Browsing category

ମନୋରଞ୍ଜନ

ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧।୬(ଏସଏସନିଉଜ)ଚାରିଦିନିଆ ଗସ୍ତରେ ଭାରତରେ ପହଞ୍ଚିଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ ଗୁରୁବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।ଉଭୟ ନେତା ପରସ୍ପରକୁ ଉତ୍ସାହର ସହିତ ଭେଟିଥିଲେ।ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନେପାଳୀ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜ ଘାଟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଜୁନ୍‌ରେ ମେଟ୍ରୋଟ୍ରେନ୍ ର ଶିଳାନ୍ୟାସ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପାଇଁ ଜୁନ୍‌ରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ।ଜୁନ୍‌ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।ପ୍ରେସ୍‌ମିଟ୍‌ରେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନ ସୂଚନା ଦେଇଛନ୍ତି। ଭୁବନେଶ୍ୱର-କଟକ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇ ଥିବା ବେଳେ ସର୍ଭେ ସରିଛି ବୋଲି କହିଛନ୍ତି ସଚିବ।କେଉଁ ରୁଟରେ ମେଟ୍ରୋ ଯିବ ତାହା ମଧ୍ୟ ଚିହ୍ନଟ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକକୁ ଚାଲିବ।ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ପାଇଁ ଯୋଜନା କରାଯିବ ବୋଲି […]

ଦେଶରେ ଜାରିହେବ ୭୫ଟଙ୍କା କଏନ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ ୭୫ଟଙ୍କା କଏନ।ଆସନ୍ତା ମେ ୨୮ରେ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବାକୁ ଯାଉଛି।୭୫ଟଙ୍କା କଏନ୍‌ର ଗୋଟିଏ ପଟେ ସଂସଦଭବନ ସହ ସଂସଦ ସଙ୍କୁଳ ଲେଖାଥିବ ଓ ଅନ୍ୟପଟରେ ଅଶୋକସ୍ତମ୍ଭ ସହ ସତ୍ୟମେବ ଜୟତେ ଥିବ ।

୩୦ କିମ୍ବା ୩୧ରେ ଯୁକ୍ତଦୁଇ ପରୀକ୍ଷାଫଳ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଆସନ୍ତା ୩୦ କିମ୍ବା ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ।ଏହାସହ ଜୁନ୍ ୮ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି ।ଆସନ୍ତା ୩୦ କିମ୍ବା ୩୧ରେ ବାହାରିପାରେ ଯୁକ୍ତ ୨ ପରୀକ୍ଷା ଫଳ । ୨୮ ତାରିଖରେ ଯୁକ୍ତଦୁଇ ପରୀକ୍ଷାଫଳ ତାରିଖ ଘୋଷଣା କରାଯିବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ […]

ଶିବବିବାହ ପାଇଁ ଚଳଚଂଚଳ ଶେବପୀଠ

ବାରଙ୍ଗ, ୨୪/୫ (ଏସଏସନିଉଜ) ଭୁବନେଶ୍ୱର ଓ କଟକ ଉପକଣ୍ଠରେ ଥିବା ବିଭିର୍ଣ ଶୈବପୀଠମାନଙ୍କରେ ଶିବ ବିବାହ ଉସ୍‌ବପାଇଁ ଚଳଚଂଚଳ ହୋଇଉଠିଛି ।ବୁଧବାର ଦିନତମାମ ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଭୀଡ ଲାଗିରହଛି ।ଶୈବପୀଠ ଗୁଡିକୁ ସାଜସଜ୍ଜା କରିବାପାଇଁ ଅନୁଷ୍ଠାନମାନଙ୍କ ତରଫରୁ ଉଦ୍ୟମ ମଧ୍ୟ କରାଯାଇଛି ।କେଉଁଠି ସଉଚ୍ଚ ତୋରଣ ତ କେଉଁଠି ରଙ୍ଗବେରଙ୍ଗର ଆଲୋକ ମାଲରେ ସଜେଇ ହୋଇଛି ମନ୍ଦିର ଓ ତାର ପରିବେଶ ।ବାରଙ୍ଗସାନମୁଣ୍ଡଳୀ ଜଗନ୍ନାଥ ପଠରେ ଥିବା ବାବା କାଶୀ ବିଶ୍ବନାଥ ମହାଦେବଙ୍କ ପୀଠରେ ବାବା […]

ଦାମୀମୋବାଇଲ ଫେରାଇଲେ ବସ ମାଲିକ

ବାରଙ୍ଗ,୨୪।୫(ଏସଏସନିଉଜ) ସୋମବାର ରାତିରେ ବସରେ ଯାତ୍ରା କରୁଥିବା ବେଳେ ଭୁଲ ବଶତଃ ବସରେ ଛାଡିଯାଇଥିବା ଏକ ଦାମୀ ମୋବାଇଲକୁ ଫେରାଇ ଚର୍ଚ୍ଚାରେ ରହିଛନ୍ତି ଟାଉନବସ ଡ୍ରାଇଭର।ମଙ୍ଗଳବାର ରାତିରେ ମାଷ୍ଟରକ୍ୟାଣ୍ଟିନ୍ ରୁ ନନ୍ଦନକାନନକୁ ଆସୁଥିବା ମା ଯୋଗମାୟା ନାମକ ଟାଉନ ବସରେ ପୁରୀର ଦୀପକ ପାତ୍ର ନାମକ ଯୁବକ ଆସି ପଟିଆରେ ଓହ୍ଲାଇଥିଲେ।ଭୁଲବସତ ତାଙ୍କର ମୋବାଇଲ ଫୋନଟି ବସିବା ସିଟରୁ ଖସି ତଳେ ପଡିଯାଇଥିବାରୁ କୌଣସି ଯାତ୍ରୀଙ୍କ ନଜରରେ ନଥିଲା।ବସଟି ରାହଣୀସ୍ଥଳୀ ରଘୁନାଥପୁର ଗାମୁଣ୍ଡ ବସ ମାଲିକଙ୍କ କାର୍ଯ୍ୟାଳୟରେ […]

ବାଙ୍କି ବିଧାୟକ ହାଏ ହାଏ ,ନିଆଳି ବିଧାୟକ ହାଏ ହାଏ

ବାରଙ୍ଗ,୧୩ା୫(ଏସଏସନିଉଜ)ବୁଧବାରଦିନ ବାରଙ୍ଗ ପଂଚାୟତସମିତର ହୋଇଥିବା ଷଷ୍ଠ ସାଧାରଣ ବୈଠକରେ ଅସନ୍ତୁଷ୍ଟ ସଭ୍ୟସଭ୍ୟାମାନେ ଘଂଟବଜାଇ ପ୍ରବଳ ହଟଗୋଳ କରିବାରୁ ସମିତି ବୈଠକ ବନ୍ଦ ହୋଇଯାଇଥିଲା ।ଅସନ୍ତୁଷ୍ଟ ସଭ୍ୟସଭ୍ୟାମାନେ ସେମାନଙ୍କ ସମ୍ମାନ କ୍ଷୁର୍ଣ ହୋଇଥିବାର ପ୍ରତିବାଦ ଦର୍ଶାଇ ବିଧାୟକ,ଅଧକ୍ଷା ଓ ବିଡିଓଙ୍କ ବିରୁଦ୍ଧରେ ନାରାବାଜି ଲଗାଇରଖିଥିବାରୁ ବାଧ୍ୟହୋଇ ଦୁଇବିଧାୟକ କକ୍ଷତ୍ୟାଗ କରିବାପରେ ବୈଠକ ବାତିଲ ହୋଇଯାଇଥିଲା ।ଏହିଘଟଣାକୁ ଏବେ ବାରଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାସ ଯେ,ପୁର୍ବପ୍ରସ୍ତୁତି ଅନୁଯାୟୀ ବୁଧବାର ପୂର୍ବାହ୍ନରେ ସମିତିକାର୍ଯ୍ୟାଳୟରେ ବାରଙ୍ଗ ପଂଚାୟତସମିତର ଷଷ୍ଠ […]

ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ୱର,୨୧।୫(ଏସଏସ ନିଉଜ)ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟ କଙ୍କ ଉପସ୍ଥିତିରେ ସକାଳ ୯:୫୦ରେ ଲୋକସେବା ଭବନରେ ରାଜ୍ୟପାଳ ନୂତନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇବା କାର୍ଯ୍ୟକ୍ରମ ରହିଛି ।ତେବେ ଆଜି କିଛିମନ୍ତ୍ରୀ ମଧ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ୧୨ତାରିଖ ସନ୍ଧ୍ୟାରେ ହଠାତ ବାଚସ୍ପତି ବିକ୍ରମ ଆରୁଖ, ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହା ପରଠାରୁ […]

ବାଏବାଏ ଦୁଇହଜାର ନୋଟ !

ଭୁବନେଶ୍ୱର,୧୯ା୫(ଏସଏସନିଉଜ) ନେଣଦେଣରୁ ବିଦାୟନେବାକୁ ଯାଉଛି ୨ହଜାରଟଙ୍କିଆ ନୋଟ୍। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍।ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରୁ ବଦଳାଇ ହେବ ନୋଟ୍। ୨ହଜାର ଟଙ୍କିଆନୋଟ୍ ନେଇ ରିଜର୍ଭବ୍ୟାଙ୍କର ବଡ଼ ନିଷ୍ପତ୍ତି ନେଇଛି । ଥରକେ ସର୍ବାଧିକ ୨୦ହଜାରଟଙ୍କା ପର୍ଯ୍ୟନ୍ତ  ବଦଳାଇ ହେବ। ଆଉ ୨ହଜାରଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ ।ମେ୨୩ରୁ ବ୍ୟାଙ୍କମାନଙ୍କରେ ବଦଳାଇ ହେବ ୨ ହଜାର ଟଙ୍କିଆ। ୨୦୧୬ନଭେମ୍ବରରେ ୨ ହଜାର […]

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୧୮ା୫(ଏସଏସଏନିଉଜ)ପ୍ରକାସ ପାଇଛିଚଳିତ ବର୍ଷ ମାଟ୍ରିକ ରେଜଲ୍ଟାଏଥିରେ ପାସ୍ ହାର ୯୬.୪୦ ପ୍ରତିଶତରହିଥିବାବେଳେ ଏଥର ପୁଅଙ୍କଠାରୁ ଝିଅମାନେ ଆଗୁଆ ରହିଛନ୍ତି ।A1- ୪,୧୫୮, A2- ୨୯,୮୩୮ ଛାତ୍ରଛାତ୍ରୀ , B1- ୭୭,୫୬୭, B1-୧,୧୮,୭୫୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ଛାତ୍ରୀଙ୍କ ପାସ୍‌ହାର ୯୭.୦୫% ଓ ଛାତ୍ରଙ୍କ ପାସହାର ୯୫.୭୫% ।କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୭.୯୯% ରହିଛି । ତେବେକଟକ ଏବଂ ଜଗତସିଂହପୁରରେ ସର୍ଵଧିକ ପାସହାର ରହିଥିବାର ଜଣାପଡିଛି ।