Browsing category

ମନୋରଞ୍ଜନ

ଏଯୁଗର ଶ୍ରବଣ କୁମାର

ଭୁବନଶ୍ୱେର,୩ା୭(ଏସଏସନିଉଜ)ଏ ଦୁଇ ଯୁବକଙ୍କୁ ଦେଖନ୍ତୁ। ଜଣେହେଲେ ଉତ୍ତରପ୍ରଦେଶ ରାଜ୍ୟର ଦେବ୍ । ଯିଏକି ନିଜ ଶହେବର୍ଷବୟସର ମାଆଙ୍କୁ ଭାରରେ ହରିଦ୍ୱାର ନେଇକିଯାଉଛନ୍ତି। ଆଉଜଣେ ହେଲେ ନୋଏଡ଼ାର ଅଜୟ କୁମାରା ଗୋଟେପଟେ ତାଙ୍କମାଆ, ଅନ୍ୟପଟେ ତାଙ୍କମାଆଙ୍କ ଓଜନ (୫୧ କିଲୋ)ର ଗଙ୍ଗାଜଳ ବୋହିବୋହି ଚାଲିଛନ୍ତି ।

୫ପଞ୍ଚାୟତକୁ ଗଡିଲା ମୋବସ୍

ବାରଙ୍ଗ,୩ା୭(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତର ଜନସାଧାରଣଙ୍କପାଇଁ ମାଷ୍ଟର କ୍ୟାଣ୍ଟିନଛକରୁ ଦାଢା,କଲ୍ୟାଣପୁର, ବରିମୁଣ୍ଡ, ଇଞଣା,ରଘୁନାଥପୁର ଆଦି ୫ପଞ୍ଚାୟତକୁ ସୋମବାର ମୋବସ୍ ସେବା ଶୁଭାରମ୍ଭ କରାଯାଇଛି।ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତକୁମାରରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ନଡିଆବାଡେଇ ପତକା ଦେଖାଇ ମୋବସ୍ ସେବାର ଶୁଭାରମ୍ଭ କରିଥିଲେ।ପ୍ରତିଦିନ ଭୁବନେଶ୍ବର ମ୍ୟାଷ୍ଟରକ୍ୟାଣ୍ଟିନରୁ ଗୋଟିଏବସ୍ ସକାଳସମୟରୁ ବାହାରି ରସୁଲଗଡ ,ହାଇଟେକଛକ ଦେଇ ମଞ୍ଚେଶ୍ବରଗାଁ ଦେଇ ଜରିପାଟଣା, ବରିମୁଣ୍ଡ,କଲ୍ୟାଣପୁର,ଗଣ୍ଡରପୁର,ବାଲିପଡା,କେନ୍ଦୁପାଟଣା ବାରଙ୍ଗବ୍ଲକର କାନପୁରଛକ ଦେଇ ଶ୍ରୀବନ୍ତପୁର,କଣ୍ଟାପାଟଣା,ବାରଙ୍ଗ ବ୍ଲକ,ବାରଙ୍ଗଥାନାଦେଇ ନନ୍ଦନକାନନଛକ ଦେଇ ଭୁବନେଶ୍ବର ମ୍ୟାଷ୍ଟରକ୍ୟାଣ୍ଟିନ ଛକରେ ପୁଣି ପହଞ୍ଚିବ।ପ୍ରତିଦିନ ଏହି ରୁଟରେ […]

ଲୋକୋ ପାଇଲଟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧ା୭ (ଏସଏସନିଉଜ) ଭାରତୀୟ ରେଳରେ କାର୍ଯ୍ୟରତ ଲୋକୋ ପାଇଲଟ ସୁବଳ ଚରଣ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବେହେରା ଭାରତୀୟ ରେଳସେବାରେ ୧୯୮୯ ମସିହାରୁ କାର୍ଯ୍ୟଭାରଆରମ୍ଭ କରିଥିଲେ।ସେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ଜଙ୍କସନରେ ଲୋକୋ ପାଇଲଟ ଭାବେ ସୁଚାରୁ ରୂପେ କାର୍ଯ୍ୟସମ୍ପାଦନ କରି ଅବସର ଗ୍ରହଣ କରିଛନ୍ତି।ଏହି ଅବସର ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା ହାଇକୋର୍ଟର ଆଇନଯିବି ଜ୍ଞାନରଞ୍ଜନ ଦାଶ, ସମାଜସେବୀ ଉଦୟନାଥ ବେହେରା, ସୌଦାମିନୀ ମହାପାତ୍ର, ସଂଯୁକ୍ତା ବେହେରା ରେଳବାଇର ଅଧିକାରୀ ଓ ସମସ୍ତ […]

ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ଆଠଗଡ଼, ୩୦ା୬(ଏସଏସନିଉଜ) ଧୋଇଯାଇଛି ଧବଳେଶ୍ୱର ଅସ୍ଥାୟୀ ରାସ୍ତାାମହାନଦୀରେ ପାଣି ଆସିବାରୁ ରାସ୍ତାଟି ଧୋଇଯାଇଛି ।ଅସ୍ଥାୟୀରାସ୍ତା ଧୋଇଯିବାରୁ ଧବଳେଶ୍ୱରଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁା ଝୁଲାପୋଲ ବନ୍ଦଥିବାରୁ ଅସ୍ଥାୟୀ ପୋଲରେ ଯିବାଆସିବା କରୁଥିଲେ ଶ୍ରଦ୍ଧାଳୁ ।  

ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ତାଳଧ୍ୱଜ ରଥ

ପୁରୀ,୨୮ା୬(ଏସଏସନିଉଜ) ବାହୁଡ଼ାଯାତ୍ରାନିମନ୍ତେ ପୁର୍ବନିର୍ଦ୍ଧାରିତ ସମୟଆଗରୁ ରଥଟଣା ଆରମ୍ଭ ହୋଇଛି । ଅପରାହ୍ନ ପ୍ରାୟ ୧.୧୦ମିନିଟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖଧ୍ୱନି ମଧ୍ୟରେ ଧୀରେ ଧୀରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ତାଳଧ୍ୱଜ। ଏହାପରେ ସୁଭଦ୍ରାଙ୍କ ରଥ ଓ ଶେଷରେ ମହାପ୍ରଭୁଙ୍କ ରଥ ଯାତ୍ରା କରିବ। ତିନିଠାକୁରଙ୍କୁ ଦେଖିବାପାଇଁ କାହିଁ କେତେ ଦୂରରୁ ଆସିଥିାବ ଭକ୍ତମାନଙ୍କ ଭିଡ ଲାଗିରହିଛି ।

ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି

ପୁରୀ, ୨୮ା୬(ଏସଏସନିଉଜ) ନବଦିନାତ୍ମକଯାତ୍ରା ସାରି ଆଜି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ । ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆରମ୍ଭ ହୋଇଯାଇଛି ପହଣ୍ଡି । ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଛି। ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି । ମହାପ୍ରଭୁଙ୍କ ବାହୁଡ଼ାପର୍ବ ଦେଖିବାପାଇଁ ଲକ୍ଷାଧିକଭକ୍ତଙ୍କ ସମାଗମ ହୋଇଛି । […]

ପୁଣି ଅସୁସ୍ଥହେଲା ହଳଦିଆଆନାକୋଣ୍ଡା

ବାରଙ୍ଗ,୨୭ା୬(ଏସଏସନିଉଜ)ନନ୍ଦନକାନନର ସରୀସ୍ବପ ଉଦ୍ୟାନର ୪୫ନମ୍ବର (ଖ)ଏନକ୍ଲୋଜରରେ ରହୁଥିବା ଏକ ବୟସ୍କ ଆନାକୋଣ୍ଡା ପୁଣି ଥରେ ଅସୁସ୍ଥ ହୋଇପଡିଛି।ସାପଟି ଦୀର୍ଘ ୭ଦିନ ହେବ ରକ୍ତଝାଡାରେ ପୀଡିତ ଥିବା ସହ ଥଣ୍ଡାରେ ଆକ୍ରାନ୍ତ ହୋଇଛି।ସେ ଠିକ୍ ଭାବେ ଖିଆପିଆ କରି ପାରୁନାହିଁ।ପୂର୍ବରୁ ନନ୍ଦନକାନନରେ ମୃତ୍ୟୁବରଣ କରିଥିବା ଆନାକୋଣ୍ଡା ଠାରେ ଏହି ସମାନ ଲକ୍ଷଣ ଦେଖାଯାଇଥିବାରୁ ଏବେ କର୍ତ୍ତୁପକ୍ଷଙ୍କପାଇଁ ଚିନ୍ତା ବଢି୍‌ାଇଛି ।ଏହି ଅସୁସ୍ଥ ଆନାକୋଣ୍ଡା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।ନନ୍ଦନକାନନ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଉଥିଲେ ମଧ୍ୟ ସ୍ବାସ୍ଥ୍ୟରେ […]

ନନ୍ଦନକାନନରେ ପାର୍କିଂ ଅବ୍ୟବସ୍ଥା

ବାରଙ୍ଗ,୨୭ା୬(ଏସଏସନିଉଜ)ପୁଣି ନନ୍ଦନକାନନରେ ଅବ୍ୟବସ୍ଥା ଦେଖାଦେଇଛି ।ପରିଚାଳନାଗତ ତୃଟି ଯୋଗୁ ନନ୍ଦନକାନନ ନିଜେ ଏବେ ପାର୍କିଂବ୍ୟବସ୍ତାକୁ ସମ୍ଭାଳିବାକୁ ଆରମ୍ଭ କରିଛି ।ଅଧିକ ଲାଭପାଇଁ ଟେଣ୍ଡରକୁ ଦେଇଥିବା ବହୁତଳପାର୍କିଂ ବ୍ୟବସ୍ଥାକୁ ନେଇଥିବା ଠିକାଦାର ଫେରାଇଦେବାପରେ ମଙ୍ଗଳବାରଠାରୁ ନନ୍ଦନକାନନ ନିଜ ଆୟତକୁ ନେଇ ନିଜେ ଚଳାଇବା ଆରମ୍ଭ କରିଛି ।ଘରୋଇକରଣରେ ଦିଆଯାଇଥିବା ବହୁତଳପାର୍କିଂ ବ୍ୟବସ୍ଥା ପୁଣିଥରେ ନନ୍ଦନକାନନ ହାତକୁ ଫେରିଆସିଛି । ବ୍ୟବସାୟିକ କ୍ଷତି ସହ ନନ୍ଦନକାନନ ପକ୍ଷରୁ ଅସହଯୋଗ କରାଯାଇଥିବାର ଦର୍ଶାଇ ନେଇଥିବା ଠିକାଦାର ମୁହଁ ଫେରାଇନେଇଛନ୍ତି ।ଯାହାଫଳରେ ନନ୍ଦନକାନନ […]

କିଏ ଜାଣିଥିଲା ଏମିତି ହେବ

ଭୁବନେଶ୍ୱର,୨୬।୬(ଏସଏସ ନିଉଜ)ବାହାଘର ହୋଇଥିଲା। ଏଇ ଝିଅଟି ହାତଗଣ୍ଠି ଫିଟାଇଥିଲା।ହେଲେ କିଏ ଜାଣିଥିଲା କିଛି ସମୟ ପରେ ଏମିତି ବସ୍ ଦୁର୍ଘଟଣାରେ ଚାଲିଯିବ ଜୀବନ।ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ସରକାରୀବସ୍‌ ସହ କନ୍ୟା ଯାତ୍ରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।ଦୁର୍ଘଟଣାରେ । ଗୁରୁତର ଆହତଙ୍କୁ ଉଦ୍ଧାର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଡାରୀରୁ […]

ନନ୍ଦନକାନନରେ ୪ଦିନରେ ୩ମୃତ

ବାରଙ୍ଗ,୨୪।୬ (ଏସଏସନିଉଜ)ନନ୍ଦନ କାନନଙ୍କୁ ବିଶ୍ୱସ୍ତରୀୟ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।କିନ୍ତୁ ନନ୍ଦନକାନନରେ ପଶୁପକ୍ଷୀମାନଙ୍କ ମୃତୁହାର କମିବାର ନାଁ ଧରୁନାହିଁ।ରୋଗ ନିରୂପଣ ନକରିପାରିବା ଏହାର ମୁଖ୍ୟ କାରଣବୋଲି ଚର୍ଚ୍ଚା ଜୋର ଧରିଛି। ନନ୍ଦନକାନନରେ ଗତ୪ଦିନରେ ୩ଟି ପଶୁପକ୍ଷୀ ଙ୍କର ମୃତ୍ୟୁଘଟିଛି ।ବୁଧବାରଦିନ ଏକ ୮ବର୍ଷର ମାଇ ବିଲୁଆ, ଗୁରୁବାରଦିନ ମୟୁର ଓ ଶନିବାରଦିନ ଏକ ଅଣ୍ଡିରା ବଜ୍ରକାପ୍ତାର ଚିକିସ୍‌।ଧିନ ଅବସ୍ଥାରେ ମୃତ୍ୟୁଘଟିଛି । ଗତ ୧ମାସ ତଳେ ବଜ୍ରକାପ୍ତାଟି ହଠାତ ଅସୁସ୍ତ ହୋଇପଡିଥିଲା ।ଧୀରେଧୀରେ […]