ଫୁଟିଲା ବ୍ରହ୍ମକମଳ

ବାରଙ୍ଗ,୭ା୮(ଏସଏସନିଉଜ)ରାଜଧାନୀଉପକଣ୍ଠ ରଘୁନାଥପୁର ଗ୍ରାମର କମଳାକାନ୍ତସାସ୍ମଲଙ୍କ ବାଡିରେ ରବିବାରରାତିରେ ଦୁଇଟି ବ୍ରହ୍ମକମଳ ଫଲ ଫୁଟିଥିଲା । ଗୋଟିଏ ବ୍ରହ୍ମକମଳଫୁଲ ଫୁଟିବାର ଜାଣିବାପରେ ପରିବାର ଲୋକ ଉଜାଗରହୋଇ ବିଳମ୍ଭିତରାତିପର୍ଯ୍ୟନ୍ତ ଜଗିରହିଥିଲେ ।କିଛିସମୟର ବ୍ୟବଧାନପରେ ଆଉ ଏକ ବ୍ରହ୍ମକମଳ ଫୁଲ ଫୁଟିଥିଲ।। ଦୁଇଟିଜାକ ଫୁଲକୁ ନେଇ କମଳା ରାତାରାତି୍ଯାଇ ଢାୱାସ୍ଥିତ ବାବସୋମନାଥମନ୍ଦିରରେ ଏହାକୁ ଅର୍ପଣ କରିଥିଲେ ।

Comments (0)
Add Comment