ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ବାରଙ୍ଗ,୨୪।୨(ଏସଏସ ନିଉଜ) ଶ୍ରୀଶ୍ରୀ ସଂକଟମୋଚନ ମହାବୀର ଙ୍କ ବିଗ୍ରହ ପ୍ରତିଷ୍ଠା ଓ ବିଶ୍ୱାଶାନ୍ତି ମହାଯଜ୍ଞ ରତାଗଡ଼ ନୂଆସାହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ବିଭିର୍ଣ କାର୍ଯ୍ୟକ୍ରମମାନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଶୁକ୍ରବାର ଦିନ ଏହା ଉଦଯାପିତ ହୋଇଯାଇଛି। ମଙ୍ଗଳବାର ମହାଜଜ୍ଞ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ଦିନ ପୂର୍ଣାହୁତି ହୋଇଛି।୪ଦିନଧରି ରାତିରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟର ପ୍ରତିଷ୍ଠିତ ପ୍ରବଚକ ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ କରଯାଇଥିଲା।ପ୍ରତିଦିନ ହଜାର ହଜାର ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।ଏହି […]