ସମୁଦ୍ରରୁ ମିଳିଲା ବିଶାଳମାଛ

ଭୋଗରାଇ,୧୭।୨(ଏସଏସନିଉଜ)ଗଭୀର ସମୁଦ୍ରକୁଯାଇ ବିଶାଳମାଛ ଧରିଥିଲେ ମତ୍ସ୍ୟଜୀବୀ। ୩୮ହଜାର ଟଙ୍କାରେ ବିକ୍ରି ହେଲା ୨କ୍ବିଣ୍ଟାଲ୍‌ର ଭେକଟିମାଛ। କୋଲକାତା ବସିରହାଟ ଅଞ୍ଚଳର ଏକ ଔଷଧତିଆରି କମ୍ପାନି ମାଛଟିକୁ କିଣିନେଇଥିବାର ସୂଚନା ମିଳିଛି।୨ବର୍ଷପୂର୍ବରୁ ଏହିପରି ଏକମାଛ ପାରାଦ୍ବୀପନିକଟରେ ଧରାଯାଇଥିଲା। ମାଛଟିକୁ ଦୀଘାମୁହାଣ ମତ୍ସ୍ୟ ଅବତରଣକେନ୍ଦ୍ରକୁ ଅଣାଯାଇ ୩୫ହଜାରଟଙ୍କାରେ ବିକ୍ରି କରାଯାଇଥିଲା।

 

Comments (0)
Add Comment