏଫ ନିକଟରେ ଥିବା କଟକ ମେଡିସିନ ଷ୍ଟୋରର ମାଲିକ ଓ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଗିରଫର କିଛି ସମୟ ପରେ ବାରଙ୍ଗ ପୋଲିସ ଉଭୟଙ୍କୁ ସର୍ତ୍ତମୁଳକ ଜାମିନରେ ଛାଡ଼ିଦେଇଥିଲ।ଏହି ସମୟରେଔଷଧ ଦୋକାନର ମାଲିକଙ୍କ ସମ୍ପର୍କୀୟ ଭାଇ ଆଣିଥିବା […]