Browsing category

ମନୋରଞ୍ଜନ

ସମୁଦ୍ରରୁ ମିଳିଲା ବିଶାଳମାଛ

ଭୋଗରାଇ,୧୭।୨(ଏସଏସନିଉଜ)ଗଭୀର ସମୁଦ୍ରକୁଯାଇ ବିଶାଳମାଛ ଧରିଥିଲେ ମତ୍ସ୍ୟଜୀବୀ। ୩୮ହଜାର ଟଙ୍କାରେ ବିକ୍ରି ହେଲା ୨କ୍ବିଣ୍ଟାଲ୍‌ର ଭେକଟିମାଛ। କୋଲକାତା ବସିରହାଟ ଅଞ୍ଚଳର ଏକ ଔଷଧତିଆରି କମ୍ପାନି ମାଛଟିକୁ କିଣିନେଇଥିବାର ସୂଚନା ମିଳିଛି।୨ବର୍ଷପୂର୍ବରୁ ଏହିପରି ଏକମାଛ ପାରାଦ୍ବୀପନିକଟରେ ଧରାଯାଇଥିଲା। ମାଛଟିକୁ ଦୀଘାମୁହାଣ ମତ୍ସ୍ୟ ଅବତରଣକେନ୍ଦ୍ରକୁ ଅଣାଯାଇ ୩୫ହଜାରଟଙ୍କାରେ ବିକ୍ରି କରାଯାଇଥିଲା।  

ମେଣ୍ଢଶାଳରେ ସାମ୍ଭସ୍‌ରିକ କୁମ୍ଭମେଳା ମହୋସ୍‌ବ

ମେଣ୍ଢାଶାଳ,୧୫ା୨(ଏସଏସ ନିଉଜ) ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷପରି ଚଳିତବର୍ଷ ସାମ୍ଭସ୍‌ରିକ କୁମ୍ଭମେଳା ମହୋସ୍‌ବ ଅନୁଷ୍ଠିତ ହୋଇଯାଇଛି ।ସୋମବାରଦିନ ଆରମ୍ଭ ହୋଇ ମଙ୍ଗଳବାରଦିନ ରାତିରେ ଉଦ୍‌ଯାପିତ ହୋଇଯାଇଛି ।ଘାଟିକିଆ ,ମହୁଲ,ତମାଣ୍ଡୋ, ହରିଡାମଡା,ବରପଦା, ଜାଆଁଳା,ପିତାପଲ୍ଲୀ, ଆଠଗଡ ଆଦି ବିଭିର୍ଣ ଗ୍ରାମରୁ ଆସିଥିବା ସଂଙ୍କିର୍ତନ ମଣ୍ଡଳୀ ମାନଙ୍କଦ୍ୱାରା ସଙ୍କିର୍ତନ ପରିବେଷଣ କରାଯାଇଥିଲା ।ମଙ୍ଗଳବାର ସନ୍ଧ୍ୟା ସମୟରୁ ବିଳମ୍ଭିତରାତି ପର୍ଯ୍ୟନ୍ତ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା ଆଖପାଖ ଗ୍ରାମରୁ ପ୍ରାୟ ୧୦ହଜାରେରୁ ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହୋଇଥିଲା ।ମନ୍ଦିରକମିଟି […]

କଂଗ୍ରେସରେ ମିଶିଲେ ପ୍ୟାରିମୋହନ ମହାପାତ୍ରଙ୍କଝିଅ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଆଜି କଂଗ୍ରେସଦଳରେ ସାମିଲହେଲେ ପ୍ୟାରିମୋହନ ମହାପାତ୍ରଙ୍କଝିଅ ସିକ୍ତାପତି। । ଆଜିଅପରାହ୍ନରେ କଂଗ୍ରେସଭବନରେ ସେ ପ୍ରଭାରୀ ଚେଲ୍ଲାକୁମାର, ସଭାପତି ଶରତପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ନତାଶାଙ୍କ ହାତ ଧରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ପୁଣିଥରେ ଧୁମଧାମରେ ବାହାହୋଇ ଜୀବନସାଥୀ ଭାବେ ଅଭିନେତ୍ରୀ ନତାଶାଙ୍କ ହାତ ଧରିଲେ ହାର୍ଦ୍ଦିକ ପାଣ୍ଡ୍ୟା ।ଏହା ତାଙ୍କର ଦ୍ବିତୀୟଥର ବିବାହଉତ୍ସବ ।ସେ ପତ୍ନୀଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ସହିତ ପୁଣିଥ‌ରେ ସାତଫେରା ନେଇ ଚର୍ଚ୍ଚାରେ ରହିଛନ୍ତି।ନତାଶା ହେଉଛନ୍ତି ସର୍ବିଆର ଜଣେ ଲୋକପ୍ରିୟଅଭିନେତ୍ରୀ ଏବଂ ଡ୍ୟାନ୍ସରଭାବେ ଜଣାଶୁଣା। ସେ ପ୍ରକାଶଝା’ଙ୍କ ଫିଲ୍ମ ‘ସତ୍ୟାଗ୍ରହ’ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ।ଦୁହିଁଙ୍କ ଏକ ସନ୍ତାନରହିଛି। ଯାହାଙ୍କ ନାମ ହେଉଛି ଅଗସ୍ତ୍ୟା

ମାଗଣାରେ ୩ଦିନ ତାଜମହଲ ବୁଲପାରିବେ ପର୍ଯ୍ୟଟକ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ତିନିଦିନ ମାଗଣାରେ ତାଜମହଲବୁଲିବା ସହିତ ଶାହାଜାହାନ ଓ ମୁମତାଜଙ୍କ ପ୍ରକୃତକବରକୁ ଅତି ନିକଟରୁ ଦେଖିପାରିବେ ପର୍ଯ୍ୟଟକ ।ମୋଗଲ ସମ୍ରାଟ ଶାହାଜାହାନଙ୍କ ୩୬୮ତମପୂର୍ଣ୍ଣତିଥି ଅବସରରେ ଫେବୃଆରି୧୭ ଓ ୧୯ତାରିଖରେ ଆଗ୍ରା ତାଜମହଲରେ ପ୍ରବେଶ ମାଗଣାରେ କରିପାରିବେ ପର୍ଯ୍ୟଟକ।ଉର୍ସର ମୁଖ୍ୟଆକର୍ଷଣ ସବୁବର୍ଷଭଳି ସର୍ବଧର୍ମ ସଦ୍‌ଭାବରପ୍ରତୀକ ସତରଙ୍ଗୀଚାଦର ରହିବ। ୧,୪୫୦ମିଟରର ଚାଦର ଶାହାଜାହାନଙ୍କ କବରରେ ଚଢ଼ାଯିବ। ଏହାପରେ ତାଜମହଲ ପ୍ରାଙ୍ଗଣରେ ଲଙ୍ଗର ବଣ୍ଟାଯିବ।

ମହାଶିବରାତ୍ରୀ ପାଇଁ ପ୍ରଭୁଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଆସନ୍ତା୧୮ତାରିଖରେ ମହାଶିବରାତ୍ରୀ । ରାତି୧୦ଟାରେ ଉଠିବ ମହାଦୀପ । ରାତି୧୦ଟାରୁ୧୧ଟା ସାହାଣମେଲାଦର୍ଶନ ।ନିର୍ଘଣ୍ଟହୋଇଥିବା ନୀତି ମୁତାବକ ପ୍ରଭୁଲିଙ୍ଗରାଜଙ୍କର ରାତି୩ଟାରୁ ମଙ୍ଗଳଆଳତୀ ଓ ଅବକାଶନୀତି କରାଯିବ । ଏହାପରେ ଭୋରସାଢେ୩ଟାରୁ୧୧ଟା ଯାଏଁ ସାହାଣମେଲାଦର୍ଶନ ହେବ । ଦିନ୧୨ଟାରେ ମହାସ୍ନାନ ହେବ । ଏହାପରେ ଅପରାହ୍ନ ୩.୪୫ରୁ ୪.୪୫ପର୍ଯ୍ୟନ୍ତ ଘଣ୍ଟାଏଧରି ସାହାଣମେଲା ଦର୍ଶନହେବ । ସନ୍ଧ୍ୟା୭ଟାରେ ଶ୍ରୀଜୀଉଙ୍କ ପହୁଡପଡିବାପରେ ସନ୍ଧ୍ୟାଆଳତୀ, ମାଜଣା ଓ ଯାତ୍ରା ପୂଜା ହେବ ।

ଆରମ୍ଭ ହେଲା ଧବଳେଶ୍ୱରଙ୍କ ମହାନଦୀଘାଟରେ

ଖୁଣ୍ଟୁଣୀ,୧୩।୨(ଏସଏସ ନିଉଜ)ପ୍ରସିଦ୍ଧଶୈବକ୍ଷେତ୍ର ବାବା ଧବଳେଶ୍ୱରଙ୍କ ମହାନଦୀ ଘାଟରେ ମହାନଦୀ ଆଳତୀ ସୋମବାର ଆରମ୍ଭ ହୋଇଛି । ବିଭୁର୍ଣ ଅଗ୍ରଣୀ ସାମାଜିକ ଅନୁଷ୍ଠାନର ମିଳିତକ୍ରମେ ମହାନଦୀର ସୁରକ୍ଷା ପାଇଁ ଏହି ମହାନଦୀ ଆଳତୀ ଅନୁଷ୍ଠିତ ହୋଇଥିଲା । ମହାନଦୀକୁ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ମହାନଦୀ ଭିତରକୁ ଜରି, ଅନାବନା ବର୍ଯ୍ୟ ବସ୍ତୁ କିମ୍ବା ପଚା ଶବ ଆଦି ଫିଙ୍ଗିବା ନାହିଁ । ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏପରି ଏକ ପ୍ରୟାସ ଆଜିଠାରୁ ଏଠାରୁ ଆରମ୍ଭ […]

ଭାରତର ବିଶାଳ ବିଜୟ

ଭୁବନେଶ୍ୱର,୧୧ା୨(ଏସଏସନିଉଜ) ନାଗପୁରଟେଷ୍ଟରେ ଭାରତର ବିଶାଳ ବିଜୟ ହୋଇଛି ।ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଇନିଂସ ବିଜୟ ହାସଲ କରିଛି ।ଗୋଟେ ଇନିଂସ ଓ ୧୩୨ ରନ୍‌ରେ ଜିତିଛି ଭାରତ । ଦ୍ବିତୀୟ ଇନିଂସରେ ୯୧ ରନ୍‌ରେ ଅଷ୍ଟ୍ରେଲିଆ ଅଲଆଉଟ୍ । ପ୍ରଥମ ଇନିଂସରେ ଜାଡେଜାଙ୍କୁ ଓଦ୍ବିତୀୟ ଇନିଂସରେ ଅଶ୍ବିନୀଙ୍କୁ ୫ଟି ଲେଖାଏଁ ୱିକେଟ୍ ମିଳିଛି ।  

ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ

ବାରଙ୍ଗ,୧୦ା୨(ଏସଏସନିଉଜ)ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଦାଢ଼ା ପଞ୍ଚାୟତର କେନ୍ଦୁପାଟଣା ସ୍ଥିତ ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ଭଞ୍ଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ  ସୁଶାନ୍ତକୁମାରରାଉତ ଯୋଗଦେଇଥିଲେ।ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ଦାଢ଼ା ସରପଞ୍ଚ ନିଶିପଦ୍ମା କାଣ୍ଡି, କଲ୍ୟାଣପୁର ସରପଞ୍ଚ ଦେବରାଜ ଭୋଇ,ଭଗବାନ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।ବିଦ୍ୟାଳୟର କୁନି […]

ନାଗପୁର ପିଚ୍‌କୁ ନେଇ ଅସନ୍ତୁଷ୍ଟ ହେଲେ ରାହୁଲଦ୍ରାବିଡ

ଭୁବନେଶ୍ୱର,୮ା୨(ଏସଏସନିଉଜ) IND vs AUSପ୍ରଥମ ଟେଷ୍ଟରେ ନାଗପୁର ପିଚ୍‌କୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ରାହୁଲ ଦ୍ରାବିଡ ।ଏନେଇ କ୍ୟୁରେଟରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଛି ।ଭାରତ ଏବଂ ଅଷ୍ଟ୍ରେଲିଆମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟସିରିଜର ପ୍ରଥମମ୍ୟାଚ୍ ନାଗପୁର ପଡିଆରେ ଆସନ୍ତାକାଲି ଖେଳାଯିବ ।ନାଗପୁରରେ ଏକ ସ୍ପିନିଂଟ୍ରାକ୍ ପାଇଁ ରାହୁଲଦ୍ରାବିଡ଼ କରିଛନ୍ତି ଦାବି । ଭାରତପାଇଁ ଏହି ଟେଷ୍ଟସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣଅଟେ ।ଭାରତ ଯଦି ଆଇସିସିୱାଲର୍ଡ ଟେଷ୍ଟ ଚାମ୍ପିୟନସିପ୍ ୨୦୨୧-୨୩ର ଫାଇନାଲରେ ସ୍ଥାନ ହାସଲକରିବାକୁ ଚାହୁଁଛି, ତେବେ ଏହି ସିରିଜ […]