ଭଗବତୀନଗର ପ୍ରିମିୟରଲିଗ୍ ମ୍ୟାଚ୍ ଉଦଯାପିତ
ବାରଙ୍ଗ,୩୦।୪(ଏସଏସନିଉଜ)ଭୁବନେଶ୍ବରବ୍ଲକ୍ ଅନ୍ତର୍ଗତ ଦାଢାପଞ୍ଚାୟତର ଭଗବତୀ ନଗର ଗ୍ରାମମୁଣ୍ଡ ଖେଳ ପଡିଆରେ ରବିବାର ଅପରାହ୍ନ ସମୟରେ ସିଦ୍ଧ୍ୟସାଧୁ ହୁଙ୍କାଗୋସାଇଁ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଚାଲିଥିବା ପ୍ରଥମବାର୍ଷିକ ଭଗବତୀନଗର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଶେଷ ଦିନରେ ଅନୁଷ୍ଟିତ ଫାଇନାଲମ୍ୟାଚ୍ ବ୍ଲାକ୍ କୋବ୍ରା ସହିତ ଗୋଲଡେନ୍ ଷ୍ଟାର ମଧ୍ୟରେ ହୋଇଥିଲା।ଏଥିରେ ଗୋଲଡେନ୍ ଷ୍ଟାର ଦଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୭ଓ୍ବିକେଟ ବିନିମୟରେ ୫୦ ରନ ସଂଗ୍ରହ କରିଥିଲା।ପ୍ରତିପକ୍ଷ ବ୍ଲାକ୍ କୋବ୍ରା ଦଳ ୮ଓଭରରେ ୬ଓ୍ବିକେଟ […]