Browsing category

ମନୋରଞ୍ଜନ

ଖୁସି ମନାଇଲେ ଦାରୁଠେଙ୍ଗ ଗ୍ରାମବାସୀ

ବାରଙ୍ଗ,୧୭।୫(ଏସଏସନିଉଜ)ଆଶ୍ୱସ୍ତି ପାଇଲେ ଦାରୁଠେଙ୍ଗ ଗ୍ରାମବାସୀ । ଦୀର୍ଘ ୧୫ ବର୍ଷ ଧରି କରିଆସୁଥିବା ଦାବି ଶେଷରେ ସରକାର ଶୁଣିଛନ୍ତି । ଆଜି ଠାରୁ ଅର୍ଥାତ୍ ବୁଧବାର ଠାରୁ ସବୁଦିନ ପାଇଁ ଦାରୁଠେଙ୍ଗ ଗ୍ରାମ ନିକଟରେ ଥିବା ଭୁଆସୁଣୀ ଡମ୍ପିଙ୍ଗ ୱାଡ ରେ ପଡ଼ୁଥିବା ଅଳିଆ ଆଉ ପଡ଼ିବ ନାହିଁ । ଯାହାକୁ ନେଇ ଗ୍ରାମବାସୀ ମାନେ ବେଶ୍ ଖୁସି ଥିବା ଜଣାପଡିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଦାରୁଠେଙ୍ଗ ଯାତ୍ରା ପଡିଆ ଠାରେ ଆୟୋଜନ କରାଯାଇଥିଲା […]

ଏମିତି ଦିଶିବ କଟକ ଓ ପୁରୀ ରେଳଷ୍ଟେସନ

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ଏହା ହେଉଛି କଟକ ଓ ପୁରୀ ରେଳଷ୍ଟେସନର ଦୃଶ୍ୟ ।ନୁଆରୁପରେ ଶୋଭାପାଇବାକୁ ଯାଉଛି ଉଭୟ ରେଳଷ୍ଟେସନାଆସନ୍ତାକାଲି କଟକ ଓ ପୁରୀ ରେଳଷ୍ଟେସନ ନବୀକରଣ କାର‌୍ୟ୍ୟର ଶିଳାନ୍ୟାସ ହେବାକୁ ଯାଉଛି । ଉଭୟ ରେଳଷ୍ଟେସନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଯୋଗେ ଉଭୟ ଷ୍ଟେସନ କାର‌୍ୟ୍ୟର ଶିଳାନ୍ୟାସ କରିବେ ।

୧୮ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୧୬।୫(ଏସଏସନିଉଜ) ମେ୧୮ତାରିଖ ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ।ସକାଳ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବାପରେ ଦିନ ୧୨ଟାରେ ଅନଲାଇନରେ ରେଜଲ୍ଟ ମିଳିପାରିବ ।www. bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ।ଉଭୟ ୱେବସାଇଟ୍ ଓ SMS ମାଧ୍ୟମରେ ମିଳିବ ଫଳ।୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା

କମାଲ କଲେ ପିୟୁସ

ଚନ୍ଦ୍ରଶେଖରପୁର,୧୨/୫ (ଏସଏସନିୟୁଜ) ପୁଣି କମାଲ ଦେଖାଇଲେ ପିୟୁସ ।ପ୍ରକାଶ ପାଇଥିବା CBSE ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ 95.20 persent ମାର୍କ ରଖି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପିୟୁସ ପ୍ରତିମ ଜେନା।ରାଜଧାନୀ ଉପକଣ୍ଠ ନିଳାଦ୍ରିବିହାରରେ ରହୁଥିବା ପିୟୁସ ୯୫.୨୦% ପ୍ରତଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଭଲ ନମ୍ବର ରଖି ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାର ନାମ ବୃଦ୍ଧି କରିଛନ୍ତି।ପିୟୁସ ହେଉଛନ୍ତି ପୁର୍ତବିଭାଗର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଓ ଭାଗ୍ୟଲକ୍ଷ୍ମୀଜେନାଙ୍କ ପୁଅ ।ସେ ଭୁବନେଶ୍ୱରସ୍ଥିତ ଡିଏଭିପବ୍ଲିକସ୍କୁଲ […]

ଆସିକା ବିଜ୍ଞାନମହାବିଦ୍ୟାଳୟରେ ବିଶ୍ବ ରେଡକ୍ରସ୍ ଦିବସ

ଆସିକା ୮ା୫(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଯୁବରେଡକ୍ରସ୍ ଶାଖା ତରଫରୁ ବିଶ୍ବ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ଯୁବ ରେଡକ୍ରସ୍ ଉପଦେଷ୍ଟା ଦେବବ୍ରତ ସାହୁ ସଭା ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ରାଜେଶ୍ କୁମାର ସାହୁ ଉକ୍ତ ଆୟୋଜନର ସୁପରିଚାଳନା କରିଥିଲେ। ମୁଖ୍ୟ ଅତିଥି ରୂପେ ଆସିକା ନିକଟସ୍ଥ କୋଟିନଡା ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକ କୃଷ୍ଣ ସାହା ଏବଂ ମୁଖ୍ୟ ବକ୍ତା ରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର […]

ନୁତନ ତ୍ରିଶୁଳ ପ୍ରତିଷ୍ଟା ଉସ୍ୱବ

ମେଣ୍ଢାଶାଳ,୫।୫(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମରେ ଥିବା ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ସଂମୁଖରେ ନୂତନ ତ୍ରିଶୂଳ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ବୋଲବମ ସେବାସମିତି ଆନୁକୂଲ୍ୟରେ ଜ୍ୟୋର୍ତିମମୟୀଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିରାଟ ପଟୁଆରରେ ଗ୍ରାମବାସୀମାନେ ତ୍ରିଶୂଳକୁ ଗାଁପରିକ୍ରମା କରାଇ ମନ୍ଦିର ସଂମୁଖକୁ ଆଣିବାପରେ ପ୍ରାଣପ୍ରତିଷ୍ଠା କରାଯାଇ ଥିଲା।ସେହିଁଭଳିଭାବେ ଗାଁର ଆରାଧ୍ୟ ଶ୍ରୀ ଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ପାଞ୍ଚ ଦିନବ୍ୟାପୀ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି।ପଣ୍ଡିତ ରମେଶ ଚନ୍ଦ୍ର […]

ଦ୍ଵାରିକାଦାସଙ୍କ ଜନ୍ମଉତ୍ସବ

ବାଙ୍କୀ,୪।୫(ଏସଏସନିଉଜ )ଭଗୀପୁର ଗ୍ରାମର ଆରାଧ୍ୟଦେବତା ବାବା ଦ୍ଵାରିକାଦାସଙ୍କ ଜନ୍ମଉତ୍ସବ ପାଳିତ ହୋଇଯାଇଛି । ଏହି ଜନ୍ମଦିବସ ଉପଲକ୍ଷେ ବାବା ଦ୍ଵାରିକାଦାସଙ୍କ କଳସ ସ୍ଥାପନ ପାଇଁ ମହାନଦୀ ରୁ ଏକ ମାଠିଆରେ ଜଳଆସି କଳସ ସ୍ଥାପନ କରଯାଇଥିଲା । ପରେ ଦ୍ଵାରିକାଦାସଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହୋଇଥିଲା । ପ୍ରକାଶଯେ ବାବା ଦ୍ବାରିକାଦାସ ବାଙ୍କୀ ଡମପଡା ଅର୍ନ୍ତଗତ ଭଗିପୁରଗ୍ରାମରେ ବହୁକାଳ ଧରି ଆଶ୍ରମ କରି ଅବସ୍ଥାନ କରୁଥିଲେ । ଡମପଡ଼ାରାଜା ଦ୍ଵାରିକା ଦାସଙ୍କପାଇଁ ବୃତ୍ତିବାଡ଼ି ଖଞ୍ଜି ଦେଇଥିଲେ […]

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୩।୫(ଏସଏସ ନିଉଜ)କାଲି ଓଡ଼ିଶାଆସୁଛନ୍ତି ରାଷ୍ଟ୍ରପତି।ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ରାଇରଙ୍ଗପୁର ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟର କାର୍ଯ୍ୟସୂଚୀ ଆସି ପହଂଚିଛି। ୪ ତାରିଖ ୧୦ଟା ୧୫ରେ ବାଦାମପାହାଡ ପହଞ୍ଚିବେ। ୧୨ଟା ୫୫ରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ।ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ।୪ଟା୨୫ରେ ମହୁଲଡ଼ିହାରେ ପତାକା ଉତ୍ତୋଳନ କରିବେ।

ଭୁବନେଶ୍ବରରୁ ସିଧା ଦୁବାଇ

ଭୁବନେଶ୍ୱର,୩।୫(ଏସଏସ ନିଉଜ)ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।ତାଙ୍କ ସୂଚନା ମୁତାବକ ମେ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ଉଡାଣ ହେବ।ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଉଡ଼ିବ ବୋଲି କହିଛନ୍ତି।

ଆକର୍ଷଣ ସାଜିଛି ବ୍ରହ୍ମରାକ୍ଷସୀ

ବ୍ରହ୍ମପୁର,୩୦ା୪(ଏସଏସନିଉଜ) ସରିଆସୁଛି ବୁଢୀ ଠାକୁରାଣୀ ଯାତ୍ରା । ଯାତ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।ଏହାକୁନେଇ ଜମୁଛି ପୁରୁଣାବ୍ରହ୍ମପୁର ଓ ବଡବଜାର ଅଞ୍ଚଳ ।ଯାହାଫଳରେ ଲୋକଙ୍କ ନାହିଁନଥିବା ଭୀଡ ଲାଗିରହୁଛି ।ଶହଶହ ବର୍ଷର ପୁରୁଣା ବୁଢିଠାକୁରାଣୀ ଯାତ୍ରାର ଅନେକ କିମ୍ବଦନ୍ତୀ ଓ ପରମ୍ପରା ରହିଛି ।ଏହି ଅବସରରେ ମାଆ ବାପଘରକୁ ଆସିବା ପରେ ନଗର ପରିକ୍ରମା କରିଥାନ୍ତି । ବିଶେଷକରି ରଥ , କଳାକୁଞ୍ଜ ,ବିଭିର୍ଣ ବେଶଧାରୀ କଲାକାର ଓ ମାନସିକଧାରୀଙ୍କ ନୃତ୍ୟ ଯାତ୍ରାର […]