Browsing category

ଜିଲ୍ଲା

ବାଣ ନେଲା ଜୀବନ

ବୌଦ୍ଧ,୨୧।୯(ଏସଏସନିଉଜ)ପୁରୁଣାକଟକ ଥାନା ଜିଆଁକଟା ଠାରେ ବାଣବିସ୍ପାରଣ ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି। ବୌଦ୍ଧ ଜିଲା ପୁରୁଣାକଟକଥାନା ଜିଆଁକଟାଠାରେ ବାଣ ବିସ୍ପାରଣ ଘଟିଛି ।ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି।ମୃତକଙ୍କ ସଂଖ୍ୟା ବଢିପାରେ । ୧୫ ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି ।ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ , ସ୍ବେଛାସେବୀ ମାନେ ପହଂଚି ଉଦ୍ଧାର […]

ଶସ୍ତା ହେଲା ରେଳ ନୀର

ଭୁବନେଶ୍ୱର,୨୧।୯(ଏସଏସନିଉଜ)ଶସ୍ତା ହେବ ଟ୍ରେନ୍‌ରେ ମିଳୁଥିବା ପାଣି ବୋତଲ ରେଳ ନୀର।୧୫ଟଙ୍କା ବଦଳରେ ୧୪ଟଙ୍କାରେ କିଣିବେ ଯାତ୍ରୀ।ଅଧାଲିଟର ରେଳ ନୀରର ଦାମ୍‌ ୧୦ଟଙ୍କା ବଦଳରେ ହେବ ୯ଟଙ୍କା।ସେପ୍ଟେମ୍ବର ୨୨ରୁ ଲାଗୁ ହେବ ନୂଆ ଦର।

ପାସିଂ ଆଉଟ୍ ଯବାନଙ୍କୁ ମିଳିଲା ମାନପତ୍ର

କଟକ, ୨୦।୯(ଏସଏସନିଉଜ) ମୁଣ୍ଡଳୀସ୍ଥିତ ଏନଡିଆରଏଫ୍ ୩ୟ ବାହୀନିରେ ତାଲିମ ନେଉଥିବା ଓଡ଼ିଶା ଅଗ୍ନିଶମ ବାହିନୀର ସିଏସଏସଆର ପ୍ରଥମ ବ୍ୟାଚର ଉଦଯାପନୀ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏନଡିଆରଏଫ୍ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ କନଫରେନ୍ସ ହଲରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅଗ୍ନିଶମ ଡ଼ିଜି ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ ପାସିଂ ଆଉଟ୍ ହୋଇଥିବା ଯବାନଙ୍କୁ ମାନପତ୍ର ଓ ବ୍ୟାଚ ପ୍ରଦାନ କରିଥିଲେ। ପ୍ରଥମ ବ୍ୟାଚରେ ୪୦ ଜଣ ପ୍ରଶିକ୍ଷାର୍ଥି ୨୧ଦିନ ଧରି ତାଲିମ ନେଇଥିଲେ। ଅଗ୍ନିଶମ […]

ଯୁବତୀଙ୍କ ରିଲ୍ସ କରି ଅଡ଼ୁଆରେ ୩ ଯୁବକ

ଭୁବନେଶ୍ୱର,୨୦।୯(ଏସଏସନିଉଜ)ଦୁଇଜଣ ଯୁବତୀଙ୍କ ଅଜାଣତରେ ଭିଡିଓ କରି ପ୍ରାଙ୍କ୍ ଭିଡିଓ ଓ ରିଲ୍ସ କରିବା ତିନି ଜଣ ଯୁବକକୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ନନ୍ଦନକାନନରେ ଶନିବାର ଦିହିପହର ସମୟରେ ଦେଖିବାକୁ ମିଳିଛି । ପ୍ରକାଶ ଯେ , ଶନିବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ପଥରେ ପର୍ଯ୍ୟଟକମାନଙ୍କ ଗହଳି ଲାଗିରହିଥିଲା । ଏହି ସମୟରେ ତିନିଜଣ ମଦ୍ୟପ ଯୁବକବାରଙ୍ଗ-ଭୁବନେଶ୍ୱର ମୁଖ୍ୟରାସ୍ତାରୁ ନନ୍ଦନକାନନକୁ ସଂଯୋଗ ହୋଇଥିବା ପ୍ରବେଶପଥ ଆଗରେ ବୁଲାବୁଲି କରୁଥିବା ଦୁଇଜଣ ଯୁବତୀଙ୍କ ଅଜାଣତରେ […]

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୦।୯(ଏସଏସନିଉଜ) ଶନିବାର ସକାଳୁ ଦାରୁଠେଙ୍ଗ ଗ୍ରାମପାଖ ଜୁଝଗଡ଼ଡ୍ରେନ୍ ନିକଟରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ବରଗଡଥାନା ପୁଲିସ।ମୃତ ଯୁବକର ପରିଚୟ ପୋଲିସ ପାଇସାରିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରିଛି।ତେବେ ହତ୍ୟାକାଣ୍ଡର ପକୃତ କାରଣ ଜାଣିବାପାଇଁ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି।ପୋଲିସ ଏକ ହତ୍ୟା ମାମଲା ରୁଜୁକରିଛି।ମୃତଦେହ ପାଖରେ ଥୁଆ ହୋଇଥିବା ମନିପର୍ସ, ଛତା, ମଦବୋତଲ ଓ ଏକ କାରକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶଯେ,ଶିଶୁପାଳଗଡରେ ରହୁଥିବା ଭାଣପୁର […]

ମେଣ୍ଢାଶାଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମେଣ୍ଢାଶାଳ,୧୭/୯(ଏସଏସ ନିଉଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ୭୫ତମ ଜନ୍ମଦିବସ ଉପଲକ୍ଷେ ମେଣ୍ଢାଶାଳ ଗ୍ରାମରେ ଏକ ବୃକ୍ଷ ରୋପଣ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଉପଲକ୍ଷେ ଗ୍ରାମପଞ୍ଚାୟତ ସରପଞ୍ଚ କୌସଲ୍ୟା ବଳୀଆରସିଂହ ଓ ଗ୍ରାମପଞ୍ଚାୟତର କାର୍ଯନିର୍ବାହୀ ଅଧିକାରୀ ଦୀପ୍ତିମୟୀ ନାୟକଙ୍କ ସପୌରହିତରେ ସ୍ଥାନୀୟ ଖେଳପଡିଆର ଚାରିପଟେ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯକର୍ମରେ ଗ୍ରା:ପର ସମସ୍ତ ୱାର୍ଡ ମେମ୍ବର, ଆଶାକର୍ମୀ ଓ ମହିଳା ସ୍ଵୟଂ ସଂଘର ସଦସ୍ୟମାନେ ଯୋଗଦାନ କରିଥିଲେ।ବୃକ୍ଷ ରୋପଣ ପାଇଁ ସ୍ଥାନୀୟ ବନବିଭାଗ ତରଫରୁ ଅନେକ ପ୍ରଜାତିର ବୃକ୍ଷ ଚାରାମାନ […]

କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ

କଟକ,୧୭।୯(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ରାଜ୍ୟ ଶିକ୍ଷାବିଭାଗ ” ମା କେ ଲିୟେ ଏକ ପେଡ ” ଅନୁଯାଇ ପ୍ରାୟ ୫୦୦ ଛୋଟ ବଡ ଗଛ କଲେଜର ଅଧ୍ୟକ୍ଷ ଡ଼. ସେକ ନାଇମୁଦ୍ଦିନଙ୍କ ତତ୍ୱାବଧାନରେ ରୋପଣ କରାଯାଇଛି। ଏଥିରେ ମହାବିଦ୍ୟାଳୟର ୟୁଥ ରେଡକ୍ରସ, ଏନ.ଏସ.ଏସ ଓ ସ୍କାଉଟଗାଇଡ଼ର ସ୍ବେଛାସେବୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରିମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଡ଼. ପ୍ରବୀର ମହାନ୍ତି, ରୋଜାଲିନ ଦେବି, ପ୍ରକାଶ ପରିଡା, ଡ଼. ମାନସ ରଞ୍ଜନ ଦାଶମିଶ୍ର ଡ଼. […]

ଖରା ବର୍ଷାର ଲୁଚକାଳୀ ଖେଳ

୧-ଆସନ୍ତା ୧୯ ତାରିଖଠାରୁ ପୁରୀରେ କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ଥିବା ସୁବିଧାର ବୁକିଙ୍ଗ ଆରମ୍ଭ ହେବ। ଯେଉଁ ହବିଷ୍ୟାଳିମାନେ ସରକାରୀ ସୁବିଧାକୁ ଏହି ବ୍ରତ ସମୟରେ ପାଇବା ଲାଗି ଆଶା ରଖିଛନ୍ତି ସେମାନେ ନିର୍ଦ୍ଧାରିତ ପୋର୍ଟାଲରେ ନିଜ ନାଁ ଓ ଆବଶ୍ୟକ ତଥ୍ୟକୁ ପ୍ରଦାନ କରିବେ। ୫୦ରୁ ୭୦ ବର୍ଷର ବିବାହିତ ମହିଳା ଅଥବା ୭୦ ବର୍ଷା ଯାଏ ବିଧବା ମହିଳାଙ୍କୁ ଏହି ପଞ୍ଜିକରଣର ସୁବିଧା ପ୍ରଦାନ କରାଯିବ। ୨-ବିଧାନସଭାର ମୌସୁମୀ ଅଧିବେଶନକୁ ଲକ୍ଷ୍ୟ ଭିତ୍ତିକ କରିବାଲାଗି […]

ଶ୍ରୀମନ୍ଦିରରେ କାର୍ତ୍ତିକବ୍ରତ ପାଇଁ ୧୯ରୁ ଆବେଦନ…

ପୁରୀ,୧୫।୯(ଏସଏସନିଉ ଜ)ଆସନ୍ତା ୧୯ରୁ ଆରମ୍ଭ ହେବ କାର୍ତ୍ତିକବ୍ରତ ପାଇଁ ଆବେଦନ।ଅନଲାଇନ ଲିଙ୍କ httpsedistrict.odisha.gov.in ରେ ହେବ ଆବେଦନ।ହବିଷ୍ୟାଳୀଙ୍କ ରହଣି, ଦର୍ଶନ ଓ ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର।ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ସହ ନୂଆ ଆବେଦନ କାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ ବୋଲି କୁହାଯାଇଛି।

ବିପଦପୂର୍ଣ୍ଣ ଗାଡ଼ି ଚାଳନା

ଭୁବନେଶ୍ୱର ,୧୫ା୯(ଏସଏସନିଉଜ)ବିପଦପୂର୍ଣ୍ଣ ଗାଡ଼ି ଚାଳନା ବିରୋଧରେ ହେବ କଠୋର କାର୍ୟ୍ୟାନୁଷ୍ଠାନ । ରିଲ୍ସ ବା ଭିଡିଓ କରିବା ନାଁରେସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର ।ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ଓ ପରିବହନ ଆୟୁକ୍ତ […]